ଚାନ୍ଦବାଲି: ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନର ବାର୍ତ୍ତା ନେଇ ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ବାପା ବିଦ୍ଯାଧର ବେହେରା ଏବଂ ଝିଅ ମଧୁସ୍ମିତା ବେହେରାଙ୍କ ସହିତ ମନୋରଞ୍ଜନ ବେହେରା ଏବଂ ପ୍ରାଚିସ୍ମିତା ବେହେରା ଚିକି ଉପସ୍ଥିତ ରହି ବିଶ୍ବ ପରିବେଶ ଦିବସ ପାଳନ କରିଥିଲେ | ବୃକ୍ଷରୋପଣ, ସଚେତନତାକରିଥିଲେ ଏବଂ ପରିବେଶ ସୁରକ୍ଷାର ଶପଥ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ | ସାଇସଫିଆ ବିଦ୍ଯାଳୟର… Continue reading ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ପାଳିତ ହୋଇଯାଇଛି
ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ପାଳିତ ହୋଇଯାଇଛି