
କ୍ଷତିଗ୍ରସ୍ତ ଚାଷୀ ‘କୃଷି ରକ୍ଷକ’ ପୋର୍ଟାଲରେ ଜଣାଇବାକୁ ପରାମର୍ଶ
ଭୁବନେଶ୍ଵର: ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ କ୍ଷତି ପୂରଣ ଦିଆଯିବାକୁ ପଦକ୍ଷେପ ନିଆଯିବ ବୋଲି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମାନୁଯାୟୀ








