
“ସୁବାର୍ତା’ର ମାସିକ ବୌଦ୍ଧିକ ସମାବେଶ ଉଦଘାଟିତ
ଭୁବନେଶ୍ୱର: ସ୍ମରଣୀୟ କ୍ରାନ୍ତି ଦିବସ ଅବସରରେ ସ୍ଥାନୀୟ ଗଙ୍ଗନଗର କାର୍ଯ୍ୟାଳୟଠାରେ ସୁବାର୍ତ୍ତା ପକ୍ଷରୁ ଓଡିଶାର କଳା, ସଂସ୍କୃତି, ପୂଜ୍ୟପୂଜା, ଐତିହ୍ୟ ଉପରେ ଆଧାରିତ ମାସିକ ବୈଠକର ଶୁଭାରମ୍ଭ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅର୍ଥଶାସ୍ତ୍ର ବିଶାରଦ ଡଃ ସଂଜୟ








