
ଧର୍ମପରାୟଣା ମହିଳାଙ୍କ ପରଲୋକ
ଭୁବନେଶ୍ୱର: ଟଙ୍କପାଣି ରୋଡସ୍ଥିତ ପାଣ୍ଡବ ନଗରରେ ଅବସ୍ଥାନ କରୁଥିବା ଜଣାଶୁଣା ସମାଜସେବିକା ମଜୁଲତା ସାମନ୍ତରାୟଙ୍କ ୭୨ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ହୃଦରୋଗ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିସôିତ ହେଉଥିଲେ ।

ଭୁବନେଶ୍ୱର: ଟଙ୍କପାଣି ରୋଡସ୍ଥିତ ପାଣ୍ଡବ ନଗରରେ ଅବସ୍ଥାନ କରୁଥିବା ଜଣାଶୁଣା ସମାଜସେବିକା ମଜୁଲତା ସାମନ୍ତରାୟଙ୍କ ୭୨ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ହୃଦରୋଗ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିସôିତ ହେଉଥିଲେ ।

ସାରସ୍ୱତ ପ୍ରତିଭାଧାରୀଙ୍କୁ ଶାନ୍ତିପଥ ସମ୍ମାନ ଭୁବନେଶ୍ୱର: ସାମାଜିକ ଓ ବୌଦ୍ଧିକ ଅନୁଷ୍ଠାନ ଶାନ୍ତିପଥର ଷଷ୍ଠ ବାର୍ଷିକୋସôବ ସ୍ଥାନୀୟ ୟୁନିଟ୍ ୯ସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ଓ

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳୁ ପୁରୀ ରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ପରେ କରିଛନ୍ତି ବିଶାଳ ରୋଡ ଶୋ’ । ପୁରୀରେ ଦେଖିବାକୁ ମିଳିଲା ମୋଦି ମ୍ୟାଜିକ । ବଡ଼ଦାଣ୍ଡ ପାଲଟିଲା ଜନ ସମୁଦ୍ର। ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଆଶ୍ରୟ ପକ୍ଷରୁ ସ୍ଥାନୀୟ ରେଡକ୍ରସ ଭବନଠାରେ ଆଶ୍ରୟ ସେବା ସଂସ୍କୃତି ଉସôବ ସହିତ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ବରିଷ୍ଠ ସଦସ୍ୟ ବିଶିଷ୍ଟ ସାହିତି୍ୟକ, ସ୍ତମ୍ଭକାର ଦାସବେନହୂର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ

ଭୁବନେଶ୍ୱର: ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ

ଚାନ୍ଦବାଲି: ଚାନ୍ଦବାଲି ଏନଏସି ଅଞ୍ଚଳର ୧୦ନମ୍ବର ଓ୍ବାଡର ନୟାଧାମରା ଗ୍ରାମର ଯାତ୍ରାପଡିଆରେ ସ୍ବର୍ଗତଃ ହେମଲତା ବଳ ମେମୋରିଆଲ୍ ତରଫରୁ ସରସ୍ବତୀ କ୍ଲବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ର ଉଜ୍ଜାପନ ଦୀବସ ଅନୁଷ୍ଠିତ ହୋଯାଇଅଛି, ଏଥିରେ ମୁଖ୍ୟ ଅତିଥୀ ଭାବେ ଚାନ୍ଦବାଲ ଏନଏସିର ଭାଇସଚ୍ୟାର

ଭୁବନେଶ୍ୱର: ଚଳିତ ନିର୍ବାଚନ ଲାଗି ଭୁବନେଶ୍ୱର ସ୍ଥିତ ଭରତପୁର ବସ୍ତି ଠାରେ ଆମ୍ ଆଦମୀ ପାର୍ଟି ର ବିଧାୟକ ପ୍ରାର୍ଥୀ ସୋମନାଥ ରାଉତଙ୍କ ସମେତ ଅନ୍ୟାନ୍ୟ ଆମ୍ ଆଦମୀ ପାର୍ଟି ର କର୍ମୀ ମାନେ ଭରତପୁର ବସ୍ତି ବାସିନ୍ଦାଙ୍କ ଅସୁିଧା ପଚାରି

ଭୁବନେଶ୍ୱର: ଜାତୀୟ ଫେଡେରେସନ ସିନିଆର ଆଥଲେଟିକ୍ସ ଚାମ୍ପି୍ୟାନସିପରେ ଗୋଲଡେନ ବୟ ନିରୋଜ ଚୋପ୍ରା ଙ୍କୁ ସ୍ୱର୍ଣ୍ଣ ପଦକ I ନିରାଶ କଲେ କିଶୋର ଜେନା। କଳିଙ୍ଗ ଷ୍ଟାଡିଅମରେ ଶେଷ ହୋଇଥିବା ସିନିଆର ଆଥଲେଟିକ୍ସ ଚାମ୍ପି୍ୟାନସିପରେ ଗୋଲଡେନ ବୟ ନିରୋଜ ଚୋପ୍ରା ସର୍ବାଧିକ

ଭୁବନେଶ୍ୱର: ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’। ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହାକୁ ଉନ୍ମୋଚନ କରିଛନ୍ତି। ଭୋଟରଙ୍କ ସୁବିଧା ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚିତ ହୋଇଛି I ସହରାଞ୍ଚଳ ଭୋଟରଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସାଲେପାଲି ଗ୍ରାମର ରୁପା ଭୋଇ ଡେଲିଭରି ୱାର୍ଡରେ ଚିକିତ୍ସିତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ସିନ୍ଦୁରବାହାଲ ଗ୍ରାମର ରେଖା ପ୍ରଧାନ ଅସୁସ୍ଥ ହୋଇ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି । ପ୍ରଚଣ୍ଡ ଖରା ସମୟରେ
You cannot copy content of this page