
‘ମହାନଦୀର ନିରନ୍ତର ପ୍ରବାହ ପ୍ରଥମେ ସୁନିଶ୍ଚିତ ହେଉ, ପରେ ସୌନ୍ଦର୍ଯ୍ୟକରଣ’
ଭୁବନେଶ୍ୱର: ସମ୍ପ୍ରତି ଓଡ଼ିଶା ସରକାର ମହାନଦୀ ତଟ ର ସୌନ୍ଦର୍ଯ୍ୟ କରଣ ପାଇଁ ସମ୍ବଲପୁର ଓ ଭୁବନେଶ୍ୱର ଠାରେ ୨୪୦ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା କରିଛନ୍ତି l ଏହି ଅର୍ଥରେ ସରକାର ସମ୍ବଲପୁର ମନ୍ଦଲିଆ ରୁ ଚାଉଁରପୂର୍ ନଦୀ








