
ରଥଯାତ୍ରା ଉପଲକ୍ଷେ ଉତ୍ତରା ଛକରେ ଭକ୍ତଙ୍କ ପାଇଁ ଜଳଛତ୍ର ସେବା
ଉତ୍ତରା: ପବିତ୍ର ରଥଯାତ୍ରା ଉପଲକ୍ଷେ ସମ୍ପର୍କ ହୃଦୟ ଫାଉଣ୍ଡେସନ ଆନୁକୁଲ୍ୟରେ ଉତ୍ତରା ଛକ ନିକଟରେ ପୁରୀକୁ ଯାଉଥିବା ଅଗଣିତ ଭକ୍ତଙ୍କ ପାଇଁ ପଥପ୍ରାନ୍ତ ଜଳଛତ୍ର ସେବା ଯୋଗାଇ ଦିଆ ଯାଇଅଛି। ସମ୍ପର୍କ ହୃଦୟ ପରିବାର ସଦସ୍ୟ ଜ୍ୟୋତି ରଞ୍ଜନ ନାୟକଙ୍କ ନେତୃତ୍ଵ








