ରାଜ୍ୟ

ରାଜ୍ୟ

ଓଡିଶ ଗ୍ରାମରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା, କାଳିଆ ପ୍ରେମରେ ବିଭୋର ଭକ୍ତ

ଢେଙ୍କାନାଳ: ପବିତ୍ର ସ୍ନାନପୂର୍ଣ୍ଣିମାରେ ଜଗନ୍ନାଥଙ୍କ ଗାଧୁଆ ଦେଖେ ସାରା ଦୁନିଆ । ଭାବବିନୋଦିଆଙ୍କ ଗାଧୁଆ ପର୍ବ ବା ସ୍ନାନ ଯାତ୍ରାକୁ ନେଇ ସବୁଠି ଭକ୍ତିର ପରିବେଶ । ଶ୍ରୀକ୍ଷେତ୍ରରୁ ଏକାମ୍ର କ୍ଷେତ୍ର ସବୁଠି ଲୀଳାମୟ ଠାକୁରଙ୍କ ହୋଇଯାଇଛି ସ୍ନାନ ଯାତ୍ରା ।

Read More »
ରାଜ୍ୟ

ଲୋକ କଳା ସଂସ୍କୃତି ଗବେଷକ ମାନଙ୍କ ସମାବେଶ

ବଲାଙ୍ଗିର: ବଲାଙ୍ଗିର ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ସ୍ବୀକୃତି ପାଇଥିବା ପଶ୍ଚିମ ଓଡିଶାର ସମସ୍ତ କନିଷ୍ଠ ଏବଂ ବରିଷ୍ଠ ଲୋକ ସଂସ୍କୃତି ଗବେଷକ, ଯୁବ କଳାକାର ମେଧାବୃତ୍ତି ଏବଂ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ମେଧାବୃତ୍ତି ମାନଙ୍କ ଏକ ସମାବେଶ ପଶ୍ଚିମ ଓଡିଶା

Read More »
ରାଜ୍ୟ

ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥା କୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଅନେକ ଲଢେଇ ପରେ ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ ହୋଇଥିଲା । ତତ୍କାଳିନ ସରକାର ପ୍ରତିଶୃତି ଦେଇଥିଲେ ୨୦୨୩ ଡିସେମ୍ବର ସୁଦ୍ଧା ଏହା ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ କିନ୍ତୁ ନିର୍ବାଚନକୁ ଆଖି ଆଗରେ

Read More »
ରାଜ୍ୟ

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ତରଫରୁ ଗ୍ରାମ ସଫେଇ ଅଭିଯାନ

ଓଡିଶ: ଢେଙ୍କାନାଳ ଜିଲ୍ଲା ଓଡିଶ ଗ୍ରାମ ପଞ୍ଚାୟତରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଗାଁ ଦାଣ୍ଡ, ରାସ୍ତା, ଗ୍ରାମର ସମସ୍ତ ଦେବାଦେବୀମାନଙ୍କ ମନ୍ଦିର ପରିସର ଓ ତାହାର ଚାରିପାଖ

Read More »
ରାଜ୍ୟ

ପିପିଲି ଥାନା ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା

ପୁରୀ: ପିପିଲି ଥାନା ଅଞ୍ଚଳରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ବିଶେଷ କରି ନାବାଳିକାଙ୍କୁ ଦୁଷ୍କର୍ମ ଓ ମହିଳାଙ୍କୁ ନିର୍ଯାତନା ଘଟଣା ବଢିଚାଲିଛି । ଏଇ ୨ ମାସ ଭିତରେ ୫ ଜଣ ନାବାଳିକାଙ୍କୁ ଯୌନ

Read More »
ରାଜ୍ୟ

କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା: ବାଳକାଟି ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରତିଭା ଓ ପ୍ରୟାସ କୋଚିଂ ସେଣ୍ଟରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨0୨୪/୨୫ ଶିକ୍ଷାବର୍ଷରେ ଅଧ୍ୟୟନ କରିଥିବା ଦଶମ, ଯୁକ୍ତଦୁଇ ଏବଂ ସିବିଏସଇ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା

Read More »
ରାଜ୍ୟ

ବାଳକୃଷ୍ଣ ବନୋଜ ତ୍ରିପାଠୀ ଓ ପୂଜା ପାଣିଙ୍କୁ ବାଳକୃଷ୍ଣ ଦାଶ ସ୍ମୃତି ସମ୍ମାନ

ବାଲିଅନ୍ତା: ପ୍ରବାଦପୁରୁଷ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ ଉଜ୍ବସ୍ୱନି ପ୍ରତିଭା ଥିଲେ ବୋଲି ଆଜି ତାଙ୍କର ୧୦୩ ତମ ଜନ୍ମଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ନିମନ୍ତ୍ରୀତ ଅତିଥିମାନେ ବକ୍ତବ୍ୟ ଦେଇଛନ୍ତି

Read More »
ମହାନଗର

ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣର ତୀବ୍ରନିନ୍ଦା ଓ ପ୍ରତିବାଦ

ଭୁବନେଶ୍ୱର, 26/05/25: ସାମ୍ବାଦିକଟିଏ ବହୁ କଷ୍ଟକରି ଖବର ସଂଗ୍ରହ କରିବା ସହିତ ସାଧାରଣଜନତାଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇ ଥାଏ l ମାତ୍ର ବହୁ ସମୟରେ ବହୁବାଧା ବିଘ୍ନ, ଆକ୍ରମଣ, ସମସ୍ୟା, ଅପମାନସହିଥାଏ l ବଡ଼ଖବର ସାମ୍ବାଦିକ ବିଜୟ ପ୍ରଧାନ ବଲାଙ୍ଗୀର

Read More »
ରାଜ୍ୟ

ଟିଟିଲାଗଡ଼ର ସଫେଇ କର୍ମଚାରୀଙ୍କୁ ନେଇ ପ୍ରକୃତି ରକ୍ଷା ତରଫରୁ ହେଲଥ କ୍ୟାମ୍ପ

ବଲାଙ୍ଗିର: ବଲାଙ୍ଗିର ଟିଟିଲାଗଡ଼ ସହରର ପ୍ରକୃତି ରକ୍ଷା ଏନ୍‌ଜିଓ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସେବା କରାଯାଇଥାଏ । ଶନିବାର ଦିନ ସକାଳେ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ପ୍ରକୃତି ମିତ୍ର ସୋସିଆଲ ଅନୁଷ୍ଠାନ ପକ୍ଷରୁ ସଭାପତି

Read More »
ଅପରାଧ

ମନ୍ଦିର ରୋଷ ଘରେ ନାବାଳିକାଙ୍କୁ ବଳାତ୍କାର କଲେ ପୂଜକ

ସମ୍ବଲପୁର: ସମ୍ବଲପୁର ଜମନକିରା ଥାନା ସଦର ମହକୁମାସ୍ଥିତ ବାବା ମୁକ୍ତେଶ୍ୱର ମନ୍ଦିର ରୋଷେଇ ଗୃହରେ ଜଣେ ୧୨ବର୍ଷୀୟା ନାବାଳିକା ବଳାତ୍କାରର ଶିକାର ହୋଇଛି। ମନ୍ଦିରର ଜଣେ ସହଯୋଗୀ ପୂଜକ ଶୋଭା ମହାପାତ୍ର ଓରଫ କେଦାର(୩୬)ଙ୍କ ନାମରେ ଅଭିଯୋଗ କରାଯାଇଛି । ପୀଡିତା

Read More »

You cannot copy content of this page