
ଫୁଲବାଣୀ କେରେଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୪- ୨୫ ପାଳିତ
ଫୁଲବାଣୀ, ୧୧/୨: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କେରେଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ତା ୧୦/୨/୨୦୨୫ ରିଖ ସୋମବାର ଦିନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତାରାପ୍ରସାଦ ମିଶ୍ର ଙ୍କର ସଭାପିତିତ୍ୱ ରେ 2024-25 ଶିକ୍ଷାବର୍ଷ ବାର୍ଷିକତ୍ସବ ଖୁବ








