
ସଶକ୍ତ ଓଡିଶା ପକ୍ଷରୁ ନୂତନ ଖବର ଗୃହ ଉଦଘାଟନ ଓ ଆଲୋଚନା
ଭୁବନେଶ୍ୱର ତା 04/04/26 ସାମାଜିକ ଅନୁଷ୍ଠାନ ଓ ୱେବ ଗଣମାଧ୍ୟମ “ସଶକ୍ତ ଓଡିଶା “ପକ୍ଷରୁ ସ୍ଥାନୀୟ ନୟାପଲ୍ଲୀ କାର୍ଯ୍ୟାଳୟରେ ନୂତନ ଭାବେ ଖବର ଗୃହ ଉଦଘାଟନ ସହିତ ମହିଳା ମାନଙ୍କ ସଶକ୍ତିକରଣ, ଋଣ, ଉତ୍ପାଦନ ପ୍ରମୁଖ ସମ୍ପର୍କରେ ଆଲୋଚନା ହୋଇଯାଇଛି l








