ଭୁବନେଶ୍ୱର ତା 04/04/26 ସାମାଜିକ ଅନୁଷ୍ଠାନ ଓ ୱେବ ଗଣମାଧ୍ୟମ “ସଶକ୍ତ ଓଡିଶା “ପକ୍ଷରୁ ସ୍ଥାନୀୟ ନୟାପଲ୍ଲୀ କାର୍ଯ୍ୟାଳୟରେ ନୂତନ ଭାବେ ଖବର ଗୃହ ଉଦଘାଟନ ସହିତ ମହିଳା ମାନଙ୍କ ସଶକ୍ତିକରଣ, ଋଣ, ଉତ୍ପାଦନ ପ୍ରମୁଖ ସମ୍ପର୍କରେ ଆଲୋଚନା ହୋଇଯାଇଛି l ଆବାହକ ବିଜୟ କୁମାର ପ୍ରଧାନ, ଉପଦେଷ୍ଟା, କଲ୍ୟାଣ କୁମାର ଚାଟାର୍ଜୀ, ମୁଖ୍ୟ ସଂଯୋଜକ ନବ କିଶୋର ପ୍ରଧାନ, ବରିଷ୍ଠ ସମାଜସେବୀ କୁଳମଣି ରାଉତ ଉପସ୍ଥିତ ରହିବା ସହ ସାମ୍ପ୍ରତିକ ସମୟରେ ଗଣମାଧ୍ୟମ ଓ ସାମାଜିକ ସଂଗଠନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ l ଓଡିଶାର ମହିଳା ମାନେ ଆତ୍ମ ନିର୍ଭରଶୀଳ ହେବା ସହିତ ରାଷ୍ଟ୍ରର ପ୍ରଗତିରେ କିପରି ଅଧିକରୁ ଅଧିକ ଯୋଗଦାନ କରିପାରିବେ ତାହା ଉପରେ ଗୁରୁତ୍ୱଆରୋପ କରିଥିଲେ l ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ହେବା ଉପରେ ଆଲୋଚନା ହୋଇଥିଲା l ଧନ୍ୟବାଦ ଅର୍ପଣ କରିଥିଲେ ଅନିତା ସ୍ୱାଇଁ l
ବିଜୟ କୁମାର ପ୍ରଧାନ ଆବାହକ, ସଶକ୍ତ ଓଡିଶା
ଭୁବନେଶ୍ୱର
ମୋ -9124778777.
ସଶକ୍ତ ଓଡିଶା ପକ୍ଷରୁ ନୂତନ ଖବର ଗୃହ ଉଦଘାଟନ ଓ ଆଲୋଚନା
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ପାଇଁ ଦାବି
ବାଲିଅନ୍ତା,୨୦।୫ (ଗୋବର୍ଦ୍ଧନ ଦାସ): ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ଦାବିରେ ଜୟଦେବ ଓକିଲ ସଂଘ ପକ୍ଷରୁ ଭୁବନପୁର ମା'ଉତ୍ତରମୁଖୀ ପୀଠରେ ବୁଧବାର ଦିନ ସଂଘର ସଭାପତି ବିଭୂତିଭୂଷଣ ମର୍ଦ୍ଦରାଜ ରାୟ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜୟଦେବ ନିର୍ବାଚନମଣ୍ଡଳୀର ଓକିଲ
ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟଁ। ଗିରଫ୍
ଭୂବନେଶ୍ୱର,୨୦/୫:ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟାଁ କୁ ଗିରଫ୍ କଲା ମହିଳା ଥାନା ପୋଲିସ୍ । ଫିଲ୍ମ କରିବା ନାଁରେ ଯୁବତୀ ଙ୍କୁ ପ୍ରଥମେ ବନ୍ଧୁତା ତାପରେ ପ୍ରେମ, ପ୍ରତିଶୃତି, ବିବାହ ପୁଣି ପ୍ରତାରଣା,ଦେଇ ଯୁବତୀ ଜଣଙ୍କୁ ଠକି ଥିଲା । ଫିଲ୍ମ
କଟକ, ଟାଙ୍ଗୀ ବ୍ଳକ୍ ର ହଟ୍ଟଗୋଳ ଘଟଣା
କଟକ, ଟାଙ୍ଗୀ, ୨୦/୫:ଟାଙ୍ଗୀ ବ୍ଳକ୍ ରେ ବି ଜେ ପି .ନେତା ଅରିନ୍ଦମ୍ ରାୟ ଏବଂ ଅଭୟ ବାରିକ ଟାଙ୍ଗୀ ବ୍ଳକ୍ ରେ ପସି ବି ଡି ଓ ଙ୍କୁ ଦୁବ୍ୟହାର କରିଥିବା ବି ଡି ଓ ଏବଂ କର୍ମଚାରୀ ମାନେ
ଆଜି ମିଳିବ ନାହିଁ କୌଣସି ମେଡିସିନ୍
ଭୁବନେଶ୍ୱର,୨୦/୦୫: ଆଜି ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବାକୁ ଯାଉଛି । ସୂଚନା ମୁତାବକ ଆଜି ଅର୍ଥାତ୍ ୨୪ ଘଣ୍ଟା ପାଇଁ ରାଜ୍ୟରେ ସମସ୍ତ ମେଡିସିନ୍ ଦୋକାନ ଗୁଡିକ ବନ୍ଦ ରହିବ । ଏହି ବନ୍ଦ ଡାକରା କୁ କେମେଷ୍ଟ୍ରି
ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ
ବାଲିଅନ୍ତା ୧୯/୦୫:-ବାଲିଅନ୍ତା ଥାନା ପୋଲିସ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ପୋଲିସ୍ ସୁତ୍ରରୁ ପ୍ରକାଶ ଥାଉ କି ବାଲିଅନ୍ତା
୫ ରାଜପଥ ଲୁଟିଆ ଗ୍ୟାଙ୍ଗ ଗିରଫ ; ମୋଟର ସାଇକଲ ଓ ମୋବାଇଲ ଜବତ
ବାଲିଅନ୍ତା,୧୯|୫:ଧଉଳି ଥାନା ପୁଲିସ ଆଜି ୫ ଜଣ ରାଜପଥ ଲୁଟିଆଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଏଥିସହ ସେମାନଙ୍କ ଠାରୁ ୨ ଟି ମୋଟର ସାଇକଲ ଓ ୯ ଟି ମୋବାଇଲ ଫୋନ ଜବତ କରିଛି l ଜାମିନ
ମା’ ଖିଲାମୁଣ୍ଡାଙ୍କ ପୀଠରେ ବିଶ୍ଵ ଶାନ୍ତି ଚ଼ଣ୍ଡୀ ମହାଯଜ୍ଞ ଓ ଦେବାଦେବୀଙ୍କ ମହା ମିଳିନ ।
ଚିଲିକା,୧୯।୫:ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡାପଞ୍ଚାୟତ ଓ ଦେଓଗାଁଁ ପଞ୍ଚାୟତ ଅଧିନସ୍ଥ ପଙ୍କାଳ ଏବଂ ମହତପଲ୍ଲା ଗ୍ରାମର ଆରାଧ୍ୟ ଦେବୀ ମା' ଖିଲାମୁଣ୍ଡା ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଅନ୍ତିମ
ବାଲିଅନ୍ତା ଥାନାରେ ନୂତନ ଥାନାଧିକାରୀ
ବାଲିଅନ୍ତା,୧୯|୦୫):ବାଲିଅନ୍ତା ଥାନାର ନୂତନ ଥାନା ଅଧିକାରିଣୀ (ଆଇଆଇସି) ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ଥାନା ପରିସରରେ ସଂଘର କର୍ମକର୍ତ୍ତା ଓ
ବ୍ରହ୍ମପୁରରେ ବାଲିଅନ୍ତା ଘଟଣାର ପୁନରାବୃତ୍ତି
ବ୍ରହ୍ମପୁର,୧୯/୫: ସତେ ଯେମିତି ଆପରାଧୀ ମାନଙ୍କର ପୋଲିସକୁ ଏବଂ ଆଇନ୍ କାନୁନ୍କୁ ବେଖାତିର କରିବାରେ ଲାଗିଛନ୍ତି।କିଛି ଦିନ ତଳେ ଡି ଜି ପି, ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସାବାଡ କରିବାପାଇଁ ସିଧା ଏନ୍ କାଉଣ୍ଟର୍ କରିବା ପାଇଁ ନିର୍ଦ୍ଦେଶ
ଚିକିତ୍ସା ପାଇଁ ୪୪ ମାସ ଧାରଣାରେ ସେବା ପ୍ରତିନିଧି
ବାଲିଅନ୍ତା , ଭୁବନେଶ୍ଵର ୧୯/୦୫ :- ରାଜଧାନୀର ପୂରାତନ ପୈ।ର ଚିକିତ୍ସାଳୟ ୧୯୪୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା।ଆର ଟି ଆଇ ତଥ୍ୟ ଅନୁସାରେ ବର୍ତ୍ତମାନ ୪୧ ଡାକ୍ତରରୁ ୯ ଜଣ ଡାକ୍ତର ଡାକ୍ତରଖାନାରେ ଚିକିତ୍ସା କରୁଅଛନ୍ତି। ଏହାର ପ୍ରତିକାର ପାଇଁ ଜନସାଧାରଣଙ୍କୁ
ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ବାଲିଅନ୍ତା, ୧୮/୫/୨୬() : ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହି
DGP ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି
ଭୂବନେଶ୍ୱର,୨୦/୫: ରାଜ୍ୟରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତ ବିଗିଡି ବାରେ ଲାଗିଛ । ସବୁଆଡ଼େ ହତ୍ୟା, ଚୋରୀ ଡକାୟତ ଦୁଷ୍କର୍ମ, ଗଣଦୁଷ୍କର୍ମ, ଚୋରା ନିଶାଦ୍ରବ୍ୟ କାରବାର,ବେଆଇନ୍ ଭାବେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କାରବାର,ଗୋ-ଚାଲାଣ, ଗୋ-ହତ୍ୟା ରାଜ୍ୟରେ ବଢିବାରେ ଲାଗିଛି,ପୋଲିସ ଜ୍ଞାତରେ
ଜଳସେବା ଶିବିର ଉଦଘାଟିତ
ବାଲିଅନ୍ତା, ୧୮|୪:ବର୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଏହାକୁ ଦୃଷ୍ଟିରେ ରଖି ଏକାମ୍ର ତଥା ଜୟଦେବ ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ସୁବ୍ରତ ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ଜଳସେବା ଶିବିର ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ନୂତନ ମାର୍କେଟ
ଗ୍ରାହକଙ୍କୁ ଦହିପଣା ଦେଲେ ଜିଓ ପେଟ୍ରୋଲ ପମ୍ପ ମାଲିକ
ବାଲିଅନ୍ତା,୧୭|୫():ସାମ୍ପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରୀ ଯୋଗୁଁ ବିଭିନ୍ନ ଟାଙ୍କିରେ ଯାନବାହାନର ଲମ୍ବା ଲାଇନ ଲାଗିଛି l ଫଳରେ ପ୍ରଚଣ୍ଡ ଖରାରେ ବାଇକ ଚାଳକ ପେଟ୍ରୋଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l ଏହାକୁ
ହରିପୁରରେ ,୨୭ତମ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ।
ଚିଲିକା,୧୭।୫:ପ୍ରତି ବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଠାରେ ବିଜେ ପଶ୍ଚିମାଭିମୁଖୀ ଶମ୍ଭୁ ଶ୍ରୀ ଶ୍ରୀ ପ୍ରତାପେଶ୍ଵର ଦେବଙ୍କ ପୀଠରେ୧୧ ତାରିଖ ଠାରୁ ୧୭ ତାରିଖ ପର୍ୟ୍ୟନ୍ତ ସପ୍ତଦିବସ ବ୍ୟାପୀ ରୁଦ୍ର ମହାଯଜ୍ଞ ଓ
ଜ୍ୟୋତି କଳା ମନ୍ଦିର ସମ୍ମାନ – ୨୦୨୬
ଭୂବନେଶ୍ୱର,୧୮,୦୫:ଚାରିଟେବୁଲ୍ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ ଜ୍ୟୋତି କଳା ମନ୍ଦିର” (ମୁଖ୍ୟାଳୟ – କାଲିଫର୍ଣ୍ଣିଆ, ଆମେରିକା) ର ଓଡ଼ିଶା ଶାଖା, ଲିଙ୍ଗିପୁର, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ “ଜ୍ୟୋତି କଳା ମନ୍ଦିର ସମ୍ମାନ – ୨୦୨୬” ଚଳିତ ମାସ ମଇ
ଓଡିଶୀ ସଙ୍ଗୀତ ଜଗତର କାଳଜୟୀ ପୁରୁଷ ଥିଲେ ବାଳକୃଷ୍ଣଫକିର ଚରଣ ଜେନାଙ୍କୁ ବାଳକୃଷ୍ଣ ଦାଶ ସ୍ମୃତି ସମ୍ମାନ
ବାଲିଅନ୍ତା, ୧୬|୫():ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ କାଳଜୟୀ ପୁରୁଷ ଥିଲେ ବୋଲି ଆଜି ତାଙ୍କର ୧୦୩ ତମ ଜନ୍ମଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ନିମନ୍ତ୍ରୀତ ଅତିଥିମାନେ ବକ୍ତବ୍ୟ ଦେଇଛନ୍ତି l
ବାଲିଅନ୍ତା ପୁଲିସର ମହାନତାଖରାରେ ଅପେକ୍ଷାରତ ବାଇକ ଚାଳକକୁ ଦେଲେ ମୃଦୁପାନୀୟ
ଧଉଳି,୧୬|୫:ସାମ୍ପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରୀ ଯୋଗୁଁ ବିଭିନ୍ନ ଟାଙ୍କିରେ ଯାନବାହାନର ଲମ୍ବା ଲାଇନ ଲାଗିଛି l ଫଳରେ ପ୍ରଚଣ୍ଡ ଖରାରେ ବାଇକ ଚାଳକ ପେଟ୍ରୋଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l ଏହାକୁ
ଦୁଇଟି ଚୋରୀ ଟ୍ରାକ୍ଟର ବାଣପୁର ଓ ନାଚୁଣୀ ପୋଲିସ ଦ୍ୱାରା ଉଦ୍ଧାର,ଜଣେ ଗିରଫ
ଚିଲିକା,୧୬।୫:ବାଣପୁର ଓ ନାଚୁଣୀ ପୁଲିସ ମିଳିତ ଭାବେ ତଦନ୍ତ କରି କଳାହାଣ୍ଡି ଜିଲା ଜୁନାଗଡ ଅଞ୍ଚଳରୁ ଦୁଇଟି ଚୋରି ଟ୍ରାକ୍ଟର ଉଦ୍ଧାର କରିବା ସହ ଚୋରି ଅଭିଯୋଗରେ ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ମହମ୍ଦ ରହିମ୍ ଓରଫ ଅବଦୁଲ ଓରଫ ପୁପୁନାକୁ
ଶ୍ରୀ ଅରବିନ୍ଦ ପାଠଚ଼କ୍ରର ୫୪ତମ ବାର୍ଷିକ ଉତ୍ସବ ପାଳିତ।
ଚିଲିକା,୧୬।୫:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକ କୋଶଡିହ ଠାରେ "ଶ୍ରୀ ଅରବିନ୍ଦ ପାଠଚକ୍ର, ମାତୃତୀର୍ଥର ୫୪ ତମ ବାର୍ଷିକ ଉତ୍ସବ ପ୍ରତିବର୍ଷ ପରି ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ତିଥିରେ ପାଳିତ ହୋଇଯାଇଅଛି । ପ୍ରାତଃ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
April 12, 2026
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
April 9, 2026
Entertainment
ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ପାଇଁ ଦାବି
May 20, 2026
ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟଁ। ଗିରଫ୍
May 20, 2026
କଟକ, ଟାଙ୍ଗୀ ବ୍ଳକ୍ ର ହଟ୍ଟଗୋଳ ଘଟଣା
May 20, 2026
ଆଜି ମିଳିବ ନାହିଁ କୌଣସି ମେଡିସିନ୍
May 20, 2026