
କିଏ ହାତେଇବ ଜୁନାଗଡ ନଗରପାଳ ସିଂହାସନ
ନଗରପାଳ ଉପନିର୍ବାଚନରେ ନିର୍ବାଚିତ ହୋଇ ରାଜ କରିବ କିଏ ? କଳାହାଣ୍ଡି,୨୪|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ରାଜ୍ୟରେ ଅନାସ୍ଥା ପ୍ରସ୍ତାବ ରେ ବିଭିତ୍ତ ପୌରାଳୟର ନଗରପାଳ ମାନେ ନିଜ ପଦବୀ ହରେଇବା ପରେ ତାଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧ୍ୟକ୍ଷ ମାନେ ଦାୟିତ୍ଵରେ ଅଛନ୍ତି।








