
ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ
କଳାହାଣ୍ଡି, ୭/୧(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ମଙ୍ଗଳବାର ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ବାମ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ କରାଯାଇଛି। ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା ଏବଂ ଧର୍ମଗଡ ବ୍ଲକର ସର୍ବମୋଟ ୫୩,୩୭୪








