
ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ∣
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରାୟ ପ୍ରତେକ ବ୍ଲକରେ ଖଣି ବିଭାଗ, ତହସିଲ ବିଭାଗ ଏବଂ ପୋଲିସ ବିଭାଗ ଦ୍ୱାରା ଟ୍ରାକ୍ଟର ମାନଙ୍କୁ ଧଗରପକଡ଼ କରି ମନଇଚ୍ଛା ଫାଇନ ଆଦାୟ କରିବା ସହିତ ଟ୍ରାକ୍ଟର ମାନଙ୍କୁ ଜବତ କରି ଥାନାରେ ରଖିବା ଓ








