ରାଜ୍ୟ

ମହାନଗର

ଦୈନିକ ଖବରକାଗଜ “ସଶକ୍ତ ବାର୍ତ୍ତା “ଶୁଭ ଲୋକାର୍ପିତ

ଭୁବନେଶ୍ୱର ତା 29/08/26 ଏକ ଗରିମାମୟ କାର୍ଯ୍ୟକ୍ରମରେ ‘ସଶକ୍ତ ବାର୍ତ୍ତା’ ଦୈନିକ ଓଡ଼ିଆ ଖବରକାଗଜ ସ୍ଥାନୀୟ ନୟା ପଲ୍ଲୀ ସଶକ୍ତ ଓଡିଶା କାର୍ଯ୍ୟାଳୟ ଠାରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଲୋଚନା ଓ

Read More »
ବିଶେଷ

କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁରକ୍ତଦାନ ଉତ୍ସବ-୨୦୨୬

ବାଲିଅନ୍ତା ୨୯/୦୮/୨୬(ଗୋବର୍ଦ୍ଧନ ଦାସ):- କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ର ଅଧ୍ୟକ୍ଷ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ

Read More »
ରାଜ୍ୟ

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ଚିଲିକା, ୨୯। ୮: ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଭାତ କୁମାର ନିଶଙ୍କଙ୍କ ତତ୍ୱାବଧାନରେ ଏବଂ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ

Read More »
ରାଜ୍ୟ

ରାକ୍ଷୀ ପୂର୍ଣ୍ଣିମାରେ ଚିଲିକା ଖଣ୍ଡରେ ଏକତା, ଭାଇଚାରା ଓ ରାଷ୍ଟ୍ରହିତର ବାର୍ତ୍ତା

ଚିଲିକା, ୨୯ ।୮: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ଭାଇମାନଙ୍କ ପକ୍ଷରୁ ଚିଲିକା ଖଣ୍ଡ ଅଞ୍ଚଳରେ ଏକତା, ଭାଇଚାରା, ସାମାଜିକ ସଦ୍ ଭାବନା ଓ ରାଷ୍ଟ୍ରହିତର ବାର୍ତ୍ତା ପ୍ରଚାର କରାଯାଇଛି। ଏହି ଅବସରରେ ଚିଲିକା ଖଣ୍ଡ

Read More »
ରାଜ୍ୟ

ବୋଲଗଡ଼ ମଣ୍ଡଳରେ ଉଲ୍ଲାସ ସମ୍ବର୍ଦ୍ଧନା ସମାରୋହ ଏବଂ କ୍ରୀଡାପ୍ରତିଯୋଗିତା ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚିଲିକା, ୨୮।୮: ଶୁକ୍ରବାର ଦିନ ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ପିଏମ ଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଓ ଶିକ୍ଷକ ସୁସ୍ମିକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି

Read More »
ରାଜ୍ୟ

ନାଚୁଣୀ ସମବାୟ ସମିତିରେ ଚାଷୀ ପଞ୍ଜିକରଣ ଏକ ପ୍ରହସନ

ଚିଲିକା, ୨୭। ୮: ଚ଼ଳିତବର୍ଷ ବାଣପୁର ବ୍ଳକ ଅନ୍ତର୍ଗତ ନାଚୁଣୀ ସେବା ସମବାୟ ସମିତି ଅଧିନରେ ଥିବା ଚାଷୀମାନଙ୍କର ଚାଷୀ ପଞ୍ଜିକରଣ ନିମନ୍ତେ କରାଯାଉଥିବା ପଞ୍ଜିକରଣ ଏକ ପ୍ରହସନରେ ପରିଣତ ହୋଇଛି । ଆଗାମୀ ବର୍ଷ ଅମଳ ପରେ ମଣ୍ଡିରେ ଚାଷୀମାନେ

Read More »
ରାଜ୍ୟ

ଜାଗୃତିକା ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ।

ଟାଙ୍ଗୀ,୨୭|୮(ନି.ପ୍ର)ନାଚୁଣୀସ୍ଥ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ‘ଜାଗୃତିକା’ ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ଭବାନୀପୁରସ୍ଥ କବି କୁଟୀର ଠାରେ ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ଉପସ୍ଥିତ ଥିବା ସଦସ୍ୟମାନେ ସ୍ଵଭାବ କବି ଗଙ୍ଗାଧର

Read More »
ରାଜ୍ୟ

ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ।

ଚିଲିକା, ୨୭ । ୮: ଆଜି ପୂର୍ବାହ୍ମ ୧୦.୩୦ ମିନିଟ ସମୟରେ ଶ୍ରୀ ସତ୍ୟସାଇ ସେବା ସମିତି, ବାଣପୁର ଠାରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ” ଗୋ ପୂଜନ ଓ ସମ୍ବର୍ଦ୍ଧନା”ଏବଂ ଶ୍ରୀ ସତ୍ୟସାଇ ବାଳ ବିକାଶ ଛାତ୍ର ,ଛାତ୍ରୀ ମାନଙ୍କ

Read More »
ମହାନଗର

ଓଡିଶା ଉଦ୍ୟୋଗୀ ପରିବାରର ଉଦ୍ୟମ ବେଶ ପ୍ରଶଂସନୀୟ

ଭୁବନେଶ୍ୱର ତା 27/08/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଶ୍ରୀକାନ୍ତ ଶେଖର ସାହୁ ଙ୍କ ସଂଯୋଜନାରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l

Read More »
ଅପରାଧ

ବିହାରରୁ ଗିରଫ ହେଲେ ପ୍ରକାଶ ପାଶୱାନ: ସର୍କିଟ ହାଉସ୍ ମାମଲାରେ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସୂଚନା

ରାଉରକେଲା: ଦୀର୍ଘ ସମୟ ଧରି ଫେରାର ଥିବା ସର୍କିଟ ହାଉସ୍ ମାମଲାର ପ୍ରମୁଖ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ରାଉରକେଲା ପୁଲିସର ସ୍ୱତନ୍ତ୍ର ଟିମ୍ ବିହାରରୁ ଗିରଫ କରିଥିବା ସୂଚନା ମିଳିଛି। ତାଙ୍କ ଗିରଫକୁ ଏହି ବହୁଚର୍ଚ୍ଚିତ ମାମଲାରେ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ

Read More »

You cannot copy content of this page