ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଡାକ ମଉସା

ଭୁବନେଶ୍ୱର,(ପ୍ରିୟବ୍ରତ ବାରିକଙ୍କ ରିର୍ପୋଟ): ମୁଁ ରେଡି ହେଇଗଲି, ମୁଁ ଘରୁ ବାହାରିଲି, ଗାଡ଼ି ଧରିଲି, ଚାବି ଲଗେଇଲି ଏମିତି କହି ଏବେ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି । ପିଲାମାନେ ମୁଁ ରେଡିହେଇଗଲି, ମୁଁ ବାହାରିଲି ହଁ ଦର୍ଶକବନ୍ଧୁ ଏମିତି ଖାଲି କହିକି ହିଁ ଭିଡିଓ ବନଉଛନ୍ତି ଆଉ ଭାଇରାଲ୍ ମଧ୍ୟ ହେଉଛନ୍ତି । ଏବେ ଏବେ ଖୁବ୍ ଭାଇରାଲ ହେଉଛନ୍ତି ସୋସିଆଲ ମିଡିଆରେ । ଏହାସହ ଆଦର ଆଉ ସ୍ନେହ ମଧ୍ୟ… Continue reading ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଡାକ ମଉସା

You cannot copy content of this page