ନୂଆଦିଲ୍ଲୀ: ଆରମ୍ଭ ହେଲା ପଞ୍ଚଚମ ଓ ଅଷ୍ଟମ ଶ୍ରେଣୀ ବୋର୍ଡ ପରୀକ୍ଷା । ଜାତୀୟ ଶିକ୍ଷା ନୀତି ଅନୁସାରେ ଏଥର ପଞ୍ଚଚମ ଓ ଅଷ୍ଟମ ଶ୍ରେଣୀରେ ରହିଛି ପାସଫେଲ ବ୍ୟବସ୍ଥା । ଅର୍ଥାତ ପରୀକ୍ଷାରେ ୩୦ ପ୍ରତିଶତ ମାର୍କ ରଖିଲେ ପାସ କରିବେ ଛାତ୍ରଛାତ୍ରୀ । ଫେଲ ହେଲେ ୬ସପ୍ତାହ ଭିତରେ ସପ୍ଲିମେନ୍ଟାରୀ ପରୀକ୍ଷା ଦେବେ । ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଅଭିଭାବକ । ତେବେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି… Continue reading ପଂଚମ-ଅଷ୍ଟମରେ ଫେଲ୍ ହେଲେ ଦେବାକୁ ପଡ଼ିବ ସପ୍ଲିମେନ୍ଟାରୀ ପରୀକ୍ଷା