ରାଜନୀତି କରିବେ ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ

ମୁଁ ନିର୍ବାଚନ ଜିତିଲେ ବଲିଉଡରେ ଆଉ କାମ କରିବିନି ବୋଲି କହିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ପୂରାପୁରି ରାଜନୀତିରେ ସକ୍ରିୟ ରହି ଲୋକଙ୍କ ପାଇଁ କାମ କରିବେ। ନିକଟରେ ଏକ ସାକ୍ଷାତକାର୍‌ରେ ଏଭଳି ଘୋଷଣା କରିଛନ୍ତି ଖୋଦ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ । କଙ୍ଗନା ନିକଟରେ ଏକ ସାକ୍ଷାତକାର୍‌ରେ ଇସାରା କରି କହିଛନ୍ତି ଯେ, ଯଦି ସେ ନିର୍ବାଚନ ଜିତନ୍ତି ତେବେ ଧୀରେ ଧୀରେ ବଲିଉଡକୁ ବାଏ ବାଏ କହିବେ। କାରଣ ସେ କେବଳ… Continue reading ରାଜନୀତି କରିବେ ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ

ଲୋକର୍ପିତ ହେଲା ୱେବ ପୋର୍ଟାଲ ଏଭିନିୟୁଜ୨୪.ଇନ

ଭୁବନେଶ୍ୱର: ସ୍ଥାନୀୟ ପୁରୁଣା ଭୁବନେଶ୍ୱରସ୍ଥିତ ଡାକବଙ୍ଗଳା ଛକ କାର୍ଯ୍ୟାଳୟରେ ୱେବ୍ ପୋର୍ଟାଲ ଗଣମାଧ୍ୟମ ଏଭି ନିୟୁଜ୨୪.ଇନ ଲୋକାର୍ପିତ ହୋଇଯାଇଛି । ଏହି ଲୋକର୍ପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ ଉପସ୍ଥିତ ରହିଥିବାବେଳେ ସମ୍ମାନିତ ଅତିଥି ଭାବେ ସାରଦା ପ୍ରସାଦ କର, ସାମାଜିକ କର୍ମୀ ପଦ୍ମ ଚରଣ ମହାପାତ୍ରଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ରହିବ ସହିତ ସତ୍ୟ, ନିରପେକ୍ଷ ଖବର ସହ ସମ୍ବିଧାନକୁ ପାଳନ ପୂର୍ବକ କାର୍ଯ୍ୟ କରିବାକୁ ମତବ୍ୟକ୍ତ… Continue reading ଲୋକର୍ପିତ ହେଲା ୱେବ ପୋର୍ଟାଲ ଏଭିନିୟୁଜ୨୪.ଇନ

ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ଵାରା ଅଂଶୁଘାତ ସତର୍କତା କାର୍ଯ୍ୟକ୍ରମ

ବାଳକାଟୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଳକାଟୀ ଠାରେ ଡ଼କ୍ଟର ତନ୍ମୟ ତ୍ରିପାଠୀ ଙ୍କ ଦ୍ଵାରା ଅଂଶୁଘାତ ନହେବା ପାଇଁ କିପରି ସତର୍କତା ଅବଲମ୍ବନ କରିବା ସେହି ସମ୍ପର୍କେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | CHO, ANM ଆଶା, ଅଙ୍ଗନବାଡି କର୍ମୀ,ସୁପରଭାଇଜର ଉପସ୍ଥିତ ଥିଲେ ଅଂଶୁଘାତ ବିଷୟରେ ସମ୍ପୂର୍ଣ ଆଲୋଚନା କରାଗଲା ଓ ସବୁ GPS center ରେ ORS ଓ ମାଟି ହାଣ୍ଡି ରେ କ୍ଲୋରିନ ମିଶେଇ ବାଟୋଇ ଙ୍କୁ ଦିଆଯିବ | ଅଂଶୁଘାତ ରୋଗୀ ଦେଖିଲେ… Continue reading ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ଵାରା ଅଂଶୁଘାତ ସତର୍କତା କାର୍ଯ୍ୟକ୍ରମ

ରାଜ୍ୟରେ ଘୋଷଣା ହେଲା ଆଉ ୨୨ ନୂଆ NAC

ରାଜ୍ୟରେ ଆଉ ନୂଆ ୨୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ ଜିଲ୍ଲାର ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି। ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ୱରର ବାଲିଆପାଳ ଓ ଖଇରା, ଭଦ୍ରକରଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ନର୍ଲା ଓମଦନପୁର ରାମପୁର, ଖୋର୍ଦ୍ଧାର… Continue reading ରାଜ୍ୟରେ ଘୋଷଣା ହେଲା ଆଉ ୨୨ ନୂଆ NAC

ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡ

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡର ପ୍ରଭାବ ଦେଖାଯିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ଉପରମୁହାଁ ହେବ ପାରଦ । ଉଭୟ ଦିନ ଓ ରାତିରେ ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ ୪ ଦିନ ଯାଏଁ ପ୍ରାୟ ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା । ୪୦ ଡିଗ୍ରୀ ତାତିରେ ଆଉଟ ପାଉଟ ହେବ ଓଡିଶା । ତେବେ ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାପମାତ୍ରା ବୃଦ୍ଧି… Continue reading ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡ

ବୀରମହାରାଜପୁର ଏନ୍ଏସି ଘୋଷିତ

ଭୁବନେଶ୍ୱର: ରାଜ୍ୟ ସରକାର ରବିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଭାବେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶନିବାର ୫ଟି ନୂଆ ମ୍ୟୁନିସିପାଲିଟି ସହିତ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟରେ ଘୋଷଣା କରିଥିଲେ । ବୀରମହାରାଜପୁର ଏଥିରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ରେ ପହଞ୍ଚିଛି । ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ… Continue reading ବୀରମହାରାଜପୁର ଏନ୍ଏସି ଘୋଷିତ

You cannot copy content of this page