ବାଲିଅନ୍ତା, ୧୦/୦୫: ବାଳକାଟି ଅଞ୍ଚଳର ଅଗ୍ରଣୀ ମାର୍ଶାଲ ଆର୍ଟ ପ୍ରଶିକ୍ଷଣ କେନ୍ଦ୍ର ଉମା ମାର୍ଶାଲ ଆର୍ଟ ପକ୍ଷରୁ ଆଜି ସ୍ଥାନୀୟ ମେଳନ ପଡ଼ିଆ ଠାରେ ବାର୍ଷିକ ବେଲ୍ଟ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ବେଲ୍ଟ ପରୀକ୍ଷାରେ ବିଭିନ୍ନ ବୟସ ବର୍ଗର ୨୦ ଜଣ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।ପ୍ରତିଯୋଗୀମାନେ କାଟା, କିକ୍, ପଞ୍ଚ, ସେଲ୍ଫ ଡିଫେନ୍ସ ଟେକନିକ୍, ଶାରୀରିକ କ୍ଷମତା ଓ ଅନୁଶାସନ ଆଦି ବିଭାଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ… Continue reading ବାଳକାଟିରେ ଉମା ମାର୍ଶାଲ ଆର୍ଟ ଆନୁକୂଲ୍ୟରେ ବାର୍ଷିକ ବେଲ୍ଟ ପରୀକ୍ଷା ଅନୁଷ୍ଠିତ, ୨୦ ପ୍ରତିଯୋଗୀ ଅଂଶଗ୍ରହଣ
ବାଳକାଟିରେ ଉମା ମାର୍ଶାଲ ଆର୍ଟ ଆନୁକୂଲ୍ୟରେ ବାର୍ଷିକ ବେଲ୍ଟ ପରୀକ୍ଷା ଅନୁଷ୍ଠିତ, ୨୦ ପ୍ରତିଯୋଗୀ ଅଂଶଗ୍ରହଣ