ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ଓଡ଼ିଆ ପକ୍ଷ ପାଳନ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’। ଓଡ଼ିଆ ପକ୍ଷ ପାଳନର ୧୦ମ ଦିନକୁ “ଲୋକକଳା ଦିବସ” ଭାବେ ପାଳନ କରାଯାଇଛି। ଏହି ଅବସରରେ ରାଜଧାନୀ ଭୁବନେଶ୍ୱରର ଲିଙ୍ଗପୁର ସ୍ଥିତ ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ସମସ୍ତେ ମିଶି ସମ୍ବଲପୁରୀ ନୃତ୍ୟ ପରିବେଷଣ ପୂର୍ବକ ଓଡ଼ିଆ ପକ୍ଷ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ଆଉ ମଧ୍ୟ ଏହି ଲୋକକଳାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ମନରେ… Continue reading ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ଓଡ଼ିଆ ପକ୍ଷ ପାଳନ

You cannot copy content of this page