ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ

କଳାହାଣ୍ଡି,୨୨|୧୨, (ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୀବନ ଚରିତ ଓ ଗଣିତ ପ୍ରତି ତାଙ୍କର ଅବଦାନ ବିଷୟରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ମକରଧ୍ଵଜ ନାଗ ଓ ବ୍ୟୋମକେଶ ବିର୍ତ୍ତିଆ ତାଙ୍କର ବକ୍ତବ୍ୟ… Continue reading ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ

ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ଜଗନ୍ନାଥ ନଗରସ୍ଥିତ ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଲକ୍ଷ୍ମୀସାଗର ମେଳଣ ପଡିଆଠାରେ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି I ବିଦ୍ୟାଳୟର ପ୍ରତିଷ୍ଠାତା, ବିଶିଷ୍ଟ ଶିକ୍ଷାବିତ, ଭାଷାପ୍ରାଣ, ସମାଜସେବୀ ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟଙ୍କ 61 ତମ ପୁଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ… Continue reading ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗୋପାଳପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡାକକୋଟା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ବାର୍ଷିକ ଉତ୍ସବ – ୨୦୨୪” ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଧୃବଚରଣ ମୁଦୁଲି ଯୋଗଦାନ କରିଥିଲେ । ଅତିଥି ମାନେ ପହଞ୍ଚିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଛୋଟି ନେଇଥିଲେ। ପରେ ସର୍ବପ୍ରଥମେ କାର୍ଯ୍ୟକ୍ରମ ଆରମ୍ଭରେ ସ୍ବାଗତ ସମ୍ବର୍ଦ୍ଧନା… Continue reading ଗୋପାଳପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଶିଶିଲୋ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମନ୍ୱୟ ବୈଠକ

Teacher-parent coordination meeting at Shishilo Panchayat High School

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଶିକ୍ଷା ବିଭାଗ ଅଧିନ ଶିଶିଲୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ପ୍ରଧାନଶିକ୍ଷକ ବିଷ୍ନୁଚରଣ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ବୁଦ୍ଧିଜୀବୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ସମେତ ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗଦେଇଥିଲେ l ବିଦ୍ୟାଳୟର ବିଭିନ୍ନ ସମସ୍ୟା, ଶିକ୍ଷାଦାନର ପଦ୍ଧତି ଓ ଶିକ୍ଷାଦାତାଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରାଯାଇଥିଲା l ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି… Continue reading ଶିଶିଲୋ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମନ୍ୱୟ ବୈଠକ

ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ୍ ଚେୟାରମ୍ୟାନ୍ କଲେ ଦୁର୍ବ୍ୟବହାର

ଭୂବନ: ଭୂବନ ବ୍ଲକ୍‌୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଯାଇଛି ନିନ୍ଦନୀୟ ଘଟଣା। ଚେୟାରମ୍ୟାନ୍ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଅସାଭ୍ୟ ଭାଷାରେ ଗାଳି ଗୁଲଜ କରିଥିବାବେଳେ ତାଙ୍କୁ ଧକ୍କା ମାରିବା ଜଣାପଡିଛି। ଏହାଫଳରେ ପ୍ରଧାନଶିକ୍ଷକଙ୍କ ଗୋଡ଼ ମୋଡିହୋଇଯାଇଛି । ଏଥିନେଇ ପ୍ରଧାନ ଶିକ୍ଷକ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିବା ମଧ୍ୟ ଜଣାପଡିଛି। ତେବେ ଏହି ସ୍କୁଲ୍ ର ଚେୟାରମ୍ୟାନ୍ ମନୁଆ ମହାନ୍ତ ହୋଇଥିବାବେଳେ ସେ ସବୁବେଳେ ମଦ୍ୟପାନ କରି… Continue reading ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ୍ ଚେୟାରମ୍ୟାନ୍ କଲେ ଦୁର୍ବ୍ୟବହାର

ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୂବନ: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରତ୍ୟେକ ସ୍କୁଲ୍, କଲେଜ, ସଂଗଠନ ଏବଂ କାର୍ଯ୍ୟାଳୟରେ ମଧ୍ୟ ଆନନ୍ଦ ଉଲ୍ଲାସର ସହକାରେ ଜାତୀୟ ପତାକା ଉତୋଳନ କରାଯିବା ସହ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ୭୮ତମ ସ୍ୱାଧୀନତା ଦିବସ ପାଳନ… Continue reading ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

You cannot copy content of this page