ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତରଫରୁ ଗ୍ରୀଷ୍ମକାଳୀନ କର୍ମଶାଳାର ଉଦଯାପନୀ ସଂନ୍ଧ୍ୟା

ପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗତ ମେ ମାସ ୧୫ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ (୧୧ଦିନ ଧରି) ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜିତ ହୋଇଥିଲା। ଏହାର ଉଦଯାପନୀ ନ୍ଧ୍ୟା ବ୍ ସୁନ୍ଦର ଭାବରେ ଅନୁଷ୍ଠାନ ତରଫରୁ ପାଳନ କରାଯାଇଥିଲା ଏବଂ ସନ୍ଧ୍ୟାରେ ଅତିଥି ବେ ଗଦେଇଥିଲେ ଓଡ଼ିଶୀ ନୃତ୍ୟ ଗୁରୁ ରାସେଶ୍ୱରୀ ନାୟକ ଏବଂ ଗୁରୁ ମନୋରଞ୍ଜନ ନାୟକ । ତିଥିମାନେ ଓଡ଼ିଶୀ ନୃତ୍ୟକୁ ନେଇ ବହୁ ମୂଲ୍ୟବାନ କଥା ପିଲାମାନଙ୍କୁ କହିଥିଲେ। ଏହି ର୍ମଶାଳାରେ ଯୋଗଦେଇଥିବା ସମସ୍ତ ନୃତ୍ୟଶିଳ୍ପୀମାନେ ଏହି ୧୧ଦିନରେ ଶିଖିଥିବା ନୃତ୍ୟକୁ ରିବେଷଣ କରିଥିଲେ । ଅତିଥିମାନେ ମଧ୍ୟ ପିଲାମାନଙ୍କର ନୃତ୍ୟକୁ ବେଶ୍ ଆନନ୍ଦରେ ପଭୋଗ କରିଥିଲେ । ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ସୁପରିଚାଳନାରେ ଏହି ଗ୍ରୀଷ୍ମକାଳୀନ କର୍ମଶାଳାଟି ସୁରୁଖୁରୁରେ ସମ୍ପାଦିତ ହୋଇଥିଲା। ପ୍ରଶିକ୍ଷିତ ନୃତ୍ୟଶିଳ୍ପୀ ଏବଂ କଣ୍ଠଶୀଳ୍ପୀ ମାନେ ହେଲେ , ଅଂଶିତା , ତ୍ରିଶା , ସ୍ନେହାଶ୍ରୀ , ନନ୍ଦିକା, ଅର୍ଚ୍ଚିତା, ସାଇ, ମହକ , ଲିସନା ଏବଂ ଆଶ୍ରୀୟା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page