ଭୁବେନଶ୍ୱର, ୧୮.୮ : ଆର୍ଯ୍ୟ ସମାଜ, ଓଡ଼ିଶାର ପ୍ରତିଷ୍ଠାତା ଟ୍ରଷ୍ଟି ଶ୍ରୀମତୀ ସାବିତ୍ରୀ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠୋର ଓଡ଼ିଶାର ବିଶିଷ୍ଟ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଉଦ୍ଘାଟନ କରି କହେିଲ ଯେ, ସଂସାରେର ଜନ୍ମ େହେଲ ମୃତୁ୍ୟ ଏକ ଚିରନ୍ତନ ପ୍ରକ୍ରିୟା । ହିନ୍ଦୁ ଧମର୍ଗ୍ରନ୍ଥ ବେଦେର ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ୧୬ ସଂସ୍କାରେର ଶେଷ ସଂସ୍କାର ହେଉଛି ଅନ୍ତିମ ସଂସ୍କାର, ଯାହା ଶ୍ମଶାନେର ଅନୁଷ୍ଠିତ ହୋଇଥାଏ । ପରମାତ୍ମାଙ୍କ ଅସୀମ ଆଶୀର୍ବାଦ ଥେôଲ ହିଁ ସୁଖ ମୃତୁ୍ୟ ହୋଇଥାଏ । ମହାଭାରତେର ଦ୍ରୋଣ ପବର୍ରେ ସୁଖ ମୃତୁ୍ୟ ପାଇଁ ପରମାତ୍ମାଙ୍କୁ ପ୍ରାଥର୍ନା କରି କୁହାଯାଇଛି “ଅନୋୟେସନ ମରଣମ୍” ।ଶ୍ରଦ୍ଧାଞ୍ଜଳି ଜଣାଇ ଭାରତବଷର୍ର ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ପୂବର୍ତନ କୁଳାଧିପତି ପ୍ରେଫସର ଡଃ ପ୍ରଫୁଲ୍ଲ କୁମାର ମିଶ୍ର କହେିଲ ଯେ, ଆଦିଶଙ୍କର ୧୬ ବର୍ଷ ୩୨ ବର୍ଷ ମଧ୍ୟେର ଆଜକୁ ୧୪ଶହ ବର୍ଷ ତେଳ ସାରା ଭାରତବର୍ଷ ଭ୍ରମଣ କେଲ, କିନ୍ତୁ ଶେଷ କଥାଟି କହେିଲ, ହେ ଜୀବ, ମୃତୁ୍ୟ ଚିରନ୍ତନ ସତ୍ୟ, ସଂସାର ବନ୍ଧନରୁ ମୁକ୍ତ ହେବା ପାଇଁ ଗୋବିନ୍ଦ ନାମକୁ ଭଜନ କର ।ପ୍ରେଦଶ କେଂଗ୍ରସର ପୂବର୍ତନ ସଭାପତି ନିରଞ୍ଜନ ପ…ନାୟକ ଶ୍ରୀମତୀ ସାବିତ୍ରୀ ରାଉତଙ୍କୁ ଜେଣ ଧମର୍ପ୍ରାଣା, ବନ୍ଧୁ ବତ୍ସଳା “ମା” ଭୋବ ବଣ୍ଣର୍ନା କରିଥେôଲ । ଭୁବେନଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସୁବାର୍ତ୍ତାର ସମ୍ପାଦକ ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀ, ପୂବର୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଶ୍ରଦ୍ଧାଞ୍ଜଳି ଜଣାଇ କହେିଲ ଯେ, ମହାଭାରତେର ବକ ମହାରାଜ ଧମର୍ରାଜ ଯୁଧିଷ୍ଠିରଙ୍କୁ େକେତାଟି ପ୍ରଶ୍ନ ପ·ରିଥେôଲ । ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା “କିଂ ଆଶ୍ଚର୍ଯ୍ୟମ୍” ।

ତାର ଉତ୍ତରେର ଧମର୍ରାଜ କହିଥେôଲ, ମୃତୁ୍ୟ ଚିରନ୍ତନ ସତ୍ୟ ବୋଲି ମଣିଷ ଜାଣି ମଧ୍ୟ ସମସ୍ତ ପ୍ରକାର ଲୋଭ, ମୋହ ଭିତେର ବାନ୍ଧି ହୋଇ ରହିଥାଏ ।ଅନ୍ୟମାନଙ୍କ ମଧ୍ୟେର ୱାର୍ଡ଼ ନମ୍ବର ୯ କେର୍ପୋରଟର ଶ୍ରୀମତୀ ସାହୁ, ବରିଷ୍ଠ କେଂଗ୍ରସ ନେତା କେିଶାର ଜେନା, ଓଡ଼ିଶା କୃଷକ ସମାଜର ଅଧ୍ୟକ୍ଷ ପୂଣ୍ଣର୍ଚନ୍ଦ୍ର ମହାନ୍ତି, କେଂଗ୍ରସ ନେତା ପୃଥ୍ୱୀବଲ୍ଲଭ ପ…ନାୟକ, ପଦ୍ମଶ୍ରୀ ବାବା ବଳିଆଙ୍କ ସମର୍ପିତ ସାଧୁ କୁନୁ ଭାଇ, ବାବା ପ୍ରଣବାନନ୍ଦ ଦାସ ଓ ପ୍ରକାଶ ଭାଇ, ପ୍ରେଫସର ବୁଦେ୍ଧଦବ ମିଶ୍ର, ଦୂରଦଶର୍ନର ପୂବର୍ତନ ସମ୍ବାଦ ନେିଦ୍ଦର୍ଶକ ଗୋପାଳକୃଷ୍ଣ ମହାପାତ୍ର, ବେିୟାତପ୍ରଜ୍ଞା ତ୍ରିପାଠୀ, ପୂର୍ବ ପ୍ରଶାସକ ଭରତ ଭୂଷଣ ଜଗେଦବ, ଅମେରନ୍ଦ୍ର ମହାପାତ୍ର, ପୂବର୍ତନ ଆଇଜି ଅରୁଣ କୁମାର ଉପାଧ୍ୟାୟ, ପ୍ରଜ୍ଞାରାଜ ପ୍ରଧାନ, ·ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଜେନା, ସୀତା ବଲ୍ଲଭ ମହାପାତ୍ର, କେଂଗ୍ରସ ନେତା ଅୋଲାକ ମହାନ୍ତି, ମେନାଜ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥେôଲ । ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ର ସ୍ୱାଗତ ଭାଷଣ ଓ ଅବନୀକାନ୍ତ ରାଉତ ଧନ୍ୟବାଦ ଅପର୍ଣ କରିଥେôଲ । ସମସ୍ତ କାର୍ଯ୍ୟକ୍ରମକୁ ଜେନ୍ମଜୟ ନାୟକ, ନଳିନୀକାନ୍ତ ରାଉତ, ଗାୟତ୍ରୀ ଜ୍ଞୋନଶ୍ୱରୀ ଓ ଭବାନୀକାନ୍ତ ରାଉତ ପ୍ରମୁଖ ପରି·ଳନା କରିଥେôଲ । ପ୍ରାରମ୍ଭେର ପଣ୍ଡିତ ବେିନାଦ ବିହାରୀ ଦାସ ବେଦପାଠ ଓ ଶେଷେର ବାବା ଆନନ୍ଦ ଚୈତନ୍ୟ ବ୍ରହ୍ମ·ରୀ ଭଜନ ଗାନ କରିଥେôଲ ।