ଭୁବନେଶ୍ୱର ତା 03/05/26 ଓଡ଼ିଶା ସରକାରଙ୍କ SSEPD ବିଭାଗ ତରଫରୁ ୨୦୨୫-୨୬ ବର୍ଷ ପାଇଁ ୫ ଟି ଜିଲ୍ଲା ଯଥା ଅନୁଗୋଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର ଓ ଖୋର୍ଦ୍ଧା ଜିଲ୍ଲା ର ଭୁବନେଶ୍ୱର ପାଇଁ DISHA PROJECT (ନିଶା ନିବାରଣ) କେନ୍ଦ୍ର ପରିଚାଳନା କରିବା ହେତୁ ଅଭିଜ୍ଞତା ନ ଥିବା ଅନୁଷ୍ଠାନ ମାନଙ୍କୁ ଅନୁମତି ଦିଆ ହେବାକୁ ସ୍ଥିରୀକୃତ ହୋଇଅଛି । ଏହା ବିଶ୍ୱସ୍ତ ସୂତ୍ରରୁ ତଥା ଅନୁମତି ପାଇବାକୁ ଥିବା ଅନୁଷ୍ଠାନ ମାନଙ୍କର କର୍ମଚାରୀ ମାନଙ୍କ ଠାରୁ ଜାଣିବାକୁ ମିଳିଛି ଯେ, ସରକାରଙ୍କ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଓ ଅଧିକାରୀ ଉତ୍କୋଚ ନେଇ ଉକ୍ତ ଏନଜିଓ ଅନୁଷ୍ଠାନ ମାନଙ୍କୁ ଅନୁମତି ଦେବାକୁ ବିଭାଗକୁ ସୁପାରିଶ କରିଛନ୍ତି । ଅନୁଗୋଳ ଜିଲ୍ଲା ପାଇଁ ABHAHAN ନାମକ ଏକ ସଂସ୍ଥା, ଯାହାର ଏପରି କାର୍ଯ୍ୟ ପରିଚାଳନା ପାଇଁ କୌଣସି ଅନୁଭୂତି ନାହିଁ, କିନ୍ତୁ ସଂସ୍ଥାର ସମ୍ପାଦକ ମାନ୍ୟବର ଜଣେ ମନ୍ତ୍ରୀ ଙ୍କ ଭ୍ରାତା ହୋଇଥିବାରୁ ତାଙ୍କ ସୁପାରିଶରେ ଉତ୍କୋଚ ନେଇ ଉକ୍ତ ସଂସ୍ଥା କୁ ଅନୁମତି ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗୀର ଜିଲ୍ଲା ପାଇଁ ଯୁବଜ୍ୟୋତି ଯୁବକ ସଂଘ ନାମକ ଅନୁଷ୍ଠାନଠାରୁ 12 ଲକ୍ଷ ଟଙ୍କା ଉତକୋଚ ନେଇ ସେହି ଏନଜିଓ କୁ ଅନୁମତି ଦେବାକୁ ନିଜେ ସରକାରଙ୍କ ଜଣେ ମନ୍ତ୍ରୀ ସୁପାରିଶ କରିଥିବା ଅଭିଯୋଗ ସାଧାରଣରେ ହେଉଛି l ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ, ନବରଙ୍ଗପୁର ଓ ମାଲକାନଗିରି ଭଳି ସମ୍ବେଦନ ଶୀଳ ଜିଲ୍ଲା ପାଇଁ ଯଥାକ୍ରମେ ପୁରୀ ଜିଲ୍ଲା ର ନୀଳାଚଳ ସେବା ପ୍ରତିଷ୍ଠାନ ଓ ଯାଜପୁର ଜିଲ୍ଲା ର CISD ଅନୁଷ୍ଠାନ କୁ ଖୋଦ୍ ବିଭାଗୀୟ ମନ୍ତ୍ରୀ ଉତ୍କୋଚ ନେଇ ଅନୁମତି ଦେବାକୁ ସୁପାରିଶ କରିଥିବା ସାଙ୍ଘାତିକ ଅଭିଯୋଗ ହେଉଛି lଏହି ଅନୁଷ୍ଠାନ ମାନଙ୍କର ଏହି ଉଭୟ ଜିଲ୍ଲା ରେ କୌଣସି ସ୍ଥିତି ନାହିଁ, କିମ୍ୱା ପୂର୍ବରୁ ନିଶା ନିବାରଣ ନେଇ କୌଣସି କାର୍ଯକ୍ରମ କରି ନାହାନ୍ତି । ସେହିପରି ଭୁବନେଶ୍ୱର ପାଇଁ ଗୋଟିଏ ଏନଜିଓ ଠାରୁ ସର୍ବାଧିକ ଉତ୍ତକୋଚ ନେଇ ଏହି ଅନୁଷ୍ଠାନ କୁ ଅନୁମତି ଦେବାକୁ ସରକାରଙ୍କ ଜଣେ ମାନ୍ୟବର ମନ୍ତ୍ରୀସୁପାରିଶ କରିଥିବା ଆଲୋଚନା ହେଉଛି । ଖୁବ୍ ଶୀଘ୍ର ଏ ନେଇ SSEPD ବିଭାଗ ତରଫରୁ ବିଧି ମୁତାବକ ନୋଟିଫିକସନ୍ ଜାରି ହେବ ବୋଲି ଉକ୍ତ ଅନୁଷ୍ଠାନ ମାନଙ୍କର କର୍ମଚାରୀ ମାନଙ୍କ ଠାରୁ ସର୍ବ ସାଧାରଣ ରେ ଶୁଣିବାକୁ ମିଳୁଛି । ଏ ସମସ୍ତ ପ୍ରକ୍ରିୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଉପଯୁକ୍ତ ଅନୁସନ୍ଧାନ କରନ୍ତୁ ବୋଲି ସାଧାରଣ ରେ ଆଲୋଚନା ହେଉଛି
ଦିଶା ପ୍ରୋଜେକଟ (ନିଶା ନିବାରଣ) କେନ୍ଦ୍ର ଅନୁମତିକୁ ନେଇ ବଡ଼ ଦୁର୍ନୀତିର ଅଭିଯୋଗମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସୁଦର୍ଶନ ଦାରୁ ପୀଠରେ ସ୍ନାନ ପୂର୍ଣ୍ଣିମା ପାଳିତ।
ବାଲିଅନ୍ତା (ଗୋବର୍ଦ୍ଧନ ଦାସ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁ ପୀଠରେ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିରରେ ପୂଜିତ ନୂତନ ବିଗ୍ରହ ମାନଙ୍କର ସ୍ନାନ ପୂର୍ଣ୍ଣିମା
ବିନାଶ କାଳେ ବିପରୀତ ବୁଦ୍ଧି
ମୁଖ୍ୟମନ୍ତ୍ରୀ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଯାଇଛନ୍ତି ନା ଇଲେକ୍ସନ୍ ପ୍ରଚାର କରିବାକୁ ଯାଇଛନ୍ତି❓ମୁଖ୍ୟମନ୍ତ୍ରୀ ମହୋଦୟ କଣ ନିୟମରୁ ଉର୍ଦ୍ଧ୍ୱରେ କି ❓ ସ୍ନାନ ମଣ୍ଡପରେ ଦର୍ଶନ ସଂକ୍ରାନ୍ତୀୟ କିଛି ନିୟମ ୨୦୧୬ ମସିହାରୁ ଲାଗୁ ହୋଇ ରହିଛି। ଭକ୍ତ ମହାବାହୁଙ୍କ
ସ୍ନାନ ମଣ୍ଡପରେ କାଳିଆ ସାଆନ୍ତ ୧୦୮ ଗରା ଜଳରେ ଦିବ୍ୟ ସ୍ନାନ
ଜୟ ଜଗନ୍ନାଥ। ସ୍ନାନ ମଣ୍ଡପରୁ ଶ୍ରୀଜୀଉମାନଙ୍କ ଦିବ୍ୟ ଦର୍ଶନ କରି ଆହ୍ଲାଦିତ ସାରା ବିଶ୍ୱ। ବର୍ଷସାରା ରତ୍ନବେଦୀରେ ମହାପ୍ରଭୁଙ୍କର ବିମ୍ବ ସ୍ନାନ କରାଯାଉଥିବା ବେଳେ, ଆଜି ଜ୍ୟେଷ୍ଠ ପୂର୍ଣ୍ଣିମାର ଏହି ପବିତ୍ର ତିଥିରେ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ବଡ଼ଠାକୁର, ମହାପ୍ରଭୁ
ସଂଗ୍ରାମୀ ଦୋଳଗୋବିନ୍ଦ ଜଣେ ନୀତିନିଷ୍ଠ ମଣିଷ ଥିଲେଜନ୍ମ ଶତବାର୍ଷିକ ମହୋତ୍ସବ ପାଳିତ
ଭୁବନେଶ୍ୱର, ୨୮.୬ : ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷକ, ସାରସ୍ୱତ ସାଧକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ରବିବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାଗୃହରେ ମହାତ୍ମାଗାନ୍ଧୀ ଅହିଂସା
ଗୋଲାମୁଣ୍ଡା ବ୍ଲକ ଜନ ସମ୍ପର୍କ ସାମ୍ବାଦିକ ସଂଘର ସମୀକ୍ଷା ବୈଠକ
ଧର୍ମଗଡ଼ ୨୮/୬/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିୟା ଜଳେଶ୍ଵର ମନ୍ଦିର ଠାରେ ଶ୍ରୀଯୁକ୍ତ ରାମ କୁମାର ସେନାପତି ଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି l । ବୈଠକ ପୂର୍ବରୁ ଜଳେଶ୍ଵର
ଶ୍ରୀ ସତ୍ୟସାଇ ସେବା ସମିତି ଧର୍ମଗଡ଼ ରେ ସାଧନା ଶିବିର ଅନୁଷ୍ଠିତ
ଧର୍ମଗଡ ୨୮/୬/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ )ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା କଳାହାଣ୍ଡି ସମିତି ସ୍ତରୀୟ ସାଧନାଶିବିର ଶ୍ରୀ ସତ୍ୟସାଇ ସେବା ସମିତି ଧର୍ମଗଡ଼ ଆନୁକୂଲ୍ୟରେ ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ ଓଁ କାରମ, ସୁପ୍ରଭାତମ କରାଯାଇଥିଲା
ସୁଦର୍ଶନ ଦାରୁପୀଠରେ ଉମା ମାର୍ଶାଲ ଆର୍ଟ ସ୍କୁଲ ପକ୍ଷରୁ ଛାତ୍ର ଛାତ୍ରୀମାନଙ୍କୁ ସମ୍ୱର୍ଦ୍ଧନା
ବାଲିଅନ୍ତା, ୨୮/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ଆୟୁଷ କ୍ୟାରେଟ ଏକାଡେମୀ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଜାତୀୟସ୍ତରୀୟ ଇ କରାଟେ ପ୍ରତିଯୋଗିତାରେ ବିଜେତା ହୋଇଥିବା ଛତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ସ୍ବର୍ଣ୍ଣ, ରୌପ୍ୟ ଓ
ସୁଶିଳାପ୍ରଭା ସ୍ମୃତି ସମ୍ମାନ ୨୦୨୫-୨୬ ପ୍ରଦାନ ଉତ୍ସବ |
ବାଲିଅନ୍ତା ୨୮/୦୬(ଗୋବର୍ଦ୍ଧନ ଦାସ):- ୨୦୨୫ଏବଂ ୨୦୨୬ ମସିହା ନିମନ୍ତେ ଶିଶୁସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ବଂକିମ ଚନ୍ଦ୍ର ନାୟକ ଏବଂ ଶ୍ରୀମତୀ ତନୟା ଦାସଗୋସ୍ୱାମୀ ଙ୍କୁ ସୁଶୀଳାପ୍ରଭା ସ୍ମୃତିସମ୍ମାନ ପ୍ରଦାନ କରାଯାଇଛି। ବାଳକାଟୀ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ
ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ – କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି।
ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀମନ୍ଦିରରେ ଅବଢ଼ା ବୋଝିଆ ଭାବେ ସେବା କରୁଥିବା ଏକ ସାଧାରଣ ଯୁବକଙ୍କ ଅସାଧାରଣ ସଂଘର୍ଷ, ଭକ୍ତି, ତ୍ୟାଗ ଓ ଆତ୍ମବିଶ୍ୱାସର କାହାଣୀ ହେଉଛି 'ଗଣ୍ଡ ଭୈରବ'। ବିଶିଷ୍ଟ କାହାଣୀକାର ଶଙ୍କର ତ୍ରିପାଠୀଙ୍କ
ଉଦ୍ୟୋଗୀଙ୍କ ନିଷ୍ଠା, ଏକାଗ୍ରତା ସମାଜପାଇଁ ଏକାନ୍ତ ଅପରିହାର୍ଯ୍ୟ
ଭୁବନେଶ୍ୱର ତା 26/06/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ
କୁଡାସିଂହାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା (ଏସ୍ଆଇଆର)
ବଲାଙ୍ଗିର, ତା.୨୭.୦୬.୨୬ - ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଏବଂ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହା ର ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ କୁଡାସିଂହା ଠାରେ ସଫଳତା
ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ୩ୟ ବ୍ଲାକ ବେଲ୍ଟ ପ୍ରାପ୍ତ ପାଇଁ ଜନ୍ମ ମାଟିରେ ସ୍ୱାଗତ
ବାଲିଅନ୍ତା ୨୬/୬ : ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଅଞ୍ଚଳର ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ଓଡ଼ିଶାର ଅଗ୍ରଣୀ ପରିବେଶ ପାଇଁ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳକାଟି ବଜାର ସ୍ଥିତ ସ୍ୱର୍ଗର ବାଳକୃଷ୍ଣ
ସୁଦର୍ଶନ ଦାରୁ ପୀଠରେ ରଥ ନିର୍ମାଣ କାରିଗରଙ୍କୁ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା
ବାଲିଅନ୍ତା, ୨୬/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ନିର୍ମାଣାଧୀନ ରଥରେ ଦିନରାତି ପରିଶ୍ରମ କରୁଥିବା ବିଶ୍ୱକର୍ମା କାରିଗରମାନଙ୍କୁ ଆଜି ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରା ପାଇଁ
ଭୁଲବହି ପ୍ରତ୍ୟାହାର ସ୍ୱାଗତଯୋଗ୍ୟ
ତଳ ତଳିଆଙ୍କୁ ସସ୍ପେଣ୍ଡ ପର୍ଯ୍ୟାପ୍ତ ନୁହେଁ,ନ୍ୟାୟିକ ତଦନ୍ତ ହେଲେ ବଡବଡିଆ ଦଣ୍ଡିତ ହେବେ : ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ତା 26ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ଭଳି ଅସମ୍ବେଦନଶୀଳ ଓ ଅତ୍ୟନ୍ତ ଦାୟିତ୍ୱହୀନ
ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ଶ୍ରୀରାମକୃଷ୍ଣ ଆଶ୍ରମ ପାଇବେ, “ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ”
ଭୁବନେଶ୍ୱର, ୨୬.୬ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ପ୍ରତିବର୍ଷ ଭଳି ଚଳିତବର୍ଷ ତାଙ୍କର ଜନ୍ମ ଶତବାର୍ଷିକ ଉତ୍ସବରେ ୨୦୨୬ ବର୍ଷ ପାଇଁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ
ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ତମ ବାର୍ଷିକ ଉତ୍ସବ ପାଳିତ।
ଚିଲିକା, ୨୬।୬:ପ୍ରତିବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ଠାରେ ଥିବା ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ ତମ ବାର୍ଷିକ ଉତ୍ସବ ୨୪ ଓ ୨୫ ତାରିଖ ଦୁଇଦିନ ଧରି ପାଳିତ ହୋଇଯାଇଅଛି ।
ଯୁବ କୁଲୁତା ସମାଜ ପକ୍ଷରୁ ୫ ୟୁନିଟ୍ ରକ୍ତ ସଂଗୃହୀତ
ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ମାନବିକତାର ପରିଚୟ ଦେଇଛନ୍ତି ଡଂଗାଘାଟ ଗ୍ରାମର ଯୁବକ ସୁମନ୍ତ କୁମାର ସାହୁ। ସୁମନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ଅନ୍ୟ ଦୁଇଜଣ ସାଙ୍ଗ ଦୁଷ୍ମନ୍ତ ସାହୁ ଓ ସୁଧୀର ମଲ୍ଲିକ ମଧ୍ୟ ସ୍ୱେଚ୍ଛାକୃତ ଭାବେ
ମଙ୍ଗରାଜପୁରରେ ନାଟକ ‘ଏ ମନ କାଶୀ ବୃନ୍ଦାବନ’ ମଞ୍ଚସ୍ଥ
ଚିଲିକା,୨୬ ।୬:ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ବାଣପୁର ବ୍ଲକ ମଙ୍ଗରାଜପୁର ଗ୍ରାମ ଠାରେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ ନାଟ୍ୟ ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ 'ଏ ମନ କାଶୀ ବୃନ୍ଦାବନ ' ମଞ୍ଚସ୍ଥ ହୋଇଯାଇଅଛି। ଉକ୍ତ ନାଟକକୁ ଉଦ୍ଘାଟନ କରିଥିଲେ
ନଦୀକୁ ରଖନ୍ତୁ ସଫା, ନହେଲେ ଲାଗିବ ଦଫା (ଆଞ୍ଚଳିକ ବିକାଶ ପରିଷଦର ଚତୁର୍ଥ ଦୟା ସ୍ବଚ୍ଛତା କାର୍ଯ୍ୟକ୍ରମ)
ବାଲିଅନ୍ତା, ୨୫/୦୬ (ଗୋବର୍ଦ୍ଧନ ଦାସ) : ଦୟାନଦୀ ର ଇତିହାସ ଅତି ପ୍ରାଚୀନ ଓ ବିଶ୍ଵ ପରିଚିତ ତା'ର ମହାନତା । ଦୟାନଦୀ କୂଳରେ ଅବସ୍ତିତ ବିଶ୍ଵଶାନ୍ତି ସ୍ତୁପ ଧଉଳିଗିରି ଏହାର ମୂକ ସାକ୍ଷୀ। ରକ୍ତ ରଞ୍ଜିତ ଦୟାନଦୀ କୁ ଦେଖି
ଓଡ଼ିଆ ଭାଷା, କୃଷି, କୃଷକ ତଥା ସାଧାରଣଜନତା ପାଇଁ ସମର୍ପିତ ଥିଲେ ରାଜଶ୍ରୀ ନବକୃଷ୍ଣ ଚୌଧୁରୀ
ଭୁବନେଶ୍ୱର ତା 24/06/26 ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ, କୃଷି, କୃଷକ ତଥା ସାଧାରଣ ଜନତାଙ୍କ ପାଇଁ ସମର୍ପିତ ବ୍ୟକ୍ତିତ୍ୱ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ 42 ତମ ଶ୍ରାଦ୍ଧଦିବସ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳ ବିଧାନସଭା ପରିସରରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ସୁଦର୍ଶନ ଦାରୁ ପୀଠରେ ସ୍ନାନ ପୂର୍ଣ୍ଣିମା ପାଳିତ।
ବିନାଶ କାଳେ ବିପରୀତ ବୁଦ୍ଧି