କଟକ, ଟାଙ୍ଗୀ, ୨୦/୫:ଟାଙ୍ଗୀ ବ୍ଳକ୍ ରେ ବି ଜେ ପି .ନେତା ଅରିନ୍ଦମ୍ ରାୟ ଏବଂ ଅଭୟ ବାରିକ ଟାଙ୍ଗୀ ବ୍ଳକ୍ ରେ ପସି ବି ଡି ଓ ଙ୍କୁ ଦୁବ୍ୟହାର କରିଥିବା ବି ଡି ଓ ଏବଂ କର୍ମଚାରୀ ମାନେ ଥାନା ରେ FIR ଦେଇଥିଲେ, ସେହି ସମସ୍ୟାର ସମାଧାନ ପାଇଁ ଉଭୟଙ୍କୁ ଟାଙ୍ଗୀ ବି ଡି ଓ ଆପୋଷ ବୁଝାମଣା ପାଇଁ ଡାକ ଥିବା ସୂଚନା ।B D O ଙ୍କ ସହ ଆଲୋଚନା ପାଇଁ ଭଉୟେ ପହଁଚିବେ । ପୋଲିସ ଛାଉଣୀରେ ପରିବର୍ତ୍ତିତ ହେଲା ଟାଙ୍ଗୀ ବ୍ଲକ୍ ପରିସର,୩ ପ୍ଲାଟୁନ୍ ଫୋର୍ସ ସହ ୧୦ ଆଫିସର ମୁତୟନ । ଚାରି ଦିନ ତଳେ ସମିତି ବୈଠକକୁ ନେଇ ହୋଇଥିଲା ଯୁକ୍ତିତର୍କ, ଏହାର ସମାଧାନ ପାଇଁ ଆଜି ବୈଠକ ବସୁଥିବା ସୂଚନା ହସ୍ତଗତ ହୋଇଛ ।
ପ୍ରିୟବ୍ରତ ବାରିକ,ଉତ୍କଳ ବୁଲେଟିନ୍ ।