ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ପାଇଁ ଦାବି

ବାଲିଅନ୍ତା,୨୦।୫ (ଗୋବର୍ଦ୍ଧନ ଦାସ): ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ଦାବିରେ ଜୟଦେବ ଓକିଲ ସଂଘ ପକ୍ଷରୁ ଭୁବନପୁର ମା’ଉତ୍ତରମୁଖୀ ପୀଠରେ ବୁଧବାର ଦିନ ସଂଘର ସଭାପତି ବିଭୂତିଭୂଷଣ ମର୍ଦ୍ଦରାଜ ରାୟ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜୟଦେବ ନିର୍ବାଚନମଣ୍ଡଳୀର ଓକିଲ ଭାଇମାନେ ଯୋଗ ଦେଇ ଆଗାମୀଦିନରେ କିପରି ଭୁବନେଶ୍ଵରକୁ ଜିଲ୍ଲାମାନ୍ୟତା ମିଳିବ ଏ ନେଇ ଏକ କମିଟି ଗଠନ କରାଯାଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର… Continue reading ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ପାଇଁ ଦାବି

ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟଁ। ଗିରଫ୍

ଭୂବନେଶ୍ୱର,୨୦/୫:ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟାଁ କୁ ଗିରଫ୍ କଲା ମହିଳା ଥାନା ପୋଲିସ୍ । ଫିଲ୍ମ କରିବା ନାଁରେ ଯୁବତୀ ଙ୍କୁ ପ୍ରଥମେ ବନ୍ଧୁତା ତାପରେ ପ୍ରେମ, ପ୍ରତିଶୃତି, ବିବାହ ପୁଣି ପ୍ରତାରଣା,ଦେଇ ଯୁବତୀ ଜଣଙ୍କୁ ଠକି ଥିଲା । ଫିଲ୍ମ କରିବା ନାଁରେ ଯୁବତୀ ଜଣଙ୍କ ଠାରୁ ୨୮ ଲକ୍ଷ ନେଇଥିଲେ, ପରେ ଯୁବତୀ ଙ୍କ ସହିତ ସବୁ ସଂପର୍କ ଙ୍ଗିଦେଇଥିଲେ, ଆହୁରୁ ତାଙ୍କ ମୋବାଇଲ୍ ନମ୍ବର ବ୍ଳକ୍ କରିଦେଇଥିଲେ । ସିନେମା ଟି ଲସ୍… Continue reading ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟଁ। ଗିରଫ୍

କଟକ, ଟାଙ୍ଗୀ ବ୍ଳକ୍ ର ହଟ୍ଟଗୋଳ ଘଟଣା

କଟକ, ଟାଙ୍ଗୀ, ୨୦/୫:ଟାଙ୍ଗୀ ବ୍ଳକ୍ ରେ ବି ଜେ ପି .ନେତା ଅରିନ୍ଦମ୍ ରାୟ ଏବଂ ଅଭୟ ବାରିକ ଟାଙ୍ଗୀ ବ୍ଳକ୍ ରେ ପସି ବି ଡି ଓ ଙ୍କୁ ଦୁବ୍ୟହାର କରିଥିବା ବି ଡି ଓ ଏବଂ କର୍ମଚାରୀ ମାନେ ଥାନା ରେ FIR ଦେଇଥିଲେ, ସେହି ସମସ୍ୟାର ସମାଧାନ ପାଇଁ ଉଭୟଙ୍କୁ ଟାଙ୍ଗୀ ବି ଡି ଓ ଆପୋଷ ବୁଝାମଣା ପାଇଁ ଡାକ ଥିବା ସୂଚନା ।B D O ଙ୍କ ସହ ଆଲୋଚନା… Continue reading କଟକ, ଟାଙ୍ଗୀ ବ୍ଳକ୍ ର ହଟ୍ଟଗୋଳ ଘଟଣା

ଆଜି ମିଳିବ ନାହିଁ କୌଣସି ମେଡିସିନ୍

ଭୁବନେଶ୍ୱର,୨୦/୦୫: ଆଜି ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବାକୁ ଯାଉଛି । ସୂଚନା ମୁତାବକ ଆଜି ଅର୍ଥାତ୍‌ ୨୪ ଘଣ୍ଟା ପାଇଁ ରାଜ୍ୟରେ ସମସ୍ତ ମେଡିସିନ୍‌ ଦୋକାନ ଗୁଡିକ ବନ୍ଦ ରହିବ । ଏହି ବନ୍ଦ ଡାକରା କୁ କେମେଷ୍ଟ୍ରି ଓ ଡ୍ରଗିଷ୍ଟ୍ରି ଆସୋସିଏନ୍‌ ବନ୍ଦ ଡାକରା ଦେଇଛି ।ଏଥିପ୍ରତି ସଜାଗ ରହିବାକୁ ଡ୍ରଗ କଣ୍ଟ୍ରୋଲ ବୋର୍ଡର ନିର୍ଦେଶ ରହିଛି । ସମସ୍ତ ଡ୍ରଗ ଇନ୍‌ସ୍ପେକ୍ଟର ଓ ଆସିଷ୍ଟାଣ୍ତ ଡ୍ରଗ ଇନ୍‌ସ୍ପେକ୍ଟର ମାନଙ୍କୁ ସଜାଗ ରହିବାକୁ… Continue reading ଆଜି ମିଳିବ ନାହିଁ କୌଣସି ମେଡିସିନ୍

You cannot copy content of this page