ଭୁବନେଶ୍ୱର: ତା ୧୨ ରିଖ ଭୁବନେଶ୍ୱର ମହାନଗର ନିଗମ ଭରତପୁର ଜୋକଲାଣ୍ଡି ମୌଜାର ତାରିଣୀ ହାଟରେ ନୂତନ ମାଛ ମାର୍କେଟ ନିର୍ମାଣ ଆଳରେ ପ୍ରାୟ ୩୦ ଜଣ ଗରିବ ଛୋଟ ଛୋଟ ଦୋକାନୀଙ୍କ ଦୋକାନ ଘର ଭାଙ୍ଗି ଦେଇଛି । ଗରିବ ଦୋକାନୀ ମାନଙ୍କୁ କୌଣସି କ୍ଷତିପୂରଣ କି ଥଇଥାନ ପାଇଁ ବ୍ୟବସ୍ଥା ନକରି ଏମିତି ଭାଙ୍ଗିବାକୁ ଭୁବନେଶ୍ୱର ଉନ୍ନୟନ ପରିଷଦ ଘୋର ନିନ୍ଦା କରିଛି । ଆଜି ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ, ସଂଯୋଜକ ପ୍ରସନ୍ନ ବିଷୋୟୀ, ଅମିତ ଦାଶ ସେଠାକୁ ଯାଇ ଉଛେଦ ସ୍ଥାନ ସହ ତାରିଣୀ ହାଟ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ମା ତାରିଣୀ ହାଟର ବ୍ୟବସାୟୀ ମାନେ ୨୦୦୦ ମସିହାରୁ ଏଠାରେ ଛୋଟ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଈ ଆସୁଛନ୍ତି । ବର୍ତମାନ ସେଠାରେ ଏକ ନୂତନ ମାଛ ମାର୍କେଟ ନିର୍ମାଣ କରିବା ପାଇଁ ପ୍ରାୟ ୩୦ ଜଣଙ୍କ ଦୋକାନ ବେଆଇନ ଭାବେ ଭାଙ୍ଗି ଦିଆ ଯାଇଛି । ଗରିବ ଦୋକାନୀ ବର୍ତମାନ କିପରି ପରିବାର ଚଳାଇ ଆମ ଗୁଜୁରାଣ ମେଣ୍ଟାଇବେ ।ଦୋକାନ ଭାଙ୍ଗି ଯିବା ହେତୁ ଉଧାର କରି ଦୋକାନ ନିର୍ମାଣ ଟଙ୍କା ବର୍ତମାନ ବୋଝ ହୋଇ ଗଲାଣି ।ଏପଟେ ଦୋକାନ ବନ୍ଦ ହୋଇ ବେରୋଜଗାର । ପରିବାର ଦୁଃଖ ରେ ଭାଙ୍ଗି ପଡିଲେଣି । ଉପଯୁକ୍ତ କ୍ଷତି ପୂରଣ ଓ ସଠିକ ଥଇଥାନ ପାଇଁ ସେମାନେ ବି ଏମ ସି କୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳିନି । ଏହି ଅସୁବିଧା ଦୂର ପାଇଁ ତୁରନ୍ତ ପଦକ୍ଷେପ ନେଇ ପେଟ ପାଟଣା ଓ ରୋଜଗାର ପ୍ରଦାନ ହେତୁ ହାଟ ବ୍ୟବସାୟ କମିଟି ଆଗକୁ ଆନ୍ଦୋଳନ ସହ ଆଇନ ଗତ ଲଢେଇ କରିବ ବୋଲି ଆଜି ବୈଠକରେ ନିଷ୍ପତି ନେଇଛି । ବୈଠକରେ ହାଟ ସଭାପତି ଦିଲୀପ କୁମାର ସାହୁ , ଉପ ସଭାପତି ମୀନାରାଣୀ ଦାସ , ସମ୍ପାଦକସୁଶୀଲ କୁମାର ଦାସ, ପ୍ରଭାତ ଦାସ, ଲକ୍ଷ୍ମଣ ପଣ୍ଡା ଙ୍କ ସମେତ ଅନେକ ହାଟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ା
ଭରତପୁର ତାରିଣୀ ହାଟ ବେଆଇନ ଦୋକାନ ଉଛେଦ ପାଇଁ ଆନ୍ଦୋଳନ ସହ ଆଇନଗତ ଲଢେଇ କରିବ ଭୁବନେଶ୍ୱର ଉନ୍ନୟନ ପରିଷଦ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବାଳକାଟି ପଞ୍ଚୁଦୋଳ ମେଳଣ ଉଦଯାପିତହରିହର ଭେଟ ଦେଖିଲେ ୧0 ହଜାର ଶ୍ରଦ୍ଧାଳୁ
ବାଲିଅନ୍ତା,୧୨|୩): ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ସକାଳୁ ସକାଳୁ ଶ୍ରଦ୍ଧାଳୁ ଭକ୍ତ ହାତରେ ରଙ୍ଗବେରଙ୍ଗର ଅବିର ଓ ଫୁଲ ଧରି ବିମାନରେ ବସିଥିବା ଦିଅଁଙ୍କୁ ପ୍ରଦାନ କରିବା ସହ ଦୀପ ଜାଳି ପୂଜାର୍ଚ୍ଚନା
ଭରତପୁର ତାରିଣୀ ହାଟ ବେଆଇନ ଦୋକାନ ଉଛେଦ ପାଇଁ ଆନ୍ଦୋଳନ ସହ ଆଇନଗତ ଲଢେଇ କରିବ ଭୁବନେଶ୍ୱର ଉନ୍ନୟନ ପରିଷଦ
ଭୁବନେଶ୍ୱର: ତା ୧୨ ରିଖ ଭୁବନେଶ୍ୱର ମହାନଗର ନିଗମ ଭରତପୁର ଜୋକଲାଣ୍ଡି ମୌଜାର ତାରିଣୀ ହାଟରେ ନୂତନ ମାଛ ମାର୍କେଟ ନିର୍ମାଣ ଆଳରେ ପ୍ରାୟ ୩୦ ଜଣ ଗରିବ ଛୋଟ ଛୋଟ ଦୋକାନୀଙ୍କ ଦୋକାନ ଘର ଭାଙ୍ଗି ଦେଇଛି । ଗରିବ
ଗ୍ୟାସ୍ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ
ସାରା ଦେଶରେ ଏଲପିଜି ସିଲିଣ୍ଡର ଯୋଗାଣକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଭିତରେ କେନ୍ଦ୍ର ସରକାର ଏହାକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା
ମଧ୍ୟପ୍ରାଚ୍ୟ ଯୁଦ୍ଧରେ ୨ ଭାରତୀୟ ମୃତ, ଜଣେ ନିଖୋଜ
ଇରାନ ଓ ଇସ୍ରାଏଲ-ଆମେରିକା ଲଢ଼େଇ ଯୋଗୁ ମ୍ମପ୍ରାଚ୍ୟରେ ଫେବୃଆରୀ ୨୮ରୁ ମହାଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ବର୍ତମାନ ସୁଦ୍ଧା ୨ ଜଣ ଭାରତୀୟ ପ୍ରାଣ ହରାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ବିବାଦୀୟ କ୍ଷେତ୍ର ପ୍ରାଚ୍ୟର ଗୋଟିଏ
ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ
ନୂଆଦିଲ୍ଲୀ: ଗର୍ଜୁଛି ମିସାଇଲ, ବର୍ଷୁଛି ନିଆଁ । ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ । ତୁହାକୁ ତୁହା ଖସୁଛି ଡ୍ରୋନ୍ । ଘମାଘୋଟ ହେଉଛି ଯୁଦ୍ଧ । ଆଜି ତେହେରାନରେ ଭୟାନକ ଆକ୍ରମଣ କରିଛି ଇସ୍ରାଏଲ । ଦୀର୍ଘ ଏକ ଘନ୍ଟାଏ ଧରି
ଘର୍ଲାଜୋର ପୋଲ ତଳକୁ ଖସିଲା ବାଇକ :୩ ଗୁରୁତର ଥିବାବେଳେ ଜଣେ ମୃତ
କଳାହାଣ୍ଡି,୧୨|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା କଲମପୁର-ଜୁନାଗଡ଼ ମୁଖ୍ୟ କଲମପୁର ଘର୍ଲାଯୋର ନିକଟରେ ଗତ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି ।
ଟ୍ରାଫିକ ନିୟନ୍ତ୍ରଣ ପାଇଁ ଡିଏସପି ଙ୍କୁ ଦେଲେ ଦାବିପତ୍ର
କଳାହାଣ୍ଡି,୧୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେଦିନକୁ ଦିନ ବଢୁଥିବା ଟ୍ରାଫିକ ଜାମ୍ ଓ ସଡ଼କ ସୁରକ୍ଷା ସମସ୍ୟାକୁ ନେଇ ମିଳିତ କ୍ରିୟାନୁଷ୍ଠାନ କର୍ମିଟି ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୁଶ୍ରୀ ଭର୍ଷିଥା ଅଡେପୁ (ଆଇପିଏସ) ଙ୍କୁ ଏକ
ଆକ୍ରମଣ ପ୍ରତିଆକ୍ରମଣରେ ଜଳୁଛି ମଧ୍ୟପ୍ରାଚ୍ୟ
ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି । ଇରାନକୁ ପୁଣି ଡରେଇଛନ୍ତି ଆମେରିକା ରାଷ୍ଟ୍ରପତି । ହୋର୍ମୁଜ ଜଳପଥରେ ତୈଳ ଯୋଗାଣରେ ବାଧା ଦେଲେ ପରିଣାମ ଭୟାବହ ହେବ
ଆଙ୍କୁଲାଚ଼ଟିରେ ସପ୍ତଦୋଳ ମେଳଣ ସମାପନ
ଚିଲିକା:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲାଚଟି ସପ୍ତଦୋଳ ମେଳଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି ପ୍ରସିଦ୍ଧ ସପ୍ତଦୋଳ ମେଳଣ । ପୌରାଣିକ ତଥା ଐତିହାସିକ ଶୋଲରି ପାହାଡ଼ର ପାଦଦେଶରେ କାହିଁ କେଉଁ କାଳରୁ ପାଳନ ହୋଇ ଆସୁଛି ଏହି ସପ୍ତଦୋଳ ମେଳଣ ଯାତ୍ରା।
ଗ୍ୟାସ ପାଇଁ ସବୁଠି ହାହାକାର
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭାରତରେ ସୃଷ୍ଟି ହୋଇଥିବା ଏଲପିଜି ସଙ୍କଟକୁ ସରକାର ଟାଳି ଦେଇଥିବା ଦାବି କରିଛନ୍ତି । ଇରାନ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିବା ମାତ୍ରେ ଭାରତରେ ଏଲପିଜି ସିଲିଣ୍ଡର ସଙ୍କଟ ଦେଖା ଯାଇଥିଲା । ମୁମ୍ବାଇ ଠାରୁ
ସାହିତ୍ୟ ସିନ୍ଦୁରା ପାଳିଲା ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ
ଚିଲିକା:ବାଣପୁର ଚିଲିକା ଅଞ୍ଚଳ ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସାହିତ୍ୟ ସିନ୍ଦୁରା ପକ୍ଷରୁ ୧୩ଶ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ବାଣପୁର ଵିଧାରପୁରସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ବହୁ ସାରସ୍ଵତ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି
ଶିକ୍ଷାବିତ ଉତ୍କଳ ରତ୍ନ ଶତ୍ରୁଘ୍ନ ନାଥ ଙ୍କ ଶ୍ରାଦ୍ଧ ଦିବସ ପାଳନ
ଭୁବନେଶ୍ଵର ତା ୧୦।୩ , ଶହୀଦ ନଗର ଶିକ୍ଷାବିତ ପ୍ରଫେସର ଶତୃଘ୍ନ ନାଥ ମାର୍ଗ ସ୍ଥିତ ପ୍ରତିମୂର୍ତ୍ତି ନିକଟ ରେ ପ୍ରଫେସର ଶତୃଘ୍ନ ନାଥ ୨୦ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି।ଏହି ପୂଜ୍ୟ ପୂଜା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆଞ୍ଚଳିକ
ପୁଣି କଳାପତାକା ଧରିବ ଭାଷା ଆନ୍ଦୋଳନ
ଭୁବନେଶ୍ୱର - 10/03 ଆଜି ବିଧିବଦ୍ଧ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କୁ ଦାବି ପତ୍ର ପ୍ରଦାନ କଲା ଭାଷା ଆନ୍ଦୋଳନ,ଓଡ଼ିଶା | ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଓ ଭାଷା ଆଇନ ଖିଲାପ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
୧୫ତମ ଜଗବନ୍ଧୁ ସ୍ୱାଇଁ ଓ ପ୍ରଥମ ଆୟୁଷ ସ୍ୱାଇଁ ମେମୋରିଆଲ୍ ଉଦ୍ଘାଟିତ
।ବାଲିଅନ୍ତା ୧୦/୦୩: - ଭୁବନେଶ୍ୱର ବ୍ଳକ୍ ଅନ୍ତର୍ଗତ ବାଙ୍କୁଆଳ ଖେଳପଡ଼ିଆ ରେ ୧୫ତମ ଜଗବନ୍ଧୁ ସ୍ୱାଇଁ ଓ ପ୍ରଥମ ଆୟୁଷ ସ୍ୱାଇଁ ମେମୋରିଆଲ୍ ଉଦ୍ଘାଟିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ବାଙ୍କୁଆଳ ଗ୍ରାମ୍ୟ କମିଟି ମୁଖ୍ୟ ଉପଦେଷ୍ଟା ଖିରୋଦ
ଲାଞ୍ଜିଗଡ଼ ଗସ୍ତରେ ପଞ୍ଚାୟତିରାଜ ଅତିରିକ୍ତ ସଚିବ
କଳାହାଣ୍ଡି,୧0/୩ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ରବିବାର ଦିନବ୍ଳକର ବିଜେପୁର ଓ ତ୍ରିଲୋଚନପୁର ପଞ୍ଚାୟତ ଗସ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ର ନିର୍ମାଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ
ଅସହାୟ ଗୋଲାପୀଙ୍କୁ ବ୍ଲକ ପ୍ରଶାସନ ର ଅଣ ଦେଖା କାହିଁକି ? ବିଡ଼ିଓଙ୍କ ଦୂର ଦୃଷ୍ଟିରେ ଗୋଲାପୀ
କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସପଲହରା ପଞ୍ଚାୟତ କଣ୍ଡରେଇଗାଁର ଗୋଲାପୀ ସାହୁ(୭୦)। ସେ ଜଣେ ବିଧବା ମହିଳା |ପରିବାର ବୋଲି କେହି ନଥିବାରୁ ରୋଜଗାର କିଛି ନାହିଁ । କେବଳ ମାସକୁ ଭତ୍ତା ହଜାରେ
ପଂଚମ-ଅଷ୍ଟମରେ ଫେଲ୍ ହେଲେ ଦେବାକୁ ପଡ଼ିବ ସପ୍ଲିମେନ୍ଟାରୀ ପରୀକ୍ଷା
ନୂଆଦିଲ୍ଲୀ: ଆରମ୍ଭ ହେଲା ପଞ୍ଚଚମ ଓ ଅଷ୍ଟମ ଶ୍ରେଣୀ ବୋର୍ଡ ପରୀକ୍ଷା । ଜାତୀୟ ଶିକ୍ଷା ନୀତି ଅନୁସାରେ ଏଥର ପଞ୍ଚଚମ ଓ ଅଷ୍ଟମ ଶ୍ରେଣୀରେ ରହିଛି ପାସଫେଲ ବ୍ୟବସ୍ଥା । ଅର୍ଥାତ ପରୀକ୍ଷାରେ ୩୦ ପ୍ରତିଶତ ମାର୍କ ରଖିଲେ ପାସ
ରନ୍ଧନ ଗ୍ୟାସ ପରେ ଖାଇବାତେଲ ଦରବୃଦ୍ଧି
ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଯୋଗୁଁ ଆମଦାନୀରେ ସମସ୍ୟା । ସେପଟେ ତେଲ ଦାମକୁ ନେଇ ଚିନ୍ତାରେ ଖାଉଟି । ବ୍ୟବସାୟୀ ମହାସଂଘ କହିଲା ଦାମ ବଢ଼ିଛି, ହେଲେ ରାଜ୍ୟରେ ମହଜୁଦ ଅଛି ମାସକର ତେଲ । ବ୍ୟସ୍ତ ନହେବାକୁ ଖାଉଟିଙ୍କୁ ନିବେଦନ
ଇରାନ ଆକାଶରୁ ଖସୁଛି କଳା ଓ ତେଲିଆ ବର୍ଷା
ନୂଆଦିଲ୍ଲୀ : ଚାହୁଁଚାହୁଁ ବିତିଗଲାଣି ୧୦ ଦିନ, ୧୦ ରାତି । ତଥାପି ଥମିବା ତ ଦୂରର କଥା, ଆହୁରି ଭୟାବହ ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଆଜି ଦଶମ ଦିନରେ ଇରାନ ଉପରେ ଆକ୍ରମଣ ଜୋରଦାର କରିଛନ୍ତି ଆମେରିକା ଓ
ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ଦେଲା କଳାହାଣ୍ଡି ଆଦିବାସୀ ମହାସଂଘ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ
କଳାହାଣ୍ଡି,୧0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ସାମ୍ବିଧାନିକ ପ୍ରକ୍ରିୟା ହିସାବରେ st -sc ଚାକିରିଆ ମାନେ ସଂରକ୍ଷଣ ବ୍ଯତୀତ ସାଧାରଣ ବର୍ଗରେ ଯଦୀ ପ୍ରମୋଶନ ପାଇବା ଯୋଗ୍ୟତା ହାସଲ କରି ପାରିଲେ ସାଧାରଣ ବର୍ଗ ହିସାବରେ ମଧ୍ଯ ପ୍ରମୋଶନ ସୁବିଧା ପାଇବା ସାମ୍ବିଧାନିକ ବ୍ୟବସ୍ଥା
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ଗ୍ୟାସ୍ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ