ମେ ୨୩ ତାରିଖ ରୁ ମେ ୨୮ ତାରିଖ ପର୍ଯ୍ୟନ୍ତ SBI ବ୍ୟାଙ୍କ୍ ବନ୍ଦ ରହିବ

ଭୂବନେଶ୍ୱର,୨୩/୫: ଆଗାମୀ ଛଅ ଦିନ ଯାଏ ଭାରତୀୟ ଷ୍ଟେଟ ବ୍ୟାଙ୍କ ବନ୍ଦ ରହିବ ।ମେ ୨୩ ତାରିଖ ରୁ ମେ ୨୮ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ।୨୩ ମେ ଚତୁର୍ଥ ଶନିବାର, ୨୪ ମେ ରବିବାର ।୨୫ ଓ ୨୬ ତାରିଖରେ ବ୍ୟାଙ୍କରେ ଧର୍ମ ଘଟ ।ବ୍ୟାଙ୍କରେ ନୂତନ ନିଯୁକ୍ତି ଏବଂ ପେନସନ୍ ସଂପର୍କିତ ସମସ୍ୟା ପାଇଁ ବନ୍ଦ ରହିବ ।୨୭ ଓ ୨୮ ତାରିଖରେ ବକ୍ରି ଇଦ୍‌ ପାଇଁ ଛୁଟି ରହିବ।ବ୍ୟାଙ୍କ୍ ବନ୍ଦ ରହିଲେ ମଧ୍ୟ internal Banking, online, net Banking, ATM ସେବା ଜାରି ରହିବ, ଏବଂ mobile Banking ସେବା ଚାଲୁ ରହିବ । ପ୍ରିୟବ୍ରତ ବାରିକ (ଉତ୍କଳ ବୁଲେଟିନ୍‌)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page