ବାଲିଅନ୍ତା,୨୨|୫():ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ୨ ଭଉଣୀ ନନ୍ଦିତା ଓ ବନ୍ଦିତା l ସଦ୍ୟ ପ୍ରକାଶିତ ଯୁକ୍ତ ୨ ପରୀକ୍ଷା ଫଳାଫଳରେ ଶତକଡା ୯0 ଭାଗରୁ ଅଧିକ ନମ୍ବର ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଏହି ୨ ଭଉଣୀ l ବିଜୟ କୁମାର ସାହୁ ଓ ମାଳତୀ ସାହୁଙ୍କ ୨ ଝିଅ ନନ୍ଦିତା ଓ ବନ୍ଦିତା ଆଜି ତାଙ୍କର ଏହି ସଫଳତାର ଶ୍ରେୟ ବିଜେବି… Continue reading ବାଳକାଟିର ଗର୍ବ ଓ ଗୌରବ ୨ ଭଉଣୀ ନନ୍ଦିତା ଓ ବନ୍ଦିତା
ବାଳକାଟିର ଗର୍ବ ଓ ଗୌରବ ୨ ଭଉଣୀ ନନ୍ଦିତା ଓ ବନ୍ଦିତା