ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର; ନ୍ୟାୟ ଅପେକ୍ଷାରେ ଧାରଣାରତ ସାମ୍ବାଦିକ

ବାଲିଅନ୍ତା: ଲୋକଙ୍କ ସୁଖଦୁଃଖରେ ସାଥିହେଉଥିବା ଅବା ସେମାନଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଁଞ୍ଚାଇବା ନିମନ୍ତେ ପ୍ରମୁଖ ଭୂମିକା ନିର୍ବାହ କରୁଥିବାସାମ୍ବାଦିକତା ବୃତ୍ତି ଆଜି ସଙ୍କଟରେ l ନିମନ୍ତ୍ରଣ କରି ସଭାଗୃହରୁ ବାହାର କରିଦେବା କେତେ ଯୁକ୍ତିଯୁକ୍ତ ବୋଲି ନ୍ୟାୟ ପାଇବା ପାଇଁ ଗତ ଆଠ ଦିନ ଧରି ଧାରଣାରେ ବସିଥିବା ସାମ୍ବାଦିକ ମାନେ ଉତ୍ତର ଚାହିଁଛନ୍ତି। ଆନ୍ଦୋଳନକାରୀଙ୍କ ପାଇଁ ଆଜି ଏହା ସ୍ୱାଭିମାନ ଓ ସମ୍ମାନର ପ୍ରଶ୍ନ ହୋଇଛି। ଯେତେବେଳେ ଯିଏ ଯେପରି ଚାହିଁବ, ଜଣେ ସାମ୍ବାଦିକ… Continue reading ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର; ନ୍ୟାୟ ଅପେକ୍ଷାରେ ଧାରଣାରତ ସାମ୍ବାଦିକ

ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି,(ଉତ୍କଳ ବୁଲେଟିନ) : ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକରେ ୨୬ ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ ପାଇଁ ସଜବାଜ, ଜିଲ୍ଲାର ସମସ୍ତ ଜିଲ୍ଲା ହେଡ୍ କ୍ୱାର୍ଟର ରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦୁଇ ଗୋଟି ଦାବୀ ଯଥା ଜନ ସ୍ଵାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ କରଣ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜିଠାରୁ କଳାହାଣ୍ଡି ଜିଲ୍ଲାର ୨୬ଜଣ ସ୍ଵାସ୍ଥ୍ୟ ମିଶନ… Continue reading ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ଚିଚିଆ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଜନ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

ଗୋଲାମୁଣ୍ଡା/୩/୩/ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):        ଜନ ସାଧାରଣଙ୍କ ମୌଳିକ ସୁବିଧା ପାଇଁ ପ୍ରତି ଗ୍ରାମ ପଞ୍ଚାୟତ ଅଧିନରେ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି ।ଏହି ଅବସରରେ ଆଜି ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଚିଚିଆ ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନ ଶୁଣାଣୀ କାର୍ଯକ୍ରମ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା ଙ୍କ ନେତୃତ୍ଵ ରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ  ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ  ଯୋଗଦାନ କରିଥିଲେ… Continue reading ଚିଚିଆ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଜନ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ

ବାଲିଅନ୍ତା: ବାଳକାଟିସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ଆନୁକୂଲ୍ୟରେ 10 ଦିନ ଧରି ଚାଲିଥିବା ଛାତ୍ରୀମାନଙ୍କର ଆତ୍ମରକ୍ଷା କୌଶଳ ଶିବିର ରବିବାର ଦିନ ଉଦଯାପିତ ହୋଇଯାଇଛି | ଗତ ଫେବୃଆରୀ 20 ତାରିଖରୁ ଚାଲିଥିବା ଏହି ଶିବିରକୁ କଲେଜ ଅଧକ୍ଷ ଡଃ କାଳନ୍ଦୀ ଚରଣ ସାହୁ ଉଦଘାଟନ କରିଥିଲେ | ପ୍ରଥମ ବର୍ଷର 53 ଜଣ ଛାତ୍ରୀ ଏହି ଶିବିରରେ ଯୋଗଦେଇ ଆତ୍ମରକ୍ଷା ପାଇଁ ବିଭିନ୍ନ ପ୍ରକାର କୌଶଳ ଶିକ୍ଷା ନେଇଥିଲେ | ଜାତୀୟ ସ୍ତରରେ ନାମ… Continue reading ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ

ଗୋ ଓ୍ବେଲ୍ ଅଲମ୍ପିଆନ୍ ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲର ଚମତ୍କାର ପ୍ରଦର୍ଶନ

ବାଲିଗୁଡ଼ା: ଗୋ ଓ୍ବେଲ୍ ଅଲମ୍ପିଆନ୍ ସଙ୍ଗଠନ ନୁଆ ଦିଲ୍ଲୀ ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲ୍ ରେ ଉଚ୍ଚ କୋଟୀର ପ୍ରଦର୍ଶନ । ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲ୍ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ହେଲେ ସେଥିରୁ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଉଚ୍ଚକୋଟୀର ପ୍ରଦର୍ଶନ କରି ସ୍ବର୍ଣ୍ଣ , ରୋୖପ୍ୟ ଓ କାଂସ୍ୟ ପଦକ ହାତେଇ ନେଇଛନ୍ତି । ଅଧ୍ୟକ୍ଷା ସିଷ୍ଟର… Continue reading ଗୋ ଓ୍ବେଲ୍ ଅଲମ୍ପିଆନ୍ ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲର ଚମତ୍କାର ପ୍ରଦର୍ଶନ

ବ୍ୟବସାୟୀଙ୍କ ଘରୁ ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଲୁଟ୍ ନେଇ ଉତ୍ତେଜନା

ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧବାଲିଗୁଡ଼ା: ବିଳମ୍ବିତ ରାତିରେ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶି ବନ୍ଧୁକ ମୁନରେ କଲେ ଲୁଟ୍ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ବ୍ୟବସାୟୀ ସନ୍ତୋଷ ସାହୁଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମୁଖା ପିନ୍ଧା ଦୁର୍ବୃତ୍ତ ଲୁଟି ନେଲେ ସୁନା, ଗହଣା ଓ ଟଙ୍କା । ଫିଲ୍ମ ଷ୍ଟାଇଲରେ ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରାଇ ହାତ ଗୋଡ଼ ବାନ୍ଧି ଆଖି ସାମ୍ନାରେ ଆଲମାରୀ ଭାଙ୍ଗି ପ୍ରାୟ ଆଠ… Continue reading ବ୍ୟବସାୟୀଙ୍କ ଘରୁ ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଲୁଟ୍ ନେଇ ଉତ୍ତେଜନା

୧୯ ବର୍ଷ ପରେ ବନ୍ଧୁ ମିଳନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ହାଇସ୍କୁଲ ୨ ହଜାର ୬ ମେଟ୍ରିକ ବ୍ୟକ୍ଷଚର ବନ୍ଧୁ ମିଳିନ କାର‌୍ୟ୍ୟକ୍ରମ ଦମଦେଇ ନାଳ ଠାରେ ଅନୁଷ୍ଠିତ ହୋଇଛି I ଦୀର୍ଘ ୧୯ ବର୍ଷ ପରେ ପ୍ରଥମ ଥର ଏକାଠି ହୋଇ ଥିଲେ ସମସ୍ତ ବନ୍ଧୁ ହେଲେ ଦୀର୍ଘ ବର୍ଷ ଧରି ଜିଲ୍ଲା ଓ ରାଜ୍ୟ ବାହାରେ କାର‌୍ୟ୍ୟ କରୁଥିବା ବନ୍ଧୁ ମାନେ ଗୋଟିଏ ଦିନ ବାହାର କରି ଏକାଠି ହୋଇ ନିଜର ବାଲ୍ୟ ସମୟରେ ଅତିବାହିତ କରିଥିବା ଘଟଣା ସମ୍ପର୍କରେ… Continue reading ୧୯ ବର୍ଷ ପରେ ବନ୍ଧୁ ମିଳନ

ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ ତରଫରୁ ମେଣ୍ଟ ଓ ମେଣ୍ଟି ଭେଟଘାଟ କାର୍ଯ୍ୟକ୍ରମ

ଭବାନୀପାଟଣା, ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅମଲା ଭବନ ଠାରେ ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ ତରଫରୁ ମେଣ୍ଟ ଓ ମେଣ୍ଟି ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରମୋଦ ତାଣ୍ଡି , (ଆସିଷ୍ଟାଣ୍ଡ କମିଶନର ସିଟି କଳାହାଣ୍ଡି) ଏବଂ (ଜିଏସଟି କଳାହାଣ୍ଡି) ପ୍ରଦେଶ କୁମାର ଦିଗଲ ଯାଇଁଣ୍ଟ କମିଶନର ସିଟି, ଏଣ୍ଡ ଜିଏସଟି କଳାହାଣ୍ଡି, ସୁଧୀର କୁମାର ବେହେରା ପିଏସମ୍ ସେଲକୋ ଫାଉଣ୍ଡେସନ… Continue reading ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ ତରଫରୁ ମେଣ୍ଟ ଓ ମେଣ୍ଟି ଭେଟଘାଟ କାର୍ଯ୍ୟକ୍ରମ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ପାଇଁ ୱାର୍ଡ଼ ନମ୍ବର ୫ ଠାରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ବୈଠକ

କଳାହାଣ୍ଡି,(ଜଗନ୍ନାଥ ନାଏକ), ଉତ୍କଳ ବୁଲେଟିନ : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ଯର ବିଭିନ୍ନ ସ୍ଥାନରେ ସ୍ୱର ଉତ୍ତୋଳନ ହେବା ବେଳେ କଳାହାଣ୍ଡି ଜିଲ୍ଲାରେ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନ ଲଗାତାର ସଚେତନତା କାର୍ଯ୍ୟକ୍ରମ କରି ଦାବି ଉପସ୍ଥାପନା କରିଆସୁଛି। ଆଜି ନାରୀ ନେତ୍ରୀ କବିତା ରାଉତଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ୱାର୍ଡ ନଂ୫ ର ଅନ୍ତର୍ଗତ ବହାଦୁର ବଗିଚା ପଡାରେ ଥିବା ଗୋଷ୍ଠୀ କେନ୍ଦ୍ରରେ… Continue reading ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ପାଇଁ ୱାର୍ଡ଼ ନମ୍ବର ୫ ଠାରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ବୈଠକ

You cannot copy content of this page