କଳାହାଣ୍ଡି,୧0/୩ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ରବିବାର ଦିନବ୍ଳକର ବିଜେପୁର ଓ ତ୍ରିଲୋଚନପୁର ପଞ୍ଚାୟତ ଗସ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ର ନିର୍ମାଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ଗୀତାଞ୍ଜଳୀ ନାଏକ। ସେ ରବିବାର ଦିନ ଭବାନୀପାଟଣାରୁ ବାହାରି ବିଜେପୁର ପଞ୍ଚାୟତର ପ୍ରଥମେ ବିଜେପୁର ଓ କଳାକୁପା ଗାଁରେ ନିର୍ମାଣ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ନିର୍ମାଣ ଗୃହ ପରିଦର୍ଶନ… Continue reading ଲାଞ୍ଜିଗଡ଼ ଗସ୍ତରେ ପଞ୍ଚାୟତିରାଜ ଅତିରିକ୍ତ ସଚିବ
ଲାଞ୍ଜିଗଡ଼ ଗସ୍ତରେ ପଞ୍ଚାୟତିରାଜ ଅତିରିକ୍ତ ସଚିବ