ଭୁବନେଶ୍ୱର, ୨୧.୪: ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ମଙ୍ଗଳବାର ଗୀତଗୋବିନ୍ଦ ସଦନଠାରେ ଜାନକୀ ବାବୁଙ୍କ ଏକାଦଶ ଶ୍ରାଦ୍ଧବର୍ଷିକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ଯେ, ଜାନକୀ ବାବୁ ଓଡ଼ିଶା ରାଜନୀତିରେ ଏକ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ । ୧୯୮୦ ମସିହାରେ ସେ ମୁଖ୍ୟମନ୍ତ୍ରୀ ହେଲେ ଓ ନୂଆ ଓଡ଼ିଶା ଗଠନ କରିବାର ସଂକଳ୍ପ ନେବା ସହ ଭିତ୍ତିଭୂମି ସେ ପକାଇଥିଲେ । ରାଜନୈତିକ ଦୃଷ୍ଟିକୋଣରୁ… Continue reading ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକ ପାଳିତ
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକ ପାଳିତ