ବାଲୁଗାଁ କଲେଜ ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷା ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ।

ଚିଲିକା,୨୯।୪: ଅଜି ପୂର୍ବାହ୍ନରେ ବାଲୁଗାଁ ମହାବିଦ୍ୟାଳୟ ଶିକ୍ଷା ସମ୍ମାନ ବିଭାଗର ଯୁକ୍ତ ତିନି ଶେଷବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।ଏଥିରେ ଶିକ୍ଷା ବିଭାଗ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଭାବେ +୨ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଜୀବନର ଲକ୍ଷ୍ୟ ପ୍ରାପ୍ତି ଦିଗରେ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଦର୍ଶନ ବିଭାଗ ମୁଖ୍ୟ କୈଳାସଚନ୍ଦ୍ର ମହାରଣା… Continue reading ବାଲୁଗାଁ କଲେଜ ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷା ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ।

ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ

ବାଲିଅନ୍ତା,୨୯|୪( ଗୋବର୍ଦ୍ଧନ ଦାସ ):ଅଚ୍ୟୁତପୁର ଜଳସମ୍ପଦ ବିଭାଗ ଅଧିନ ଗଞ୍ଜେଇ ଗୋଦାମ ଛକ ଠାରୁ ଭାର୍ଗବୀ ସେତୁ ଏବଂ ନୂଆପାଟଣା ପ୍ରାଥମିକ ବିଦ୍ୟାଳୟ ଠାରୁ ସାଇଫୋନ ପର୍ଯ୍ୟନ୍ତ 0 ରୁ ୨ କିମି ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଆଜି ଶିଳାନ୍ୟାସ ହୋଇଯାଇଛି l ଏଥିରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ l ଏହି ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ମୋଟ ୪୨ ଲକ୍ଷ ବ୍ୟୟ ଅଟ୍ଟକଳ କରାଯାଇଥିବା… Continue reading ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ

କାଳିଆ ଘୋଡ଼ାରେ ଚଢ଼ି ମଧୁବାବୁଙ୍କ ପ୍ରଚାର

ଭୁବନେଶ୍ୱର, ୨୮/୪: ଆଜି ଉକôଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ସଶକ୍ତ ଓଡ଼ିଶା ତରଫରୁ ସ୍ଥାନୀୟ ଉଜଚ ଛକ କାର୍ଯ୍ୟାଳୟଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ମଧୁବାବୁଙ୍କ କାଳିଆ ଘୋଡ଼ା ପ୍ରବାଦକୁ ପ୍ରକାରାନ୍ତରେ କରାଗଲା । କାଳିଆ ଘୋଡ଼ାରେ ସଶକ୍ତ ଓଡ଼ିଶାର କର୍ମକ ର୍ାମାନେ ଉପସ୍ଥିତ ରହି କାଳିଆ ଘୋଡ଼ାରେ ପରିକ୍ରମା କରିବା ସହ ମଧୁବାବୁ ସମ୍ପର୍କରେ ଆଲୋକପାତ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ସଶକ୍ତ ଓଡ଼ିଶା ଆବାହକ ଶ୍ରୀ ବିଜୟ କୁମାର ପ୍ରଧାନଙ୍କ ସମେତ ଉପଦେଷ୍ଟା… Continue reading କାଳିଆ ଘୋଡ଼ାରେ ଚଢ଼ି ମଧୁବାବୁଙ୍କ ପ୍ରଚାର

You cannot copy content of this page