ବାଲିଅନ୍ତା: ୯/୫ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇବ୍ରହ୍ମପୁର ଗ୍ରାମପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ଥାନୀୟ ସରପଞ୍ଚ ରମାଲତା ନାୟକଙ୍କ ଦ୍ୱାରା ୪ଲକ୍ଷ ଟଙ୍କାର ଢଳେଇ ରାସ୍ତା ରାୟଗୁରୁ ବାସୁଦେଇପୁର ହରିଜନ ସାହି ଓ ହୀରାପୁର ମୁତୁରୀ ମହାନ୍ତି ସାହି ଢଳେଇ ରାସ୍ତା ୧ ଲକ୍ଷ ଟଙ୍କାର ନଡ଼ିଆ ବାଡେଇ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ରମାଲତା ନାୟକ, ସମିତି ସଭ୍ୟ… Continue reading ରାୟଗୁରୁ ବାସୁଦେବପୁର ପୁରରେ ୪ଲକ୍ଷର ଢଳେଇ ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ
ରାୟଗୁରୁ ବାସୁଦେବପୁର ପୁରରେ ୪ଲକ୍ଷର ଢଳେଇ ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ