ଚିଲିକା,୧୫।୫:ଚଳିତବର୍ଷ ପ୍ରକାଶିତ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ବାଲୁଗାଁ ପାଇଁ ଗୌରବ ଆଣିଛନ୍ତି ଛାତ୍ରୀ ଅଞ୍ଚିତା ନାୟକ।ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଆଇ. ଏନ୍.ଏସ ଚିଲିକାର ଛାତ୍ରୀ ଅଞ୍ଚିତା ବାଣିଜ୍ୟ ବିଭାଗରେ ୫00ରୁ ୪୬୪ନମ୍ବର, ଅର୍ଥାତ ୯୩% ମାର୍କ ରଖି ବିଦ୍ୟାଳୟ ଟପର ହୋଇଛନ୍ତି। ବାଲୁଗାଁ ବିଜ୍ଞାପିତ ପରିଷଦ ଅନ୍ତର୍ଗତ ପାଟଣାସାହି ଗ୍ରାମର ରଞ୍ଜିତ ନାୟକଙ୍କ ବଡ଼ ଝିଅ ହେଉଛନ୍ତି ଅଞ୍ଚିତା। ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା ଗୃହିଣୀ।ନିଜ… Continue reading ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ।
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ।