ବାଲିଅନ୍ତା ୨୨/୦୫:-ବାଲିଅନ୍ତା ଥାନା ୨୧.୦୫.୨୦୨୬ ରେ ବାଲିଅନ୍ତା ଥାନାର ଏସଆଇ ରାଜେଶ କୁମାର ପାତ୍ର ଓ ଅନ୍ୟ ପୁଲିସ କର୍ମଚାରୀମାନେ ସନ୍ଧ୍ୟାକାଳୀନ ପେଟ୍ରୋଲିଂ ସହ ଅବକାରୀ ଚଢ଼ାଉ ଡ୍ୟୁଟିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ବେଳେ ବେଣୁପୁର ଗ୍ରାମ ନିକଟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ ଯେ, ରାମଚନ୍ଦ୍ରପୁର ଗ୍ରାମର ସଞ୍ଜୟ ଭୋଇ ରାମଚନ୍ଦ୍ରପୁର ଗ୍ରାମ ଛକ ନିକଟରେ ସାଧାରଣ ଲୋକଙ୍କୁ ଅବାଧରେ ମଦ ବିକ୍ରି କରୁଛନ୍ତି। ଏହାପରେ ପୁଲିସ ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ।… Continue reading ବେଆଇନ ମଦ ବିକ୍ରି କରି ଯୁବକ ଗିରଫ। ୮୩ ଟି ଆସ୍କା ୪୦ ଜବତ
ବେଆଇନ ମଦ ବିକ୍ରି କରି ଯୁବକ ଗିରଫ। ୮୩ ଟି ଆସ୍କା ୪୦ ଜବତ