।MD DG ମୃତ୍ୟୁଞୟ ମହାପାତ୍ର ଙ୍କ ପାଣିପାଗ କୁ ନେଇ ବଡ ସୂଚନା !

ଭୂବନେଶ୍ୱର, ୨୪।୫: ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳି କୁ ନେଇ ।MD ଡିଜି ମୃତ୍ୟୁଞୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଗାମୀ ପାଞ୍ଚ ଦିନ ଯାଏ ହିଟ୍ ୱଭେ ଜାରି ରହିବ । ତାପମାତ୍ରା ୪୦ ଡିଗ୍ରୀ ଥିଲେ ମଧ୍ଯ ୪୫ ଡ଼ିଗ୍ରୀ ପରି ଅନୁଭୂତ ହେବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଗୁଳୁଗୁଳି ଅଧିକ ହେବ ଏବଂ ତାପମାତ୍ରା ଅଧିକ ରହିବ । ଅନୁଭୂତ ତାତି ମଧ୍ୟ ଅଧିକ ରହିବ… Continue reading ।MD DG ମୃତ୍ୟୁଞୟ ମହାପାତ୍ର ଙ୍କ ପାଣିପାଗ କୁ ନେଇ ବଡ ସୂଚନା !

କବାଡିଆ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ;ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ

ବାଲିଅନ୍ତା,୨୪|୫():ବାଳକାଟି ଭାର୍ଗବୀ ସେତୁ ନିକଟରେ ଥିବା ଏକ କବାଡିଆ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଥିବା ବେଳେ ଏହାର ମାଲିକ ଆହତ ହୋଇଛନ୍ତି l ଆହତ ମାଲିକ ହେଲେ ବିଶ୍ୱଜିତ ମଣ୍ଡଳ l ତାଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଦୀପ ନିଆଁରୁ ଏଭଳି ହୋଇଥିବା ଅନୁମାନ କରାଯାଇଛି l ଖବରନେବାରେ ଜଣାପଡିଛି ବାଳକାଟି ଭାର୍ଗବୀ ସେତୁ… Continue reading କବାଡିଆ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ;ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ

ଜଗଦୀଶ ପାଣିଗ୍ରାହୀଙ୍କୁ “ଶାନ୍ତିପଥ ଶିକ୍ଷାଜ୍ୟୋତି ସମ୍ମାନ -2026

ଭୁବନେଶ୍ୱର 24/05/26 ଶାନ୍ତିପଥର ଅଷ୍ଟମ ସ୍ୱନକ୍ଷତ୍ର ଅବସରରେ ଖୋର୍ଦ୍ଧାଜିଲ୍ଲାର ମେଧାବୀ ଛାତ୍ର ତଥା ଯୁବ ସମାଜସେବୀ ପ୍ରକାଶ ପାଣିଗ୍ରାହୀଙ୍କ ସୁପୁତ୍ର ଜଗଦୀଶ ପାଣିଗ୍ରାହୀଙ୍କୁ ରାଜଧାନୀରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ “ଶାନ୍ତିପଥ ଶିକ୍ଷାଜ୍ୟୋତି ସମ୍ମାନ -2026″ପ୍ରଦାନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାନ୍ଧୀ ଚିନ୍ତକ, ସ୍ତମ୍ଭକାର ପ୍ରହଲ୍ଲାଦ ସିଂ, ଅଧ୍ୟକ୍ଷ ତଥା ସଂଗଠନର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଭାବେ ଡାକ୍ତର ବିଶ୍ୱନାଥ ପଟନାୟକ, ମୁଖ୍ୟ ସଂଯୋଜକ… Continue reading ଜଗଦୀଶ ପାଣିଗ୍ରାହୀଙ୍କୁ “ଶାନ୍ତିପଥ ଶିକ୍ଷାଜ୍ୟୋତି ସମ୍ମାନ -2026

ଉଚ୍ଚ ସତର୍କତା ଜାରି କରାଯାଇଛିଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା

ନାଗରିକ ସୁରକ୍ଷା ମହାନିର୍ଦେଶାଳୟ (Directorate General of Civil Defense) ନାଗରିକ ଓ ବାସିନ୍ଦାମାନଙ୍କୁ ନିମ୍ନଲିଖିତ ବିଷୟ ପ୍ରତି ସଚେତନ କରାଉଛି: ଆଗାମୀ ଦିନଗୁଡ଼ିକରେ 47 ରୁ 55 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢୁଥିବା ତାପମାତ୍ରା ଓ କ୍ୟୁମ୍ୟୁଲସ୍ ମେଘ (cumulus clouds) ର ଉପସ୍ଥିତି ଯୋଗୁଁ ଅଧିକାଂଶ ଅଞ୍ଚଳରେ ଗୁଳୁଗୁଳି ପରିବେଶ ରହିବାର ସମ୍ଭାବନା ଅଛି; ତେଣୁ, ଏଠାରେ କିଛି ସତର୍କତା ଓ ସାବଧାନତା ଦିଆଗଲା: କାରରୁ ଏହି ଜିନିଷଗୁଡ଼ିକ ହଟାଇ ଦିଅନ୍ତୁ: ଶେଷରେ: ଦୟାକରି… Continue reading ଉଚ୍ଚ ସତର୍କତା ଜାରି କରାଯାଇଛିଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା

ଚଳିତ ବର୍ଷ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟ ଘୋଷଣା କଲା ଗଣଶିକ୍ଷା ବିଭାଗ

ଭୂବନେଶ୍ୱର, ୨୪/୫: ପ୍ରିୟବ୍ରତ ବାରିକ,ରିପୋର୍ଟ (ଉତ୍କଳ ବୁଲେଟିନ୍‌)ଚଳିତ ବର୍ଷ ଯୁକ୍ତ ଦୁଇ ରେ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ଆଜି ଘୋଷଣା କରିଛନ୍ତି । କେବେ ଠାରୁ ଆବେଦନ ଛାତ୍ର ଛାତ୍ରୀ ମାନେ କରିପାରିବେ !ମେ ୨୬ ତାରିଖ ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା । (SAMS)website ମାଧ୍ଯମରେ ଆବେଦନ କରିପାରିବେ ଛାତ୍ର ଛାତ୍ରୀ ମାନେ । ଜୁଲାଭ ୮ତାରିଖରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ଜୁଲାଇ ୯ରୁ… Continue reading ଚଳିତ ବର୍ଷ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟ ଘୋଷଣା କଲା ଗଣଶିକ୍ଷା ବିଭାଗ

You cannot copy content of this page