ଭୂବନେଶ୍ୱର, ୨୪/୫: ପ୍ରିୟବ୍ରତ ବାରିକ,ରିପୋର୍ଟ (ଉତ୍କଳ ବୁଲେଟିନ୍)ଚଳିତ ବର୍ଷ ଯୁକ୍ତ ଦୁଇ ରେ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ଆଜି ଘୋଷଣା କରିଛନ୍ତି । କେବେ ଠାରୁ ଆବେଦନ ଛାତ୍ର ଛାତ୍ରୀ ମାନେ କରିପାରିବେ !ମେ ୨୬ ତାରିଖ ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା । (SAMS)website ମାଧ୍ଯମରେ ଆବେଦନ କରିପାରିବେ ଛାତ୍ର ଛାତ୍ରୀ ମାନେ । ଜୁଲାଭ ୮ତାରିଖରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ଜୁଲାଇ ୯ରୁ ୧୫ ତାରିଖ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ଅଗଷ୍ଟ ମାସ ସୁଧା ସମସ୍ତ ନାମ ଲେଖା ପର୍ଯ୍ୟାୟ ଶେଷ ହେବ । ଜୁଲାଇ ୨୩ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ଶ୍ରେଣୀ ପାଠପଢା
ପ୍ରିୟବ୍ରତ ବାରିକ,ରିପୋର୍ଟ (ଉତ୍କଳ ବୁଲେଟିନ୍