ଖୋର୍ଦ୍ଧା ତା 02/06/26 ମହିମା ସେବା ଫାଉଣ୍ଡେସନର ସଭାପତି, ସମାଜସେବୀ ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ନିଷ୍ଠାପର ବ୍ୟକ୍ତିତ୍ୱ, ନାରାୟଣ ଖୁଣ୍ଟିଆଙ୍କ ପିତା ଗଦାଧର ଖୁଣ୍ଟିଆଙ୍କ ଖୋର୍ଦ୍ଧା ନୟାପଲ୍ଲୀ ସ୍ଥିତ ଦେଉଳି ଠାରେ ଦେହାନ୍ତ ହୋଇଛି l ଜଣେ ସରଳ, ନୀତିନିଷ୍ଠ, ବରିଷ୍ଠ ସମାଜସେବୀ ଭାବେ ବେଶ ସୁଖ୍ୟାତି ଅର୍ଜନ କରିଥିଲେ l ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା l ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ଗତ ସମସ୍ୟାରେ ଚିକିତ୍ସାଧୀନ ଥିଲେ… Continue reading ବରିଷ୍ଠ ସମାଜସେବୀ ଗଦାଧର ଖୁଣ୍ଟିଆଙ୍କ ବିୟୋଗ
ବରିଷ୍ଠ ସମାଜସେବୀ ଗଦାଧର ଖୁଣ୍ଟିଆଙ୍କ ବିୟୋଗ