ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ।

ବାଲିଅନ୍ତା:୦୫/୦୬(ଗୋବର୍ଦ୍ଧନ ଦାସ)ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସ୍ଵେଚ୍ଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଧଉଳି ଛକରୁ ଧଉଳି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା କରାଯାଇଥିଲା । ହାତରେ ପ୍ଲାଗକାଡ ଧରି ପରିବେଶ ସୁରକ୍ଷା,ଗୋଟିଏ ଗଛ ଗୋଟିଏ ଜୀବନ , ଦୟା ନଦୀ,ଓ ଗଙ୍ଗୁଆ ନଦୀ ର ସ୍ବଛତା ତାର ସୁରକ୍ଷା ଉପରେ ଜନସାଧରଣଙ୍କୁ ବାର୍ତ୍ତା ଦେବା ସହ ନାରା ଦେଇ ପରିଷଦର ଶତାଧିକ ସଦସ୍ୟ, ବୁଦ୍ଧିଜୀବୀ, ଶୋଭାଯାତ୍ରା ଶେଷରେ… Continue reading ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ।

ନଦୀ ଆନ୍ଦୋଳନକାରୀ ମାନେ ଗଙ୍ଗୁଆ କୂଳରେ ପାଳିଲେ ବିଶ୍ୱ ପରିବେଶ ଦିବସ lଗଙ୍ଗୁଆ ଓ ଦାୟlର ସୁରକ୍ଷା ପାଇଁ ଦେଲେ ଆହ୍ୱାନ l

ପରିବେଶ ସୁରକ୍ଷା ପାଇଁ ଗଛ ମଧ୍ୟ ଲଗାଇଲେ lଭୁବନେଶ୍ୱର ତା 5 l 6 l ବିଶ୍ୱ ପରିବେଶ ଦିବସ ଅବସରେ ନଦୀ ଆନ୍ଦୋଳନକାରୀ ମାନେ ଆଜି ଗଙ୍ଗୁଆ କୂଳରେ ଏକତ୍ରିତ ହୋଉ ଗଙ୍ଗୁଆକୁ ନଦୀର ମାନ୍ୟତା ଦାବି କରିବା ସହିତ ଏହାର ପୁନଃରୁଦ୍ଧାର ପାଇଁ ସରକାରଙ୍କ ପ୍ରୟାସ କୁ ସମର୍ଥନ ଜଣାଇଛନ୍ତି l କିନ୍ତୁ ଗୋଟିଏ ନଦୀର ସୌନ୍ଦର୍ଯ୍ୟ ହେଉଛି ତାର ଜଳ ଧାର ବା ପ୍ରବାହ l ସରକାର ଗଙ୍ଗୁଆ କୂଳରେ ସୌନ୍ଦର୍ଯ୍ୟ ବୃଦ୍ଧି… Continue reading ନଦୀ ଆନ୍ଦୋଳନକାରୀ ମାନେ ଗଙ୍ଗୁଆ କୂଳରେ ପାଳିଲେ ବିଶ୍ୱ ପରିବେଶ ଦିବସ lଗଙ୍ଗୁଆ ଓ ଦାୟlର ସୁରକ୍ଷା ପାଇଁ ଦେଲେ ଆହ୍ୱାନ l

ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ପାଳିତ ହୋଇଯାଇଛି |

ଚାନ୍ଦବାଲି:– ଆଜି ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନର ବାର୍ତ୍ତା ନେଇ ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ବାପା ବିଦ୍ଯାଧର ବେହେରା ଏବଂ ଝିଅ ମଧୁସ୍ମିତା ବେହେରାଙ୍କ ସହିତ ମନୋରଞ୍ଜନ ବେହେରା ଏବଂ ପ୍ରାଚିସ୍ମିତା ବେହେରା ଚିକି ଉପସ୍ଥିତ ରହି ବିଶ୍ବ ପରିବେଶ ଦିବସ ପାଳନ କରିଥିଲେ | ବୃକ୍ଷରୋପଣ, ସଚେତନତାକରିଥିଲେ ଏବଂ ପରିବେଶ ସୁରକ୍ଷାର ଶପଥ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ | ସାଇସଫିଆ… Continue reading ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ପାଳିତ ହୋଇଯାଇଛି |

You cannot copy content of this page