ଘୋଟାଲାର ସ୍ୱତନ୍ତ୍ର ତଦନ୍ତ ବେଳେ ଅଭିଭାବକ ମହାସଂଘର ପରାମର୍ଶ ପାଇଁ ଅଧ୍ୟକ୍ଷଙ୍କ ପ୍ରତିଶୃତି

ଭୁବନେଶ୍ୱର ତା 8 ରିଖ l  ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ଆଜି ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ପରୀକ୍ଷା ଖାତା ମୂଲ୍ୟାୟନ ଘୋଟାଲାର ବିଚାରବିଭାଗୀୟ ତଦନ୍ତ ଦାବୀରେ ଆମରଣ ଅନଶନରେ ବସିଥିଲା l ସର୍ବ ଭାରତୀୟ ସ୍ତରରେ ନିଟ, ସିବି ଏସଇ ଏବଂ ସିୟୁଇଟି ପରୀକ୍ଷାରେ ବିଭ୍ରାଟ ଓ ମୂଲ୍ୟାୟନ ତ୍ରୁଟି କୁ ନେଇ ବର୍ତମାନ ଲକ୍ଷ ଲକ୍ଷ ଅଭିଭାବକ ଓ ଛାତ୍ର ଛାତ୍ରୀ ଭବିଷ୍ୟତ ପଦପେକ୍ଷକୁ ନେଇ ଆଶା ଆଶଙ୍କା ଓ ସନ୍ଦିହାନ ଅବସ୍ଥାରେ  ଅଛନ୍ତି… Continue reading ଘୋଟାଲାର ସ୍ୱତନ୍ତ୍ର ତଦନ୍ତ ବେଳେ ଅଭିଭାବକ ମହାସଂଘର ପରାମର୍ଶ ପାଇଁ ଅଧ୍ୟକ୍ଷଙ୍କ ପ୍ରତିଶୃତି

ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ

ବାଲିଅନ୍ତା୦୬।୦୬ (ଗୋବର୍ଦ୍ଧନ ଦାସ):- କିଛି ଦିନ ହେବ ବାଲିଅନ୍ତା ଓ ଧଉଳି ଥାନା ପୁଲିସ ଦ୍ୱାରା ନିଜ ନିଜ ଅଞ୍ଚଳରେ ବିଭିନ୍ନ ଛକଠାରେ ନାଇଟ୍ ବ୍ଲକିଂ ଓ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଯାହା ଦ୍ଵାରା ବିଭିନ୍ନ ଲୁଟ୍, ଚୋର ନିଶା କାରବାର, ବେଆଇନ ମାଟି ,ବାଲି ଚୋରା ଚାଲାଣ ଆଦି ଅନେକେ ଅପରାଧିକ କାର୍ଯ୍ୟକୁ ନିୟନ୍ତ୍ରଣ କରାଯାଇ ପାରିବ। ସବୁଦିନ ପରି ରାତ୍ରିକାଳୀନ ପଇଁତରା ମାରୁଥିବା ବାଲିଅନ୍ତା ଥାନାର ଏକ ପୁଲିସ୍ ଟିମ୍୦୬.୦୬.୨୦୨୬ ରାତି ପ୍ରାୟ… Continue reading ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ

ଅସ୍ତରଙ୍ଗ ରେ ଜିଲ୍ଲାପାଳଙ୍କ ବିନା ଚାଲିଲା ଯୁଗ୍ମ ଜନଶୁଣାଣୀ

:-ଜନଶୁଣାଣୀ ରେ ଉଠିଲା ବସ ସମସ୍ୟା ଶହ ପିଏମ ଆବାସ:-ମାତ୍ର ୩୬ଟି ଅଭିଯୋଗ ପଞ୍ଜିକୃତକାକଟପୁର,୦୮/୦୬:-ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଆୟୋଜନ କରାଯାଉଛି। ଏହାର ଆଭିମୁଖ୍ୟ ହେଉଛି ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଗୋଟିଏ ମଞ୍ଚ ଅବା ଗୋଟିଏ ସ୍ଥାନରେ ବସି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ଏବଂ ସେହି ସ୍ଥାନରେ ହିଁ ସମାଧାନ କରିବେ। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପଂଚାୟତ ସମିତି ସଭାଗୃହ ମଧ୍ୟରେ… Continue reading ଅସ୍ତରଙ୍ଗ ରେ ଜିଲ୍ଲାପାଳଙ୍କ ବିନା ଚାଲିଲା ଯୁଗ୍ମ ଜନଶୁଣାଣୀ

ମନ୍ଦିର ଚୋରି କେବେ ଶେଷ ହେବ :-କେବେ ନିଦ ଭାଙ୍ଗିବ ଖାକୀ କର୍ମଚାରୀ ଙ୍କର

:-ପାଟ୍ରୋଲିଂ ହେଉଛି ଯଦି ଚୋରି ହେଉଛି କିପରିହୁଣ୍ଡୀ ଭାଙ୍ଗୁଛି , ତାଲା ଭାଙ୍ଗୁଛି, ଖାକୀ ର ନିଦ ଭାଙ୍ଗୁନି:-ଅସ୍ତରଙ୍ଗ ରେ ଲଗାତାର ମନ୍ଦିର ଚୋରି କାହାଣୀ:-ଥାନାରେ ମାମଲା ହୋଇ ହୋଇ ଫାଇଲି ଧୂଳି ଅସ୍ତରଙ୍ଗ:-୦୮/୦୬:-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଂଚଳରେ ଦେବାଦେବୀ ଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ଗତ ବିଳମ୍ବିତ ରାତିରେ ଭେଡାବନ୍ଧ ସ୍ଥିତ ମା “ଅମ୍ବିକା ମନ୍ଦିର ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ମଧ୍ୟରେ ଥିବା ମଥା ମୁକୁଟ, ସୁନା ଚିତା,… Continue reading ମନ୍ଦିର ଚୋରି କେବେ ଶେଷ ହେବ :-କେବେ ନିଦ ଭାଙ୍ଗିବ ଖାକୀ କର୍ମଚାରୀ ଙ୍କର

ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ

ଅସ୍ତରଙ୍ଗ,୦୮/୦୬– ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ କାକଟପୁର ମୋତି କଲ୍ୟାଣ ମଣ୍ଡପରେ ସଦସ୍ୟତା ଅଭିଯାନ ନେଇ ସୋମବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଧାରଣ ସମ୍ପାଦକ ସତ୍ୟଜିତ ମହାନ୍ତି, କୃଷକ ନେତା ଦେବ ପ୍ରଧାନ, ଜିଲ୍ଲା ଉପସଭାପତି ରବୀନ୍ଦ୍ର ନାଥ ସାହୁ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ରମାକାନ୍ତ ସ୍ବାଇଁ, ନିର୍ବାଚନ ମଣ୍ଡଳୀ ଉପ… Continue reading ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ

ଶବ ସତ୍କାର ରୁ ସ୍ୱଛତା ସବୁଥିରେ ଆଗୁଆ

:-ଯେଉଁଠି ପ୍ରଶାସନ ପହଂଚେନି, ସେଠି ପହଞ୍ଚେ ‘ସବୁଜ ଶାଖା “:-“ସବୁଜ ଶାଖା “ହେଲା “ପ୍ରକୃତି ମିତ୍ର “:-ଦିବାକର ଛାଟୋଇ ଙ୍କ ଆଦର୍ଶ ରେ ଆଗେଇ ଚାଲିଛି “ସବୁଜ ଶାଖା “କାକଟପୁର:-୦୮/୦୬:-ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ସ୍ଥିତ ବ୍ଲୁ ଫ୍ଲାଗ ବିଚ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହ ରେ ଅସ୍ତରଙ୍ଗ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ସବୁଜ ଶାଖା “କୁ ମର୍ଯ୍ୟାଦାଜନକ “ପ୍ରକୃତି ମିତ୍ର “ପୁରସ୍କାରରେ ସଂମ୍ମାନିତ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ… Continue reading ଶବ ସତ୍କାର ରୁ ସ୍ୱଛତା ସବୁଥିରେ ଆଗୁଆ

କୃତି ଛାତ୍ର ଙ୍କୁ ମିଳିଲା ସର୍ବୋଚ୍ଚ ସଂମ୍ମାନ

:-ନିଜ ସ୍କୁଲର ଭିତ୍ତିପ୍ରସ୍ତର ଦେଲେ ରୁଦ୍ର -ସୂର୍ଯ୍ୟ:-୧୮ମାସ ରେ ସରିବ ସ୍ମାଟ କ୍ଲାସ ଓ ଡିଜିଟାଲ ଲ୍ୟାବ କାମ କାକଟପୁର :-୦୮/୦୬:-ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନିୟ ସଫଳତା ପାଇଁ ପୁରୀ ଜିଲ୍ଲା କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ଗର୍ବର ଦିନ । ଓଡିଶା ସରକାର ଙ୍କ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଉନ୍ନୟନ ଯୋଜନା ରେ ଅନ୍ତର୍ଭୂକ୍ତ ହୋଇ ବିଦ୍ୟାଳୟ ଏବେ “ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ “ଭାବେ ନୂଆ ପରିଚୟ ପାଇଛି ।ଦ୍ୱିତୀୟ ପର୍ଯ୍ୟ୍ୟୟ ରେ ମୁଖ୍ୟମନ୍ତ୍ରୀ… Continue reading କୃତି ଛାତ୍ର ଙ୍କୁ ମିଳିଲା ସର୍ବୋଚ୍ଚ ସଂମ୍ମାନ

27ହଜାର କୋଟି ଘୋଟlଲାର ସିବିଆଇ ତଦନ୍ତ, ପ୍ରଦୀପ ଜେନାଙ୍କ ଇସ୍ତଫା ସ୍ୱଇଚ୍ଛା ନୁହେଁ ଚାପ, ବିଜୁଳି ଉତ୍ପାଦନଠୁ କଂଜୁମର ପର୍ଯ୍ୟନ୍ତ ମିଟରିଙ୍ଗ, ଘନ ଘନ ବିଜୁଳି କାଟ

ଭୁବନେଶ୍ୱର ତା 6 ରିଖ l ସରକାର 2024ଫେବୃଆରୀ ସୁଦ୍ଧl ବିଦ୍ୟୁତ ଭିତିଭୂମି ସଜାଡିବାକୁ 20 ହଜାର କୋଟି ଏବଂ ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି l ସେହିପରି ମାର୍ଚ୍ଚ 2026 ସୁଦ୍ଧା ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଦର୍ଶାଇଛି l ଏହି ସବୁ ଅର୍ଥ ଠିକସେ ଖର୍ଚ୍ଚ ନହୋଇ ହରିଲୁଟ ହୋଇଛି l ତେଣୁ ଓ ଇ ଆର ସି ଟାରିଫ ଅର୍ଡର… Continue reading 27ହଜାର କୋଟି ଘୋଟlଲାର ସିବିଆଇ ତଦନ୍ତ, ପ୍ରଦୀପ ଜେନାଙ୍କ ଇସ୍ତଫା ସ୍ୱଇଚ୍ଛା ନୁହେଁ ଚାପ, ବିଜୁଳି ଉତ୍ପାଦନଠୁ କଂଜୁମର ପର୍ଯ୍ୟନ୍ତ ମିଟରିଙ୍ଗ, ଘନ ଘନ ବିଜୁଳି କାଟ

ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ବତ ମଞ୍ଚର ୧୦ମ ବାର୍ଷିକୋତ୍ସବ ଅନୁଷ୍ଠିତ

ଭୁବନେଶ୍ବର : ଆଜି ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପରିସରରେ  ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ବତ ମଞ୍ଚର ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ପ୍ରମୁଖ ଅତିଥି ବିଶିଷ୍ଟ  ଶିକ୍ଷାବିତ୍ ଡଃ ଦିଗରାଜ ବ୍ରହ୍ମା’  ପ୍ରବୁଦ୍ଧ ଅତିଥି ଗବେଷକ ଭାଗୀରଥି ମହାସୁଆର,  ପ୍ରବୀଣ ଅତିଥି ଖ୍ୟାତାନାମା ଶିଶୁସାହିତ୍ୟିକ ଡଃ ରାମଚନ୍ଦ୍ର ଦେଓ ଏବଂ ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ ଯୋଗଦେଇ ଓଡ଼ିଆ ସାହିତ୍ୟ… Continue reading ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ବତ ମଞ୍ଚର ୧୦ମ ବାର୍ଷିକୋତ୍ସବ ଅନୁଷ୍ଠିତ

କୋଟି କୋଟି ଟଙ୍କାର ବସଷ୍ଟାଣ୍ଡ ଖାଲି, ରାସ୍ତା ଉପରେ ବସ ର ଦରବାର:-ଯାତ୍ରୀ ଆଣିବା ବାହାନାରେ ମୁଖ୍ୟ ବଜାର ରୁ ଥାନା ଯାଏଁ ଲମ୍ବା ହୋଇ ବସ, ଆମ୍ବୁଲାନ୍ସ ବି ଫସୁଛି; ପ୍ରଶାସନ ନିରବ

କାକଟପୁର-୦୮/୦୬:-ପୁରୀ ଜିଲ୍ଲା କାକଟପୁର ହେଉଛି ମା ‘ମଙ୍ଗଳା ଙ୍କ ପାଇଁ ପ୍ରସିଦ୍ଧ । ରାଜ୍ୟ ତଥା କୋଣ ଅନୁକୋଣ ରୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ଅସ୍ତରଙ୍ଗ ରୁ ଭୁବନେଶ୍ୱର, କଟକ, ପାରାଦ୍ୱୀପ ଗମନାଗମନ ପାଇଁ କାକଟପୁର ହେଉଛି ମୁଖ୍ୟ ରାସ୍ତା ।ଟ୍ରାଫିକ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କାକଟପୁରରେ ନୂଆ ବସଷ୍ଟାଣ୍ଡ ତିଆରି କଲେ । ହେଲେ କିଛି ମାସ ହେଲା ଉଦ୍‌ଘାଟନ… Continue reading କୋଟି କୋଟି ଟଙ୍କାର ବସଷ୍ଟାଣ୍ଡ ଖାଲି, ରାସ୍ତା ଉପରେ ବସ ର ଦରବାର:-ଯାତ୍ରୀ ଆଣିବା ବାହାନାରେ ମୁଖ୍ୟ ବଜାର ରୁ ଥାନା ଯାଏଁ ଲମ୍ବା ହୋଇ ବସ, ଆମ୍ବୁଲାନ୍ସ ବି ଫସୁଛି; ପ୍ରଶାସନ ନିରବ

You cannot copy content of this page