Bhubaneswar-: ୟୁନିଟ୍ ୪ସ୍ଥିତ , ବୁଦ୍ଧ ମନ୍ଦିରର ନୁତନ ପ୍ରେକ୍ଷାଳୟ ଠାରେ , ଗତ ଜୁନ୍ ୧୦ତାରିଖ ଦିନ ଶ୍ୟାମପ୍ରିୟା କଳା ସଂସ୍ଥାନ , ଦିଲ୍ଲୀ ପକ୍ଷରୁ summer workshop ra closing ceremony ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଏହି ସନ୍ଧ୍ୟାଟିକୁ ସ୍ୱର୍ଗତ ରବି ନାରାୟଣ ପ୍ରସାଦ ମହାନ୍ତିଙ୍କ ପବିତ୍ର ସ୍ମୃତିକୁ ମନେପକାଇ ସମର୍ପିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର ଓ ସ୍ବର୍ଣ୍ଣଲତା ମହାନ୍ତି । ସେମାନେ… Continue reading ଶ୍ୟାମପ୍ରିୟା କଳା ସଂସ୍ଥାନ , ଦିଲ୍ଲୀ ପକ୍ଷରୁ summer workshop ra closing ceremony
ଶ୍ୟାମପ୍ରିୟା କଳା ସଂସ୍ଥାନ , ଦିଲ୍ଲୀ ପକ୍ଷରୁ summer workshop ra closing ceremony