ସମାଜ ସମ୍ବାଦିକଙ୍କ ପିତୃ ବିୟୋଗ, ବିଭିନ୍ନ ମହଲରେ ଶୋକ

ଚିଲିକା,୧୯। ୬:ଚିଲିକା ବ୍ଲକ ହରିପୁର ଶାସନ ନିବାସୀ ସଫଳ ଚାଷୀ, ସମାଜସେବୀ ତଥା ସ୍ଥାନୀୟ ସମାଜର ପ୍ରତିନିଧି ଅଖିଳ କୁମାର ପଲାଇଙ୍କ ପିତା ରାଜକିଶୋର ପଲାଇ( ୮୦ ବର୍ଷ)ଙ୍କର ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଘରେ ଚିକିତ୍ସାଧୀନ ଥିଲେ। ସ୍ବର୍ଗତ ଶ୍ରୀ ପଲାଇ ଜଣେ ସ୍ନେହିଁ, ମେଳାପୀ, ଧର୍ମପରାୟଣ ବ୍ୟକ୍ତି ଭାବେ ସାଧାରଣରେ ସମସ୍ତଙ୍କୁ ଆପଣାର କରି ରଖିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ହରିପୁର ଶାସନ… Continue reading ସମାଜ ସମ୍ବାଦିକଙ୍କ ପିତୃ ବିୟୋଗ, ବିଭିନ୍ନ ମହଲରେ ଶୋକ

କହ୍ନେଇପୁର ଗ୍ରାମରେ ଅଗ୍ନିକାଣ୍ଡ, ଦୋକାନ ଘର ସମେତ ୪ ବଖରା ଭସ୍ମୀଭୂତ

ଚିଲିକା, ୧୯।୬: ବାଣପୁର ବ୍ଳକ ନାଚୁଣୀ ପଞ୍ଚାୟତ ଅଧୀନ ସୁନାଖଳା ନିକଟସ୍ଥ କହ୍ନେଇପୁର ଗ୍ରାମ ରେ ଗତକାଲି ରାତି ପ୍ରାୟ ୨/୩ ଟା ସମୟରେ ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ଗ୍ରାମର ୨ ଟି ପରିବାରର ମୋଟ ଚାରି ବଖରା ଭସ୍ମୀଭୂତ ହୋଇଯାଇଛି। ସୂଚନାଯୋଗ୍ୟ ଏହି ଅଗ୍ନିକାଣ୍ଡରେ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ମୁଦୁଲିଙ୍କ ଚାଳ ୨ ବଖରା ମଧ୍ୟରୁ ଏକ ଦୋକାନ ଘର ଯେଉଁ ଥିରେ ଇଲେକ୍ଟ୍ରୋନିକସ ସାମାନ ଓ ଯନ୍ତ୍ରାଂଶ, ତଥା ଇଲେକ୍ଟ୍ରିକାଲ ସ୍କୁଟି, ଏକ ମୋବାଇଲ,… Continue reading କହ୍ନେଇପୁର ଗ୍ରାମରେ ଅଗ୍ନିକାଣ୍ଡ, ଦୋକାନ ଘର ସମେତ ୪ ବଖରା ଭସ୍ମୀଭୂତ

You cannot copy content of this page