ଗୋଖୀ ବାବା କଳବରରେ ୮୦ତମ ସ୍ଵାଧୀନତା ଦିବସ ପାଳିତ।

ବାଲିଅନ୍ତା୧୫/୦୮:- ଗୋଖୀ ବାବା କଳବରରେ ସ୍ଵାଧୀନତାର ୮୦ ବର୍ଷ ପୂର୍ତ୍ତି ଭାରତ ପାଳନ ଅବସରରେସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୮୦ ତମ ସ୍ଵାଧୀନତା ଦିବସର ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମୂରଲୀ ମନୋହର ପାତ୍ର, ଅଶୋକ କୁମାର ମହାରଣା, ଅର୍ଜୁନ କୁମାର ନାୟକ ଓ ସର୍ବୋପରି ୬୭ ଓ୍ଵାର୍ଡର କାଉନସିଲର ମଧୁସ୍ମିତା ପ୍ରଧାନ ଯୋଗ ଦେଇଥିଲେ।ମହାତ୍ମାଗାନ୍ଧୀଙ୍କ ଅହିଂସା ଆନ୍ଦୋଳନର ଫଳ ସ୍ୱରୂପ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ଵାଧିନତା ଲାଭ… Continue reading ଗୋଖୀ ବାବା କଳବରରେ ୮୦ତମ ସ୍ଵାଧୀନତା ଦିବସ ପାଳିତ।

ନିର୍ମାଣ ଅନୁଷ୍ଠାନରେ ପାଳିତ ହେଲା 80ତମ ସ୍ୱାଧୀନତା ଦିବସ*

ବାଲିଅନ୍ତା୧୫/୦୮:- ବାଳକାଟି ସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ ପରିସରରେ ଅଶି ତମ ସ୍ୱାଧୀନତା ଦିବସ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି।ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧେଶ୍ୱର ମହାନ୍ତି ଙ୍କ ତତ୍ୱାବଧାନରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ସଂଳାପ ଲେଖକ ଡଃ. ରଜନୀ ରଞ୍ଜନ ଦାସ,ମୁଖ୍ୟ ବକ୍ତା ଭାବେ… Continue reading ନିର୍ମାଣ ଅନୁଷ୍ଠାନରେ ପାଳିତ ହେଲା 80ତମ ସ୍ୱାଧୀନତା ଦିବସ*

ଶାଳିଆ ପ୍ରେସ କ୍ଳବ ତରଫରୁ ୮୦ ତମ ସ୍ଵାଧୀନତା ଦିବସ ପାଳିତ।

ଚିଲିକା, ୧୫ ।୮:- ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବ ପକ୍ଷରୁ କ୍ଳବ ପରିସରରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ବରିଷ୍ଠ ସମାଜସେବୀ ସୁନୀଲ ମାନସିଂହ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସଭାପତି ଅଜିତ କୁମାର ସାହୁ ପରିଚାଳନା କରିଥିଲେ।ଉକ୍ତ ସମାରୋହରେ କ୍ଲବର ସଦସ୍ୟ ମାନେ ଉପସ୍ଥିତ ରହି ଜାତୀୟ ପତାକା ତ୍ରିରଙ୍ଗାକୁ ନମନ କରି ଜାତୀୟ ସଙ୍ଗୀତ ଗାନ କରିବା ସହ ଭାରତ ମାତା କି ଜୟ,ବନ୍ଦେ… Continue reading ଶାଳିଆ ପ୍ରେସ କ୍ଳବ ତରଫରୁ ୮୦ ତମ ସ୍ଵାଧୀନତା ଦିବସ ପାଳିତ।

ସମରକ୍ରାନ୍ତି ସେନା ପକ୍ଷରୁ ସ୍ଵାଧୀନତା ଦିବସ ଅନୁଷ୍ଠିତ

ଭୁବନେଶ୍ୱର ତା 15/08/26 ଅସିତମ ସ୍ୱାଧୀନତା ଦିବସ ଅବସରରେ ସମର କ୍ରାନ୍ତି ସେନା ସାମାଜିକ ଅନୁଷ୍ଠାନ ପକ୍ଷରୁ ରସୁଲଗଡ଼ ସ୍ଥିତ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୁର୍ତ୍ତି ନିକଟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାକୁ ବିଶିଷ୍ଟ ପଦାର୍ଥବିଜ୍ଞାନୀ ଡ଼କ୍ଟର ସୁଶାନ୍ତ ଦାସ ଜାତୀୟ ପତାକା ଉତ୍ତୋଳନ କରିବା ସହ ଵୀର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଗାଥା ଉପରେ ଆଧାରିତ ସଂଗ୍ରାମ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ତଥା ଦୈନିକ ଖବରକାଗଜ “ପ୍ରତିକାର” ର ସମ୍ପାଦକ ଶ୍ରୀଯୁକ୍ତ… Continue reading ସମରକ୍ରାନ୍ତି ସେନା ପକ୍ଷରୁ ସ୍ଵାଧୀନତା ଦିବସ ଅନୁଷ୍ଠିତ

ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

ଚିଲିକା,୧୫।୮:ଦେଶର ୮୦ ତମ ସ୍ୱାଧୀନତା ଦିବସ ଆଜି ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବହୁ ଉତ୍ସାହ ଓ ଦେଶଭକ୍ତିର ସହ ପାଳନ କରାଯାଇଛି ।.ସକାଳ ୮ଟା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ସ୍ୱାଇଁ, ଅଙ୍ଗନବାଡି ଶିକ୍ଷୟତ୍ରୀ ଶ୍ରୀମତୀ ସୀତା ବେହେରା,ରଶ୍ମିତା ବେହେରା ପ୍ରମୁଖ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।.ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତି ଗୀତ, ନୃତ୍ୟ, ନାଟକ ଏବଂ ବକୃତା… Continue reading ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

ଚିଲିକା: ଦେଶର ୮୦ ତମ ସ୍ୱାଧୀନତା ଦିବସ ଆଜି ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବହୁ ଉତ୍ସାହ ଓ ଦେଶଭକ୍ତିର ସହ ପାଳନ କରାଯାଇଛି ।.ସକାଳ ୮ଟା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ସ୍ୱାଇଁ, ଅଙ୍ଗନବାଡି ଶିକ୍ଷୟତ୍ରୀ ଶ୍ରୀମତୀ ସୀତା ବେହେରା,ରଶ୍ମିତା ବେହେରା ପ୍ରମୁଖ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।.ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତି ଗୀତ, ନୃତ୍ୟ, ନାଟକ ଏବଂ… Continue reading ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

ବାଲୁଗାଁ ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ

ଚିଲିକା: ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଥାନା ପରିସରରେ ‘ଆମ ପୋଲିସ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରିଣୀ ଶ୍ରୀମତୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ସାଇବର ଠକେଇରୁ ସତର୍କ ରହିବା, ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢ଼ିଙ୍କୁ ନିଶାର କବଳରୁ ଦୂରେଇ ରଖିବା। ଏଥିରେ ମୋବାଇଲ ମାଧ୍ୟମରେ… Continue reading ବାଲୁଗାଁ ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ

ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ

ବାଲୁଗାଁ: ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ବାଲୁଗାଁ ଥାନା ପରିସରରେ ‘ଆମ ପୋଲିସ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ସାଇବର ଠକେଇରୁ ସତର୍କ ରହିବା, ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢ଼ିଙ୍କୁ ନିଶାର କବଳରୁ ଦୂରେଇ ରଖିବା। ଏଥିରେ ମୋବାଇଲ ମାଧ୍ୟମରେ ଆସୁଥିବା ଲୋଭନୀୟ ଅଫରରୁ… Continue reading ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ

ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ

ଭୁବନେଶ୍ୱର ତା. ୧୪/୮ ରିଖ : ଭାରତବର୍ଷରେ ବିଶିଷ୍ଟ ସନ୍ଥ ଧର୍ମସମ୍ରାଟ କରପତ୍ରୀ ଜୀ ମହାରାଜଙ୍କ ୧୧୯ତମ ପ୍ରକଟ ଦିବସ, ଶ୍ରୀ ଅରବିନ୍ଦ ଆଶ୍ରମର ସାଧକ ସନ୍ଥ ବାବାଜୀ ମହାରାଜଙ୍କ ୧୧୮ତମ ଜନ୍ମୋତ୍ସବ ଓ ଜ୍ୟୋର୍ତିପୀଠାଧିଶ୍ୱର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମହାରାଜଙ୍କ ୫୭ତମ ପ୍ରକଟ ଉତ୍ସବ ଉପଲକ୍ଷେ ଆଜି ଏକ ବୈଦିକ ଯଜ୍ଞ କାର୍ଯ୍ୟକ୍ରମ, ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନମ୍ ଓ ରାମ ରାଜ୍ୟ ପରିଷଦ ଓଡ଼ିଶା ପକ୍ଷରୁ ଶ୍ରୀ ଅରବିନ୍ଦ ନଗରସ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ଭବନ… Continue reading ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ

ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ

ବାଲୁଗାଁ, : ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଥାନା ପରିସରରେ ‘ଆମ ପୋଲିସ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରିଣୀ ଶ୍ରୀମତୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା.କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ସାଇବର ଠକେଇରୁ ସତର୍କ ରହିବା, ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢ଼ିଙ୍କୁ ନିଶାର କବଳରୁ ଦୂରେଇ ରଖିବା। ଏଥିରେ ମୋବାଇଲ ମାଧ୍ୟମରେ ଆସୁଥିବା… Continue reading ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ

You cannot copy content of this page