ବୋଲଗଡ଼ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ।

ଚିଲିକା, ୮।୯:ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ମଙ୍ଗଳବାର ଦିନ ବୋଲଗଡ଼ ସଦର ମହକୁମା ସ୍ଥିତ ସରକାରୀ ପି.ଏମ.ଶ୍ରୀ.ବାମନ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର, ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସାହୁ ଓ ସମ୍ମାନିତ ଅତିଥି ଭାବେ… Continue reading ବୋଲଗଡ଼ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ।

ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତକଳା, ଭାଷା ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ଗୁରୁ ଭଗବାନଙ୍କ ଅବଦାନ ସ୍ମରଣ

ଧର୍ମଗଡ଼, ୭/୯/୨୦୨୬:(ଜନ୍ମେଜୟ ନାଏକ)ଧର୍ମଗଡ଼ ଅନ୍ତର୍ଗତ ଡୁମେରଗୁଡ଼ା ଠାରେ ମାଁ ବସ୍ତରେନ କଳା ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା, କଳା ଓ ସଂସ୍କୃତିର ଅନନ୍ୟ ପ୍ରଚାରକ ତଥା ନାଟ୍ୟ ବ୍ରହ୍ମର୍ଷି ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଶିକ୍ଷାବିତ୍ ଅମୂଲ୍ୟ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ ଦୀପକ କୁମାର ସୁନାନୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଦେବାର୍ଚନ ସେଠିଆ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର… Continue reading ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତକଳା, ଭାଷା ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ଗୁରୁ ଭଗବାନଙ୍କ ଅବଦାନ ସ୍ମରଣ

‘ଶିବମ୍ ଶିକ୍ଷାନୁଷ୍ଠାନ “ରେ ଗୁରୁଦିବସ ପାଳନ/ମା, ମାଟି ଓ ମାତୃଭାଷା ପାଇଁ କାର୍ଯ୍ୟ କରନ୍ତୁ ଆଜିର ଯୁବପୀଢ଼ି

ଭୁବନେଶ୍ୱର ପ୍ରତିବର୍ଷ ପରି ଚଳିତ ବର୍ଷ “ଶିବମ୍ ଇନଷ୍ଟିଟ୍ୟୁଟ ଅଫ କମ୍ପ୍ୟୁଟର ଏଜୁକେସନ “ରେ ଗୁରୁଦିବସ ପାଳିତ ହୋଇଯାଇଛି l ମହାନ ଶିକ୍ଷାବିତ, ପ୍ରାକ୍ତନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ତଥା ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦ୍ବୀପ ପ୍ରଜ୍ଵଳନ ଅନୁଷ୍ଠାନର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l ଅନୁଷ୍ଠାନ ର ନିର୍ଦ୍ଧେଶକ, ଶିକ୍ଷାବିତ ମଦନ ମୋହନ ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଗୁରୁପୂଜନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ… Continue reading ‘ଶିବମ୍ ଶିକ୍ଷାନୁଷ୍ଠାନ “ରେ ଗୁରୁଦିବସ ପାଳନ/ମା, ମାଟି ଓ ମାତୃଭାଷା ପାଇଁ କାର୍ଯ୍ୟ କରନ୍ତୁ ଆଜିର ଯୁବପୀଢ଼ି

ସମସ୍ୟାରେ ଜର୍ଜରିତ ପୁରୀ ରେଡ଼କ୍ରସ, ସମାଧାନ କେବେ?ବୈଠକ ଅନୁଷ୍ଠିତ

ପୁରୀ, ୬/୯: ସମୁଦ୍ର କୂଳରେ ଗାନ୍ଧୀପାର୍କ ରେ ପୁରୀ ରେଡକ୍ରସ୍ ର ସମସ୍ତ ଆଜୀବନ ସଦସ୍ୟ ଓ ସଦସ୍ୟା ମାନଙ୍କ ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶହେ ରୁ ଅଧିକ ପୁରୀ ରେଡକ୍ରସ୍ ର ସଦସ୍ୟ ଓ ସଦସ୍ୟା, ଅନେକ ବରିଷ୍ଠ ପୁରୁଣା ସଦସ୍ୟ ଓ ଆଇନଜୀବି ସାମ୍ବାଦିକ ଏହି ବୈଠକରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଜୀବନ ସଦସ୍ୟ ନୀଳାଚଳ ଦାସ, ଦୀପକ ପାତ୍ର, ମନୋରଞ୍ଜନ ଜେନା, ନାରାୟଣ ଦାଶ,… Continue reading ସମସ୍ୟାରେ ଜର୍ଜରିତ ପୁରୀ ରେଡ଼କ୍ରସ, ସମାଧାନ କେବେ?ବୈଠକ ଅନୁଷ୍ଠିତ

You cannot copy content of this page