ବୁଦ୍ଧଙ୍କ ଶାନ୍ତିର ମନ୍ଦିରରେ ଅଶାନ୍ତି : ସ୍କୁଲ, ନର୍ସରୀ, କ୍ୟାଟେରିଙ୍ଗ, ରଦି ଜିନିଷର ହୋଲସେଲ

ବୁଦ୍ଧଙ୍କ ଶାନ୍ତିର ମନ୍ଦିରରେ ଅଶାନ୍ତି ଓ ଜମି ମାଫିଆଙ୍କ ଲୁଲୁପ ଦୃଷ୍ଟି ଓ ବୁଦ୍ଧ ଧର୍ମର ପ୍ରସାର ସ୍ଥାନ ଏବେ ଆଉ ଏକ ବ୍ୟବସାୟ ସ୍ଥଳ ପାଲଟିଛି ।ନର୍ସରୀ, କ୍ୟାଟେରିଙ୍ଗ, ପୁରୁଣା ରଦି ଜିନିଷ ବିକ୍ରୟ କେନ୍ଦ୍ର, ହଲ୍ ଭଡ଼ା, ଖାଇବା ସ୍ଥାନ ଭଡ଼ା ଦିଆ ଯାଉଛି ଓ ଜମି ହଡ଼ପ କରି ହୋଇଛି ସ୍କୁଲ ଏବଂ ସେଠି ଡ୍ରେସ୍, ବହି, ଖାତା, ସବୁଥରେ ପି.ସି.ରେ କାର୍ଯ୍ୟ ଚାଲିଛି ।ଏଭଳି ମାରାତ୍ମକ ଅଭିଯୋଗ କରିଛନ୍ତି ଭୁବନେଶ୍ୱର ବୁଦ୍ଧମନ୍ଦିରର… Continue reading ବୁଦ୍ଧଙ୍କ ଶାନ୍ତିର ମନ୍ଦିରରେ ଅଶାନ୍ତି : ସ୍କୁଲ, ନର୍ସରୀ, କ୍ୟାଟେରିଙ୍ଗ, ରଦି ଜିନିଷର ହୋଲସେଲ

ଉତ୍କଳରତ୍ନ ବିଶ୍ୱନାଥ ମିଶ୍ରଙ୍କ ପୁଣ୍ୟତିଥି ଅନୁଷ୍ଠିତ

ଭୁବନେଶ୍ୱର ତା 20/09/26 ପ୍ରଥମ ଓଡ଼ିଆ ବାରିଷ୍ଠର, ମହାନ ସ୍ୱାଧୀନତା ସଂଗ୍ରାମୀ, ଉତ୍କଳ ରତ୍ନ, ସମାଜ ସଂସ୍କାରକ ସ୍ବର୍ଗତ ବିଶ୍ୱନାଥ ମିଶ୍ରଙ୍କ ପୁଣ୍ୟତିଥି ସ୍ଥାନୀୟ ୟୁନିଟ 8 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବିଜେଡି ସାଂସ୍କୃତିକ ସାମୁଖ୍ୟ ପକ୍ଷରୁ ଆୟୋଜିତ ସ୍ମୃତିଚାରଣରେ ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ,ସାଂସ୍କୃତିକ ସାମୁଖ୍ୟର ମୁଖ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସମାଜସେବୀ… Continue reading ଉତ୍କଳରତ୍ନ ବିଶ୍ୱନାଥ ମିଶ୍ରଙ୍କ ପୁଣ୍ୟତିଥି ଅନୁଷ୍ଠିତ

“ବସ୍ତି କୁ ଚାଲ” ଅଭିଯାନ — ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର ତା 20/09/26ବସ୍ତିବାସୀଙ୍କ ସହ ପୋଲିସର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ସମୁଦାୟ ଭିତ୍ତିକ ପୋଲିସିଂକୁ ଆହୁରି ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ କମିସନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ “ବସ୍ତି କୁ ଚାଲ” ପଦକ୍ଷେପ ଉପରେ ଅର୍ଦ୍ଧଦିବସୀୟ “Sensitization Training Programme” ଆୟୋଜିତ ହୋଇଛି।କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ଡ଼. ଏସ୍. ଦେବ ଦତ୍ତ ସିଂହ, IPS, କମିସନର ଅଫ୍ ପୋଲିସ, ଭୁବନେଶ୍ୱର-କଟକ, ଶ୍ରୀ ନରସିଂହ ଭୋଳ, IPS, ଅତିରିକ୍ତ କମିସନର ଅଫ୍ ପୋଲିସ, ଭୁବନେଶ୍ୱର-କଟକ ଏବଂ ଶ୍ରୀ… Continue reading “ବସ୍ତି କୁ ଚାଲ” ଅଭିଯାନ — ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଗ୍ରାମାଞ୍ଚଳରେ ଗଣିତ ଶିକ୍ଷାକୁ ସହଜ କରୁଛି ‘EDUMATHINODIA’

ଶିକ୍ଷାର୍ଥୀଙ୍କ ପାଇଁ YouTube Shorts ମାଧ୍ୟମରେ ଗଣିତର ସହଜ କୌଶଳ ଓ ପରୀକ୍ଷା ପ୍ରସ୍ତୁତିଦେଉଳି, ଖୋର୍ଦ୍ଧା: ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ ଜ୍ଞାନକୁ ସହଜ ଓ ଆକର୍ଷଣୀୟ ଭାବେ ପହଞ୍ଚାଇବା ଉଦ୍ଦେଶ୍ୟରେ ‘EDUMATHINODIA’ YouTube ଚ୍ୟାନେଲ୍ ଶିକ୍ଷାମୂଳକ Shorts ଭିଡିଓ ପ୍ରସ୍ତୁତ କରୁଛି। ଗଣିତର ବିଭିନ୍ନ ଅଧ୍ୟାୟ, ସହଜ ଗଣିତ କୌଶଳ, ମାନସିକ ଗଣିତ ଓ ବିଭିନ୍ନ ପ୍ରଶ୍ନର ସମାଧାନକୁ ଓଡ଼ିଆ ଭାଷାରେ ସରଳ ଭାବେ ବୁଝାଇବା ଏହି ଚ୍ୟାନେଲ୍‌ର ମୁଖ୍ୟ ଲକ୍ଷ୍ୟ। ବିଶେଷକରି Scholarship, Entrance… Continue reading ଗ୍ରାମାଞ୍ଚଳରେ ଗଣିତ ଶିକ୍ଷାକୁ ସହଜ କରୁଛି ‘EDUMATHINODIA’

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡାଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଚିଲିକା, ୨୦।୯:ପଣ୍ଡିତ ଗୋଦାବରୀଶ ମିଶ୍ର, ପାଇକକବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ସମସାମୟିକ ବିଶିଷ୍ଟ ବ୍ରିଟିଶ ଅମଳର ଓଡ଼ିଆ ଡାକ୍ତର, ଐତିହାସିକ ତଥା ସାହିତ୍ୟିକ ସ୍ୱର୍ଗତ ରାଧା ଚରଣ ପଣ୍ଡା ଙ୍କ ପୁଣ୍ୟ ଜୟନ୍ତୀ ଆଗାମୀ ଅକ୍ଟୋବର ଅଣତିରିଶ ରେ ପାଳିତ ହେବାକୁ ଥିବା ପରିପ୍ରେକ୍ଷୀରେ ଏ ସମ୍ପର୍କରେ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ସ୍ମୃତି କମିଟି ର ଆବାହକ ଅଧ୍ୟାପକ ସ୍ୱାଧୀନ କୁମାର ପଣ୍ଡାଙ୍କ ଆହ୍ୱାନ କ୍ରମେ ଶ୍ରୀଶ୍ରୀ ଉମାମହେଶ୍ୱର ଦେବଙ୍କ… Continue reading ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡାଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

You cannot copy content of this page