ବୋଲଗଡ଼ରେ ଉଲ୍ଲାସ ଆକଳନ ଅନୁଷ୍ଠିତ

ବୋଲଗଡ଼, ୨୧ | ୯: ବୋଲଗଡ଼ ମଣ୍ଡଳରେ ସମସ୍ତ ସରକାରୀ ବିଦ୍ୟାଳୟରେ ମୋଟରେ ୫୪୯୯ ଜଣ ଶିକ୍ଷାର୍ଥୀପ୍ରଧାନ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସର୍ଭେୟର ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଉଲ୍ଲାସ ପରୀକ୍ଷା ଦେଇଥିଲ।ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ବିଆରସିସି କୈଳାସନାଥ ସ୍ୱାଇଁ, ଏବିଇଓ ନିରଞ୍ଜନ ନାୟକ, ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା, ଶିକ୍ଷକ ପ୍ରମୋଦ ହୋତା, ତ୍ରିନାଥ ବେହେରା ଓ୧୪ ଜଣ ସିଆରସିସି ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ।ପରୀକ୍ଷା… Continue reading ବୋଲଗଡ଼ରେ ଉଲ୍ଲାସ ଆକଳନ ଅନୁଷ୍ଠିତ

ହରିପୁରରେ ମୁଣ୍ମୟୀ ଦୁର୍ଗାଦେବୀଙ୍କ ଉଦ୍ଦେଶ୍ୟରେ ମୃତ୍ତିକା ଅନୁକୂଳ

ଚିଲିକା, ୨୧ ।୯: ପାର୍ବଣ ଋତୁର ଶାରଦୀୟ ପୂଜା ଆଗମନରେ କାଶତଣ୍ଡୀ ଫୁଲର ଆବରଣରେ ମା’ଦୁର୍ଗାଦେବୀଙ୍କ ଧରାପୃଷ୍ଠ ଅବତରଣକୁ ସ୍ୱାଗତ ଜଣାଇବା ପାଇଁ ସମସ୍ତ ସହର, ବଜାର ଓ ପୁରପଲ୍ଲୀର ଦୁର୍ଗାମଣ୍ଡପ ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଲାଣି | ଏହି ଅବସରରେ ବିଭିନ୍ନ ଦୁର୍ଗା ମଣ୍ଡପ ଗୁଡ଼ିକରେ ପଣ୍ଡିତ ମାନଙ୍କ ପଞ୍ଜିକା ଗଣନା ଅନୁସାରେ ଶୁଭଲଗ୍ନ ସମୟରେ ମୃତ୍ତିକା ଅନୁକୂଳ କରାଗଲାଣି | ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ଦୁର୍ଗାପୂଜା ନିମନ୍ତେ… Continue reading ହରିପୁରରେ ମୁଣ୍ମୟୀ ଦୁର୍ଗାଦେବୀଙ୍କ ଉଦ୍ଦେଶ୍ୟରେ ମୃତ୍ତିକା ଅନୁକୂଳ

You cannot copy content of this page