ଚିଲିକା ଅଞ୍ଚଳରୁ ସିରିଜ ଲୁଟ ଘଟଣା: କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ଉଦ୍ଧାର, ୧୨ ଗିରଫ.

ଖୋରଧା: ଦୁଇ ମାସ ଧରି ଖୋରଧା ଜିଲ୍ଲାର ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନାଚୁଣୀ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ସିରିଜ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ସୁନା ଓ ରୂପା ଅଳଙ୍କାର ଲୁଟ ଘଟଣାରେ ୧୨ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଅଳଙ୍କାର ଜବତ କରାଯାଇଛି। ଖୋରଧା ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ବରେ ପୋଲିସର ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ… Continue reading ଚିଲିକା ଅଞ୍ଚଳରୁ ସିରିଜ ଲୁଟ ଘଟଣା: କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ଉଦ୍ଧାର, ୧୨ ଗିରଫ.

ଡାକ୍ତର ଅଶୋକ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ତା ୩/୧୧ଖ୍ୟାତନାମା ଡାକ୍ତର ,ଓଡ଼ିଆ ଭାଷା , ସାହିତ୍ୟ -ସଂସ୍କୃତି ପ୍ରେମୀ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର ଙ୍କ ବିୟୋଗରେ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ମଣ୍ଡଳର ଗୋପବନ୍ଧୁ ସଭା କକ୍ଷରେ ଶ୍ରୀ ସୀତା ବଲ୍ଲଭ ମହାପାତ୍ର ଙ୍କ ପୌରୋହିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶ୍ରୀ ଅଲେଖ ଚନ୍ଦ୍ର ପଢ଼ିଆରୀ, ଡାକ୍ତର ଅକ୍ଷୟ ମିଶ୍ର, ପର୍ଶୁରାମ ଦ୍ଵିବେଦୀ, ଆରତି କର, ବାସନ୍ତୀ ତ୍ରିପାଠୀ,ରାମ ନାରାୟଣ ମିଶ୍ର, ମନୋଜ… Continue reading ଡାକ୍ତର ଅଶୋକ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

You cannot copy content of this page