ଭୁବେନଶ୍ୱର, ୧୬.୯ : ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ବୁଧବାର ସନ୍ଧ୍ୟୋର ଭୁବେନଶ୍ୱର ବୁଦ୍ଧମନ୍ଦିର ସଭାଗୃହେର ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ରଙ୍କ ପୌରହିତ୍ୟେର ବିଶିଷ୍ଟ ସ୍ୱାଧୀନତା ସଂଗ୍ରମାୀ, ପୂବର୍ତନ ମନ୍ତ୍ରୀ ସ୍ୱଗର୍ତ ଦୋଳେଗାବିନ୍ଦ ପ୍ରଧାନଙ୍କ ଅଷ୍ଟମ ପୂଣ୍ୟତିଥି ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭୋବ ଉଦ୍ଘାଟନ କରି ବରିଷ୍ଠ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହେିଲ ଯେ, ସ୍ୱଗର୍ତ ପ୍ରଧାନ ସପ୍ତମ ଶ୍ରେଣେୀର ପାଠ ପଢୁଥିବା େବେଳ ମହାତ୍ମାଗାନ୍ଧୀଙ୍କ ଆହ୍ୱାନେର ଦେଶ ସ୍ୱାଧୀନତା ପାଇଁ ବାନର ସେନୋର ଯୋଗ ଦେଇ କାରାବରଣ କରିଥେôଲ ।

୪ବର୍ଷ କାରାଗାର ଜୀବନେର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଠାରୁ ଜେଲ୍ ଭିତେର ଯେଉଁ ଶିକ୍ଷା ଗ୍ରହଣ କରିଥେôଲ ୧୯୪୫ ମସିହୋର କାରାଗାରରୁ ମୁକ୍ତ ହେବା ପେର ସ୍ୱାଧୀନ ଭାରତେର ଗ୍ରାମର ଉନ୍ନତିକୁ ବ୍ରତ କରି ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକୁ ଗ୍ରାମାଞ୍ଚଳେର ପ୍ରେୟାଗ କେଲ । ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସେ ଗାନ୍ଧୀନୀତେିର କାର୍ଯ୍ୟ କରୁଥେôଲ ଓ ନୀତିନିଷ୍ଠ ଥେôଲ । ମୁଖ୍ୟ ଅତିଥି ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରେଫସର ଡଃ ସତ୍ୟ ନାରାୟଣ ଆ•ର୍ଯ୍ୟ ସ୍ୱଗର୍ତ ପ୍ରଧାନଙ୍କୁ ଜେଣ ଯୋଗଗୁରୁ ଭୋବ ବଣ୍ଣର୍ନା କରିଥେôଲ । ଜୀବନକାଳ ମଧ୍ୟେର ସେ େଏଲାପାଥି ଔଷଧ ଗ୍ରହଣ କରିନଥେôଲ, କିନ୍ତୁ ଯୋଗ ପ୍ରାଣାୟମ ଦ୍ୱାରା ସେ ୯୨ ବର୍ଷ ବଞ୍ଚôଥେôଲ । ନୂତନ ଯୁବପିଢି ତାଙ୍କ ଆଦଶର୍ରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥେôଲ ଦ÷ନିକ ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଗାନ୍ଧୀ ମଣିଷ ଦୋଳେଗାବିନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କହେିଲ ଯେ, ସେ ଜେଣ ସମୟାନୁବର୍ତ୍ତୀ ରାଜେନତା ଥେôଲ ।

ସମୟକୁ ସେ ଗୁରୁତ୍ୱ ଦେଉଥେôଲ । ତାଙ୍କର ଦିନଚର୍ଯ୍ୟା ସମକାଳୀନ ନେତୃବୃନ୍ଦଙ୍କୁ ପ୍ରଭାବିତ କରୁଥିଲା । ଠିକ୍ ମଧ୍ୟାହ୍ନ ୧୨ଟା େବେଳ ମଧ୍ୟାହ୍ନେଭାଜନ କରୁଥେôଲ, ୫ ମିନିଟ୍ ବିଳମ୍ବ େହେଲ ସେ ଖାଦ୍ୟ ଗ୍ରହଣ କରୁନଥେôଲ । କେହି ଏ ବିଷୟେର ପ୍ରଶ୍ନ କେଲ ସେ ତାର ସରଳ ଉତ୍ତର ଦେଉଥେôଲ । ଭଗବାନଙ୍କ ତରଫରୁ ମୋର ଆଜି ପଡ଼ିକାଟ୍ ହୋଇଛି ।ସମ୍ମାନିତ ଅତିଥି ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀ ଶ୍ରଦ୍ଧାଞ୍ଜଳି ଜଣାଇ କହେିଲ ଯେ, ବହୁତ କମ୍ ଲୋକ ଇଚ୍ଛାମୃତୁ୍ୟ ଗ୍ରହଣ କରିଥାନ୍ତି । ସେ ପ୍ରକୃତେର ଥେôଲ ଜେଣ ସନ୍ଥ ମହାତ୍ମା । ମୃତୁ୍ୟର ୧୫ ଦିନ ପୂବର୍ରୁ ସେ ମୃତୁ୍ୟ ପାଇଁ ପ୍ରସ୍ତୁତ ହୋଇଯାଇଥେôଲ । ଶେୁଭଚ୍ଛୁମାନଙ୍କ ସମସ୍ତ ଚେଷ୍ଟା ସେତ୍ୱ ସେ ଡାକ୍ତରଖାନା ନଯାଇ ମୃତୁ୍ୟ ସମୟକୁ ଅପକ୍ଷା କରି ପିଲାମାନଙ୍କୁ ଜଣାେଇଦଇ ହସି ହସି ବିଦାୟ ନେଇଥେôଲ ।
କାର୍ଯ୍ୟକ୍ରମ ପ୍ରାରମ୍ଭେର ମ୍ୟୋନଜିଙ୍ଗ ଟ୍ରଷ୍ଟି ପ୍ରେଫସର ବୁଦେ୍ଧଦବ ମିଶ୍ର ସ୍ୱାଗତ ଭାଷଣ ଓ ଶେଷେର ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅପର୍ଣ କରିଥେôଲ । ଏହାପୂବର୍ରୁ ସ୍ନିଗ୍ଧା ଏକୋଡ଼ମୀର ଶିଶୁ କଳାକାର ସୁଶ୍ରୀ ଆରାଧ୍ୟା ସାହୁ ଦଶବତାର ନୃତ୍ୟ ପରେିବଷଣ କରିଥେôଲ । ଏହି ଅବସରେର ଓଡ଼ିଶୀ ନୃତ୍ୟଗୁରୁ ଡଃ ପିତାମ୍ବର ବିଶ୍ୱାଳଙ୍କୁ ଗାନ୍ଧୀମଣିଷ ଦୋଳେଗାବିନ୍ଦ ନୃତ୍ୟ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟି ପ୍ରଜ୍ଞାରାଜ ପ୍ରଧାନ, ନେିବଦିତା ଭଞ୍ଜ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ବରୁଣରାଜ, ଅମୂଲ୍ୟ ଜେନା, ଜେିତନ୍ଦ୍ର ମହାନ୍ତି ପ୍ରମୁଖ ପରି•ଳନା କରିଥେôଲ । ପୂବର୍ରୁ ପାତ୍ରପଡ଼ାସ୍ଥିତ ସ୍ମୃତିବନେର ବୃକ୍ଷପୂଜା, ସ୍ୱାମୀ ବ୍ରହ୍ମାନନ୍ଦ ଆଶ୍ରମେର ଶାନ୍ତିଯଜ୍ଞ ଓ ଶ୍ରୀ ରାମକୃଷ୍ଣ ଆଶ୍ରମ, ମ.ରାମପୁରଠୋର େଅନ୍ତବାସୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସ୍ୱାମୀ ବେିରଶାନନ୍ଦ ମହାରାଜ, ଦୁଃଶାସନ ସ୍ୱାଇଁ, ରେମଶ କୁମାର ପାତାଳସିଂହ, ସାରଦା ପ୍ରସନ୍ନ ପରିଜା ପ୍ରମୁଖ ପରି•ଳନୋର ସହେଯାଗ କରିଥେôଲ ।