ଭୁବନେଶ୍ୱର, ୨୫.୧୦ : ଖଣ୍ଡଗିରିର ପାଦଦେଶରେ ଶ୍ରୀମଦ୍ ବାବା ବଳିଆଙ୍କ ପ୍ରତିଷ୍ଠିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ପ୍ରଭୁ ଶ୍ରୀଜଗନ୍ନାଥ ଓ କେନ୍ଦ୍ରାପଡ଼ାର ପ୍ରଭୁ ବଳଭଦ୍ରଙ୍କ ଉଦେ୍ଦଶ୍ୟରେ ଶ୍ରୀଅଙ୍ଗ ତୁଳସୀ ସେବା ପାଇଁ ଏକ ତୁଳସୀ ଉପବନକୁ ପ୍ରଭୁଙ୍କ ପ୍ରତି ସମର୍ପିତ ତୁଳସୀ ବାବା ଭାବେ ପରିଚିତ ବାବା ଶ୍ରୀ ରାମଚରଣ ଦାସ, ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ରବିବାର ପ୍ରଭୁ ଶିଶୁ ଅନନ୍ତଙ୍କ ଗାଦୀ ପ୍ରତିଷ୍ଠା ଦିବସ ଅବସରରେ, ଆଶ୍ରମ ପରିସରରେ ବିଶିଷ୍ଟ ବ୍ୟକ୍ତିମାନେ ତୁଳସୀ •ରା ରୋପଣ କରିବା ପରେ ଏକ ସଂକ୍ଷିପ୍ତ ସଭାରେ ଆଶ୍ରମର ଅଧ୍ୟକ୍ଷ ବାବା ରଧେଶ୍ୟାମ ଦାସ ରାଜୁଭାଇ ଅଧ୍ୟକ୍ଷତା କରିଥିଲେ । ଉଦ୍ଘାଟକ ତୁଳସୀ ବାବା ତାଙ୍କ ଆଶୀର୍ବଚନରେ କହିଲେ ଯେ, ପ୍ରଭୁଙ୍କ ଇଚ୍ଛାରେ ଓ ଶ୍ରୀମଦ୍ ବାବା ବଳିଆଙ୍କ ଆଶୀର୍ବାଦରେ ଏ କାର୍ଯ୍ୟଟି ହୋଇଥିବାରୁ ଆମ୍ଭଭଳି ସେବକର ଖୁସି କହିଲେ ନସରେ । ତୁଳସୀ ତ ମୋ ସାଆନ୍ତଙ୍କର ଅତି ପ୍ରିୟ, ତା ସହିତ ଦୟଣା ବାସ୍ନାଯୁକ୍ତ ଫୁଲ ବଗି•ର ମଧ୍ୟ ଆବଶ୍ୟକତା ରହିଛି । ପ୍ରଭୁ ହିଁ ଲେ ହିଁ ତାଙ୍କ କାର୍ଯ୍ୟ ହୋଇଥାଏ ।
ଅନନ୍ତପ୍ରଭାର ସମ୍ପାଦକ ତଥା ଶ୍ରୀମଦ୍ ବାବାଙ୍କ ପ୍ରତି ସମର୍ପିତ ବାବା ପ୍ରଣବାନନ୍ଦ ଦାସ ମନୁଭାଇଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆମ ହଜାର ହଜାର ବର୍ଷର ସଂସ୍କୃତିରେ ତୁଳସୀ ବୃକ୍ଷର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଆମ ଋଷିମାନେ ତୁଳସୀ ବୃକ୍ଷର ଔଷଧୀୟ ଗୁଣକୁ ଉପଲବ୍ଧô କରି ତାର ସୁରକ୍ଷା ପାଇଁ ଧାର୍ମିକ ଦୃଷ୍ଟିକୋଣ ଦ୍ୱାରା ସଚେତନତା ସୃଷ୍ଟି କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବା ପରମାତ୍ମା ଦାସ, ବାବା ମଦନମୋହନ ଦାସ, ମାତା ମଧୁସ୍ମିତା ଦାସ, ବିକାଶ କୁମାର ସାହୁ, ନିରଞ୍ଜନ ବାଘ, ସତ୍ୟ ପଟ୍ଟନାୟକ, ଚିନ୍ମୟ ସାହୁ, ଶଙ୍କର୍ଷଣ ସାହୁ, ପ୍ରମୋଦ ମହାପାତ୍ର, ଦିପ୍ତିରଞ୍ଜନ ଦିକ୍ଷିତ, ରଶ୍ମିରଞ୍ଜନ ମଲ୍ଲ, ବୀଣାପାଣି ମହାନ୍ତି, ଅନନ୍ତ ନାରାୟଣ ମହାନ୍ତି, ରମାକାନ୍ତ ମହାନ୍ତି, ବିଭୂତି ଭୂଷଣ ସାହୁ, ପ୍ରଦୀପ ଦାସ ମହାପାତ୍ର, ପ୍ରମୋଦ ମହାନ୍ତି, ପ୍ରକାଶ ଦାସ, ଅରୁଣ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନନ୍ତ ବଳିଆ ବୈଦିକ ବିଦ୍ୟାପୀଠର ବ୍ରହ୍ମ•ରୀମାନେ ବେଦପାଠ କରିଥିଲେ ।
ଖଣ୍ଡଗିରି ଶ୍ରୀମଦ୍ ବାବା ବଳିଆଙ୍କ ଆଶ୍ରମରେ ତୁଳସୀ ଉପବନ ଉଦ୍ଘାଟିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସମ୍ଭାବ୍ୟ ବାତ୍ୟା ପାଇଁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଭାସୀ ବୈଠକ ଅନୁଷ୍ଠିତ
ବୋଲଗଡ଼, ତା 25/10:ଖୋର୍ଦ୍ଧାଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ନିର୍ଦ୍ଦେଶ ମୁତାବକ ବୋଲଗଡ଼ ମଣ୍ଡଳ ସହ କ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସନାଥ ସ୍ୱାଇଁଙ୍କ ଆବାହକତ୍ୱ ଓ
ଇଚ୍ଛାପୁରରେ ଶାରଦୀୟ ଉତ୍ସବ ପାଳିତ
ଚିଲିକା,୨୫।୧୦:ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ବୁଧବାର ଦିନ ଗ୍ରାମବାସୀଙ୍କ ସହଯୋଗରେ ଶାରଦୀୟ ଉତ୍ସବ ପାଳିତ ହୋଇଯାଇଛି l ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ବାଙ୍କନିଧି ଦେବଙ୍କୁ
ଖଣ୍ଡଗିରି ଶ୍ରୀମଦ୍ ବାବା ବଳିଆଙ୍କ ଆଶ୍ରମରେ ତୁଳସୀ ଉପବନ ଉଦ୍ଘାଟିତ
ଭୁବନେଶ୍ୱର, ୨୫.୧୦ : ଖଣ୍ଡଗିରିର ପାଦଦେଶରେ ଶ୍ରୀମଦ୍ ବାବା ବଳିଆଙ୍କ ପ୍ରତିଷ୍ଠିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ପ୍ରଭୁ ଶ୍ରୀଜଗନ୍ନାଥ ଓ କେନ୍ଦ୍ରାପଡ଼ାର ପ୍ରଭୁ ବଳଭଦ୍ରଙ୍କ ଉଦେ୍ଦଶ୍ୟରେ
2027 ଫେବୃଆରୀ 7 ରୁ ଭୁବନେଶ୍ୱରରେ ବିଶାଳ ସନ୍ଥ ମହାକୁମ୍ଭ
ଭୁବନେଶ୍ୱର: ଆଗାମୀ ବର୍ଷ 2027 ମସିହା ଫେବୃଆରୀ ମାସ 7 ତାରିଖ ଠାରୁ 11 ତାରିଖ ପର୍ଯ୍ୟନ୍ତ, ପାଞ୍ଚ ଦିନ ବ୍ୟାପି "ଅନ୍ତଃରାଷ୍ଟ୍ରୀୟ ସନ୍ଥ ବୌଦ୍ଧିକ ମଞ୍ଚ
ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ
ବାଲିଅନ୍ତା,୨୪|୧୦(ଗୋବର୍ଦ୍ଧନ ଦାସ): ସାମ୍ପ୍ରତିକ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନେ ନୀତି ଓ ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବା ପାଇଁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ବାଳକାଟି
ନୀତି ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବାକୁ ଆହ୍ୱାନ ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ
୭ ବିତରକଙ୍କୁ ଉମାକାନ୍ତ ଭୋଳ ସ୍ମୃତି ସମ୍ମାନ ବାଲିଅନ୍ତା,୨୪|୧୦(ଗୋବର୍ଦ୍ଧନ ଦାସ):ସାମ୍ପ୍ରତିକ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନେ ନୀତି ଓ ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବା ପାଇଁ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ଶ୍ରଦ୍ଧାଞଳୀ ସଭା
ଖୋର୍ଦ୍ଧା,୨୪।୧୦: ଗାୟକରତ୍ନ ସ୍ବର୍ଗତ ଲୋକନାଥ କରଙ୍କର ଶେଷତମ ପାଳିଆ ଶତାୟୁ ପୁରୁଷ ସ୍ବର୍ଗତ ଚକ୍ରଧର ମୁଦୁଲିଙ୍କ ର ବିୟୋଗ ଜନିତ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କର କହ୍ନେଇପୁର
ଜାତିସଙ୍ଘ ନୀତି ଅଧିକାରୀ ବୈଶାଳୀଙ୍କଦମ ଦାର ନୃତ୍ୟ ପ୍ରଦର୍ଶନ
ଖୋର୍ଦ୍ଧା,୨୩ ।୧୦: ବିଦେଶରେ ବଡ ପଦବୀରେ ରହି ମଧ୍ୟ ନିଜ ଜନ୍ମମାଟିକୁ ଭୁଲି ପାରିନାହାନ୍ତି ମିଳିତ ଜାତିସଙ୍ଘରେ ନୀତି ଅଧିକାରିଣୀ ଭାବେ ୱାସିଂଟନରେ ଅବସ୍ଥାପିତା ଓଡ଼ିଆ ଝିଅ
ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ
ଓଡ଼ିଶାର ଅଗ୍ରଣୀ ସୋଲାର ଭେଣ୍ଡର ଭାବେ ପରିଚିତ ଓଁ ଶିବ ବାବା ଟ୍ରଷ୍ଟ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସୋଲାର ସେବା ଯୋଗାଇବା କ୍ଷେତ୍ରରେ
ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ
ବୋଲଗଡ: (ଅଖିଳ ସୁନ୍ଦରାୟ) ଗତ ତା ୨୨.୦୨.୨୦୨୬ ରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ପଞ୍ଚରତ୍ନ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରଚାର ସଂଘ ଓଡ଼ିଶା ତରଫରୁ ଏକ
ଆସୁଛି ଲଗାତାର ଦୁଇଟି ଲଘୁଚାପ, ଧୋଇଯିବ କି ଦଶହରା ?
ଆଜି ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଦିଗ ଆଡ଼କୁ ଗତି କରିବ
ଓଡିଶାରୁ ଗୁଜରାଟ: ବ୍ରହ୍ମପୁରରୁ ସୁରଟ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବାର ଶୁଭାରମ୍ଭ
ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲ୍ଲାକୁ ସଂଯୋଗ କରୁଥିବା ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର
ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି। ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ବିଦେଶ ଗ୍ରସ୍ତ
ଭୁବନେଶ୍ୱର: ସ୍ଥାନୀୟ ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟନିପୁଣାର ନୃତ୍ୟଶିଳ୍ପୀ ଅର୍ଚ୍ଚିତା ପ୍ରଧାନ, ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଡଃ ପ୍ରିୟଙ୍କା ମିଶ୍ରଙ୍କ ଦୁବାଇ ଗ୍ରସ୍ତ
ସାରସ୍ୱତ ସାଧିକା ଇନ୍ଦିରା ପଟ୍ଟନାୟକଙ୍କ ବିୟୋଗ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମାଜର ପୂର୍ବତନ ସମ୍ପାଦକ ବହୁମୁଖି ବ୍ୟକ୍ତିତ୍ୱର ଅଧିକାରୀ ପ୍ରଦୋଷ ପଟନାୟକଙ୍କ ସହଧର୍ମିଣୀ ତଥା ବରିଷ୍ଠ ସମାଜସେବିକା, ଉକôଳ ମହିଳା ସମିତିର ଆଜୀବନ
ଶୁଭିଲାଣି କୁଶଭଦ୍ରାର ସ୍ୱର, ଉପମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର
ଭୁବନେଶ୍ୱର: କୁଶଭଦ୍ରାର ଖନନ, ସୁରକ୍ଷା ଓ ସୌନ୍ଦର୍ଯ୍ୟ ଅଭିବୃଦ୍ଧିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସରକାରୀ ବାସଭବନରେ ଭେଟିଛି କୁଶଭଦ୍ରା କାନ୍ଦୁଛି ପରିବାର । ନିମାପଡ଼ାର
ଚର୍ଚ୍ଚାରେ ରାଜଧାନୀ ଗଛ ଗଣେଶ
ପବିତ୍ର ଗଣେଶ ପୂଜା । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ଆଉ ଗଜାନନଂକ ପୂଜାକୁ ନେଇ ଆଉ ଗାଁଠୁ ସହର ଚଳଚଂଚଳ ହେଉଥିବା ବେବେଳେ ରାଜଧାନୀ
ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁରୀ: ଜିଲ୍ଲାର ବଳଙ୍ଗା ନାବାଳିକାଙ୍କ ଦିଲ୍ଲୀ ଏମ୍ସରେ ମୃତ୍ୟୁ ପରେ ଆଜି ପୈତୃକ ଗାଁ ବାୟାବରରେ ଶେଷ ହେଲା ଅନ୍ତିମ ସଂସ୍କାର । ବାୟାବର ନୂଆ ଗୋପାଳପୁରରେ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ଇଚ୍ଛାପୁରରେ ଶାରଦୀୟ ଉତ୍ସବ ପାଳିତ
ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ