୭୫ତମ ନାଟକ ପରିବେଷିତ

ଖୋର୍ଦ୍ଧା/ବୋଲଗଡ – ୨୭/୧୦/୨୬ : ଜୟହିନ୍ଦ୍ କ୍ଲବ ଆନୁକୂଲ୍ୟରେ କୁମାର ପୂର୍ଣ୍ଣିମା ଉପଲକ୍ଷେ ମା’ ରାମ ଚଣ୍ଡୀ ନାଟ୍ୟ ସଂସଦର ୭୫ତମ ନାଟକ, ଗ୍ରାମ-ଯୋଡାପଡା ଓ ନୀଳକଣ୍ଠପୁର ଗ୍ରାମବାସୀ ବୃନ୍ଦଙ୍କ ତରଫରୁ ପରିବେଷିତ ହୋଇଯାଇଛି । ଉକ୍ତ ନାଟକରେ ନଣ୍ଡା ( ନିଦେ୍ର୍ଦଶନା), ବାବୁ (ସହ ନିଦେ୍ର୍ଦଶନା), ପବି (ପରିଚାଳନା), ମ୍ୟୁଜିକ୍ (ମାନସ), ସହଯୋଗ(ବିକି) ସହଯୋଗ(ଅଭି), ସହଯୋଗ(ବୁଲୁ), ବାପି, ଟୁନା, ଦୀପୁ, ପିକୁନ, ବାବୁନା, ପପୁନା, ଗଣେଷ, କାବୁ, ଆକାଶ, ପଙ୍କଜ, କାମ, ମାନସ ପ୍ରମୁଖ ଅଂଶଗ୍ରହଣ କରିବା ସହିତ ନାଟକଟିକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।ପୋର୍ଟ- ପ୍ରଶାନ୍ତ କୁମାର ମହାପାତ୍ର

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page